Odia News Portal

ପଜିଟିଭ୍ କେସ୍ ମଧ୍ୟରୁ ୮୦%ଙ୍କ ବାହ୍ୟ ଲକ୍ଷଣ ନାହିଁ:ବାଗଚୀ

ଭୁବନେଶ୍ୱର() କରୋନା ସମ୍ପର୍କିତ ଅପଡ଼େଟ ଦେଇଛନ୍ତି ଆଇଇସି ମୁଖ୍ୟ ସୁବ୍ରତ ବାଗଚୀ । ସେ କହିଛନ୍ତି ଯେ ସାରା ବିଶ୍ୱରେ ୩୦ଲକ୍ଷରୁ ଅଧିକ ଲୋକ ଆକ୍ରାନ୍ତ ହୋଇଥିବା ବେଳେ ୨ଲକ୍ଷରୁ ଅଧିକଙ୍କ ମୃତ୍ୟୁ ହୋଇଛି । ଓଡ଼ିଶାରେ ଚିହ୍ନଟ ହୋଇଥିବା ପଜିଟିଭ୍ କେସ୍ ମଧ୍ୟରୁ ୮୦%ଙ୍କ ବାହ୍ୟ ଲକ୍ଷଣ ନାହିଁ ।…

କୋଭିଡ୍‌-୧୯ ମହାମାରୀ ବିରୋଧରେ ଲଢିବା ପାଇଁ ବିଏମ୍‌ଡବ୍ଲ୍ୟୁ ଗ୍ରୁପ୍ ଇଣ୍ଡିଆ ପ୍ରତିଶ୍ରୁତିବଦ୍ଧ

ଭୁବନେଶ୍ୱର : ବିଏମ୍‌ଡବ୍ଲ୍ୟୁ ଗ୍ରୁପ୍ ଇଣ୍ଡିଆ ପକ୍ଷରୁ କୋଭିଡ୍‌-୧୯ ମହାମାରୀ ବିରୋଧରେ ଜାରି ରହିଥିବା ଲଢେଇରେ ସହଯୋଗ କରିବା ପାଇଁ ଭାରତ ସରକାରଙ୍କୁ ୩ କୋଟି ଟଙ୍କାର ସହାୟତା ପ୍ରଦାନ କରାଯାଇଛି । ଦିଲ୍ଲୀ ଏନ୍‌ସିଆର୍ ଓ ଚେନ୍ନାଇରେ ଜାରି ରହିଥିବା ଅଭିଯାନର କାର୍ଯ୍ୟକାରୀତା ପାଇଁ ସରକାରୀ…

ଲୋକଙ୍କ ସୁବିଧା ଓ ସୁରକ୍ଷା ପାଇଁ ଇତିଭୂଆ କରୋନା ସମୀକ୍ଷା ବୈଠକ

ପୁରୀ : ସାରା ବିଶ୍ବରେ ମହାମାରୀ କରୋନା ସହ ଲଡୁଛନ୍ତି। ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ଅନେକ ସଚେତନତା ସୃଷ୍ଟି କରାଯାଇଛି। ମହାମାରୀ କରୋନା ମୁକାବିଲା ପାଇଁ ଗୋପ ବ୍ଲକ ଅନ୍ତର୍ଗତ ଇତିଭୂଆ ପଞ୍ଚାୟତରେ ସୋମବାର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ଆଇ. ଜି. ପି ଉଚ୍ଚବିଦ୍ୟାଳୟ ପରିସରରେ…

୧୦ଟି ଶ୍ରମିକ ପରିବାରକୁ କ୍ୱାରଣ୍ଟାଇନ ରଖିଲା ପୋଲିସ

ଯାଜପୁର : ଠିକାଦାର ରହିବ ଖାଇବା କଥା ନବୁଝିବାରୁ ବାଧ୍ୟହୋଇ ଘରକୁ ଫେରୁଥିଲେ ୧୦ଟି ଶ୍ରମିକ ପରିବାରର ୨୮ ଜଣ ସଦସ୍ୟ। ଅଧବାଟରୁ ଉଠାଇ ନେଇ କ୍ୱାରଣ୍ଟାଇନରେ ରଖିଲା ପୋଲିସ । ଶ୍ରମିକ ମାନେ କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ୍ ଅଞ୍ଚଳରୁ ଯାଜପୁର କୋଇଥାନା ତୁଳତୀ ଠାରେ କାମ କରିବାକୁ ଆସିଥିଲେ ।…

ଏହି ଜିଲ୍ଲାରେ ଫୁଟିଲା ବିରଳ ପାରିଜାତ ପୁଷ୍ପ

ରାୟଗଡ଼ା : ମହାମାରୀ କରୋନା ବେଳାରେ ଫୁଟିଛି ଏକ ବିରଳ ଫୁଲ । ନେଇ ରାୟଗଡା ସହରର ସ୍ବାସ୍ଥ୍ୟ ବିଭାଗ ଫାର୍ମାସିଷ୍ଟ ଶିବ ନାୟକଙ୍କ ବଗିଚାରେ ପାରିଜାତ ଫୁଲ ଫୁଟିଛି । ଏହି ବିରଳ ଫୁଲକୁ ଦେଖିବା ପାଇଁ ଲୋକଙ୍କ ଭିତରେ ଉତ୍ସୁକତା ଦେଖା ଦେଇଛି । ହେଲେ କୋରୋନାକୁ ନେଇ ସମାଜିକ ଦୂରତ୍ବକୁ…

