Odia News Portal

ଓଡିଆ ଶ୍ରମିକମାନଙ୍କୁ ଫେରାଇ ଆଣିବା ପାଇଁ ଓଡିଶା ଓ ଗୁଜୁରାଟ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା

ଭୁବନେଶ୍ୱର ()ଗୁଜୁରାଟରେ କାମ କରୁଥିବା ଓଡିଆ ଶ୍ରମିକମାନଙ୍କୁ ନିରାପତାରେ ଓଡିଶା ଫେରାଇ ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କ ମଧ୍ୟରେ ଭିଡିଓ କନଫରେନ୍ସ ଜରିଆରେ ଆଲୋଚନା ପରେ ନିଷ୍ପତି ଗ୍ରହଣ କରାଯାଇଛି । ଏହି ଆଲୋଚନାରେ…

ରାଜସ୍ଥାନରେ ଗଲା ଓଡିଆ ଯବାନଙ୍କ ଜୀବନ

ରାଜସ୍ଥାନର କୁଇକ ଆକ୍ସନ ଫୋର୍ସରେ କାମ କରୁଥିବା ଓଡିଶା ନିମାପଡାର ଯବାନ ରାଜେଶ କୁମାର ସାହୁଙ୍କ ମୃୁତ୍ୟ ହୋଇଥିବା ଖବର ମିଳିଛି। ତାଙ୍କ ସହିତ ଆଉ ଦୁଇଜଣ ଯବାନଙ୍କର ମଧ୍ୟ ମୃତ୍ୟୁ ଘଟିଥିବା ନେଇ ରାଜେଶଙ୍କ ପରିବାର ନିକଟକୁ ଏକ ଫୋନ କଲ ଜରିଆରେ ସୂଚନା ମିଳିଛି। ଏବେ ଲକଡାଉନ ଚାଲିଥିବା…

ଚାନ୍ଦପୁରରେ ବିଜୁ ଯୁବ ଜନତା ଦଳ ତରଫରୁ କରୋନା ସଚେତନତା

ଭୁବନେଶ୍ବର : ସାରା ବିଶ୍ୱରେ ମହାମାରୀ କରୋନା ଭୂତାଣୁ ତାହାର କାୟା ବିସ୍ତାର କରି ହଜାର ହଜାର ଲୋକଙ୍କ ମୁଣ୍ଡ ନେବାରେ ଲାଗିଛି। ଏଥିରୁ ଆମ ଦେଶ ଭାରତ ବାଦ୍ ପଡ଼ି ନଥିବା ବେଳେ ଏହାର ମୁକାବିଲା କରିବାକୁ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ସଚେତନତା ମୂଳକ ପଦକ୍ଷେପ ନେଇଛନ୍ତି। ଏଥିପାଇଁ…

ଆରମ୍ଭ ହେଲା ଜାରକା ଫ୍ଲାଏ ଓଭର ନିର୍ମାଣ କାର୍ଯ୍ୟ

ଯାଜପୁର : ଦୀର୍ଘ ଦିନର ଦାବି ପରେ ପୂରଣ ହେବାକୁ ଯାଉଛି ଧର୍ମଶାଳାବାସୀଙ୍କ ସ୍ୱପ୍ନ । ଆରମ୍ଭ ହୋଇଛି ବହୁ ପ୍ରତିକ୍ଷିତ ଯାଜପୁର ଜିଲ୍ଲାର ଜାରକା ଫ୍ଲାଏ ଓଭର ବ୍ରିଜ୍ ନିର୍ମାଣ କାର୍ଯ୍ୟ । ପୂର୍ବରୁ ଜାତୀୟ ରାଜପଥ କର୍ତୃପକ୍ଷଙ୍କ ନିକଟରୁ ଫ୍ଲାଏ ଓଭର ବ୍ରିଜ୍ ନିର୍ମାଣ ନେଇ ପ୍ରତିଶ୍ରୁତି…

ଅକ୍ଷୟ ତୃତୀୟାରେ କ୍ଷେତରେ ହଳ କରି କୃଷକଙ୍କୁ କୃଷିମନ୍ତ୍ରୀଙ୍କ ସମ୍ମାନ

ଭୁବନେଶ୍ବର() ପବିତ୍ର ଅକ୍ଷୟ ତୃତୀୟା ବା କୃଷକ ଦିବସରେ କ୍ଷେତରେ ହଳ କରି ଚାଷୀ ମାନଙ୍କର ମନୋବଳ ବଢାଇଲେ କୃଷିମନ୍ତ୍ରୀ ଶ୍ରୀ ଅରୁଣ ସାହୁ । କରୋନା ସମୟରେ ଚାଷୀମାନଙ୍କର ଅଭାବନୀୟ କ୍ଷତି ଘଟିଥିବା ବେଳେ କୃଷିମନ୍ତ୍ରୀ ନିଜେ ହଳ କରି ଚାଷୀମାନଙ୍କ ଘା'ରେ ମଲମ ଲଗାଇଛନ୍ତି । କରୋନା…

