ଥାନାରେ ହେଲା ଥାନା ବାବୁଙ୍କ ବାହାଘର
ସୁବର୍ଣ୍ଣପୁର : ଥାନାରେ ହେଲା ବାହାଘର। କରୋନା ଯୋଗୁଁ ସାରା ଦେଶ ଲକ୍ଡାଉନ୍। ସରକାରଙ୍କ ଲକ୍ଡାଉନ୍ ନିୟମକୁ ପାଳନ କରିଛନ୍ତି ପୋଲିସ୍ ବାବୁ। ଏଭଳି ନିଆରା ଦୃଶ୍ୟ ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନାରେ ଦେଖିବାକୁ ମିଳିଛି। ଏହି ଥାନାରେ ଏସ୍ଆଇ ଦୀପ୍ତି ରଞ୍ଜନଙ୍କ ବାହାଘର ଲାଗି…