ଗ୍ରାହକଙ୍କୁ ଆଲର୍ଟ କଲା ଷ୍ଟେଟ ବ୍ୟାଙ୍କ

ଳକରୋନା ଭାଇରସ ଯୋଗୁ ଲାଗୁ ହୋଇଥିବା ଲକଡାଉନ ଯୋଗୁ ଲୋକମାନେ ଘରେ ବସି ବ୍ୟାଙ୍କ ସମ୍ବନ୍ଧୀୟ କାର୍ଯ୍ୟ ମଧ୍ୟ କରୁଛନ୍ତି। ଅନ୍ୟପଟେ ଏହି ଲକଡାଉନ ଭିତରେ ଫେକ କଲ ଓ ମେସେଜ ସଂଖ୍ୟା ମଧ୍ୟ ଅଧିକ ବଢ଼ିଯାଇଛି। ତେବେ ଏସବୁକୁ ଦୃଷ୍ଟିରେ ରଖି ଷ୍ଟେଟ ବ୍ୟାଙ୍କ ମଧ୍ୟ ନିଜ ଗ୍ରାହକଙ୍କୁ ଚେତାବନୀ…

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧୧କୁ ବୃଦ୍ଧି

ଭୁବନେଶ୍ୱର()  ରାଜ୍ୟରେ ଆଉ ୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦୁଇଜଣଙ୍କ ମଧ୍ୟରେ ଜଣେ କୋରାପୁଟର ଦଶମନ୍ତପୁରର ୨୨ବର୍ଷିୟ ସ୍ୱାସ୍ଥ୍ୟକର୍ମୀ ହୋଇଥିବା ବେଳେ ଅନ୍ୟଜଣକ ବାଲେଶ୍ୱରର ୩୨ବର୍ଷିୟ ଯୁବକ ଓ ଆଉ ଜଣେ ଯାଜପୁରର ବୋଲି ସୂଚନା ମିଳିଛି ।। ଏହାସହ ଓଡ଼ିଶାରେ ଚିକିତ୍ସା ପରେ କରୋନା…

ଲକ୍‌ଡାଉନ ଉଠିବା ପରେ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା ଖାତାଦେଖା

ଭୁବନେଶ୍ବର : ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପରିଚାଳିତ ମାଟ୍ରିକ ପରୀକ୍ଷା ଖାତାଦେଖା ଲକ୍‌ଡାଉନ ଉଠିବା ପରେ ଆରମ୍ଭ ହେବ। ଆଜିଠୁ ନବମ ଓ ଦଶମ ଶ୍ରେଣୀର ବହି ବୋର୍ଡର ବିଭିନ୍ନ ଜୋନ୍‌ କାର୍ଯ୍ୟାଳୟକୁ ପଠାଯିବା ଆରମ୍ଭ ହୋଇଛି। ଲକ୍‌ ଡାଉନ ଉଠିବା ପରେ ପରେ ବହି ବିକ୍ରି ଆରମ୍ଭ ହେବ। କଟକ,…

କରୋନାକୁ ମାତ୍ ଦେବା ପରେ କାର୍ଯ୍ୟରେ ଯୋଗ ଦେଲେ ବ୍ରିଟେନର ପ୍ରଧାନମନ୍ତ୍ରୀ

କରୋନାକୁ ହରାଇ ସୁସ୍ଥ ହୋଇ ମେଡିକାଲରୁ ଫେରିଛନ୍ତି ବ୍ରିଟେନର ପ୍ରଧାନମନ୍ତ୍ରୀ ବୋରିସ ଜନସନ। ଏକ ସପ୍ତାହ ଆରାମ କରିବା ପରେ ସୋମବାର ପୁଣିଥରେ ଅଫିସ ଯାଇ କାମ ଆରମ୍ଭ କରିଛନ୍ତି ବୋରିସ। ରିପୋର୍ଟ ମୁତାବକ ତାଙ୍କୁ ଏପ୍ରିଲ ୧୨ ତାରିଖରେ ମେଡିକାଲରୁ ଡିସଚାର୍ଜ କରାଯାଇଥିଲା। ଆଜି ସେ ପୁଣିଥରେ…

କରୋନାରେ ସାମ୍ବାଦିକଙ୍କ ମୃତ୍ୟୁ ହେଲେ ୧୫ଲକ୍ଷ ସହାୟତା

ଭୁବନେଶ୍ୱର() ସାମ୍ବାଦିକଙ୍କ ପାଇଁ ଆଜି ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କରୋନାରେ ସାମ୍ବାଦିକଙ୍କ ମୃତ୍ୟୁ ହେଲେ ୧୫ଲକ୍ଷଟଙ୍କାର ସହାୟତା ମିଳିବ । ଏହା ସାମ୍ବାଦିକଙ୍କ ପରିବାରକୁ ଅନୁକମ୍ପା ରାଶି ଭାବେ ମିଳିବ । ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ସୂଚନା…