ଅପରୋସନ୍‌ ବେଳେ ଉଦ୍ଧାର ହେଲା ୨୦ଟି ଟିଫିନ ବୋମା

କନ୍ଧମାଳ: କନ୍ଧମାଳ ଜିଲ୍ଲା ଚକାପାଦ ଜଙ୍ଗଲରେ ମାଓବାଦୀଙ୍କ ଗତିବିଧି ଚାଲିଥିବା ନେଇ ବିଶେଷ ସୁତ୍ରରୁ ଖବର ପାଇ କନ୍ଧମାଳ ଏସ୍‌‌ପି ପ୍ରତିକ୍ ସିଂଙ୍କ ନେତୃତ୍ୱରେ ଏସଓଜି ଓ ଡିଭିଏଫ୍‌ ଟିମ୍‌ ମିଳିତ ଭାବେ ଚକାପାଦ ଜଙ୍ଗଲରେ କମ୍ବିଂ ଅପରୋସନ୍‌ କରିଥିଲେ । ଅପରୋସନ୍‌ ବେଳେ ଜଙ୍ଗଲର ମାଟି…

ପୁଣି ଜାତୀୟ ସ୍ତରରେ ଓଡିଶାକୁ ପୁରସ୍କାର

ଭୁବନେଶ୍ବର()   ଜାତୀୟ ସ୍ତରରେ ପୁଣି ପୁରସ୍କାର ହାତେଇଲା ଓଡିଶା । ରାଜ୍ୟର ୩ ପଂଚାୟତକୁ ମିଳିଲା ଜାତୀୟ ସମ୍ମାନ । ଏହି ୩ଟି ପଂଚାୟତ ହେଉଛନ୍ତି ଗଞ୍ଜାମ ଜିଲ୍ଲାର । ଗଞ୍ଜାମ ଜିଲ୍ଲାର ଗଞ୍ଜାମ ବ୍ଲକ କାଂଇଚପୁରକୁ ଶ୍ରେଷ୍ଠ ଉନ୍ନତିମୂଳକ ଯୋଜନା ପାଇଁ ପୁରସ୍କୃତ କରାଯାଇଥିବା ବେଳେ ବେଲଗୁଣ୍ଠା…

ବିଶ୍ୱରେ ୨ଲକ୍ଷ ଓ ଦେଶରେ ୮୦୦ ଟପିଲା କରୋନା ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ : କରୋନା ଘାଇଲା କରିଛି ସାରା ବିଶ୍ୱକୁ । ୨୧୦ଟି ଦେଶକୁ ଆକ୍ରାନ୍ତ କରିଛି ଏହି ମହାମାରୀ । ଏସବୁ ଦେଶରେ ଗତକାଲି ସୁଦ୍ଧା ମୋଟ୍‌ ମୃତ୍ୟୁ ସଂଖ୍ୟା ୨ ଲକ୍ଷ ୩ ହଜାର ୨୮୯ରେ ପହଞ୍ଚିଥିଲା । ୯ ଲକ୍ଷ ୬୦ ହଜାର ଲୋକ ଆକ୍ରାନ୍ତ ହୋଇଛନ୍ତି । କେବଳ ଆମେରିକାରେ ଗଡ଼ିଲାଣି ୫୪ ହଜାର ୨୬୫…

ଲକ୍‍ଡାଉନ୍‍ ରେ ସବୁ ବନ୍ଦ ସତ୍ତ୍ୱେ ମଦ ବେପାରୀ ସକ୍ରିୟ

ଭୁବନେଶ୍ୱର : କରୋନା କଟକଣା ଯୋଗୁଁ ମାସେରୁ ଅଧିକ ସମୟ ହେଲା ସରକାରୀ ଲାଇସେନ୍ସପ୍ରାପ୍ତ ମଦ ଦୋକାନ ବନ୍ଦ । ମଦ ପିଉଥିବା ଲୋକ କରୋନାରେ ଆଗ ମରିବ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିବାପରେ ସରକାର ମଦ ଦୋକାନଖୋଲିବାକୁ କେହି ସାହସ କରିପାରୁ ନାହାନ୍ତି । ତେବେ ଏଭଳି ସ୍ଥିତିରେ ଏତେ ମଦ…

ଆଜି ଆପଣଙ୍କ ରାଶି କଣ କହୁଛି ଆସନ୍ତୁ ଜାଣିବା

ମେଷ ଆଜି ଆପଣଙ୍କ ସ୍ବାସ୍ଥ୍ୟ ଯେମିତି ଭଲ ରହିବ ତାହାଠାରୁ ମନ ମଧ୍ୟ ଆହୁରି ଅଧିକ ଭଲ ରହିବ। ବନ୍ଧୁଙ୍କ ଆଦର, ସେହ୍ନ, ସଦିଚ୍ଛା ମନ ଭିତରର ସବୁ ଦୁଃଖକୁ ସାମୟିକ ଭାବରେ ଭୁଲିଯାଇପାରନ୍ତି। ପ୍ରତ୍ୟେକ କ୍ଷେତ୍ରରେ ସାହାଯ୍ୟ ଓ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରିବା ସକାଶେ…