Odia News Portal

ପୁଣି କ୍ୱାରେଣ୍ଟିନ ସେଣ୍ଟର ଭିଡିଓ ଭାଇରାଲ

ପୁଣି କ୍ୱାରେଣ୍ଟିନ ସେଣ୍ଟର ଭିଡିଓ ଭାଇରାଲ । ଆନ୍ଧ୍ରପ୍ରଦେଶରୁ ଫେରିଥିବା ପ୍ରବାସୀ ଓଡିଆ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର କ୍ୱାରେଣ୍ଟିନ ସେଣ୍ଟର ଭିତରେ ଥାଇ କଲେ ଏଭଳି ଟିକଟକ ଭିଡିଓ। ସେଣ୍ଟର ଭିତରେ ଅମାନିଆ ଅନ୍ତେବାସୀ ମସ୍ତି କରି ଗୀତ ଗାଇବାର ଟିକଟକ ଭିଡିଓ ଭାଇରାଲ।…

ପ୍ରବାସୀ ଯାତ୍ରାବାହୀ ବସ୍ ଦୁର୍ଘଟଣାଗସ୍ତ

କଟକ : ପ୍ରବାସୀ ଯାତ୍ରାବାହୀ ବସ୍ ଦୁର୍ଘଟଣାଗସ୍ତ। କଟକ ଟାଙ୍ଗୀ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ଟୋଲ ଗେଟ ନିକଟରେ ବସଟି ଛିଡା ହୋଇଥିବା ଏକ ଟ୍ରକ ପଛପଟକୁ ଧକ୍କା ଦେଇଛି। ଫଳରେ ୧୦ଜଣରୁ ଅଧିକ ପ୍ରବାସୀ ଓଡ଼ିଆ ଆହତ ହୋଇଛନ୍ତି। ଘଟଣା ସ୍ଥଳରେ ଟାଙ୍ଗୀ ପୁଲିସ ପହଞ୍ଚି ଯାତ୍ରୀଙ୍କୁ ଉଦ୍ଧାର…

ଆଜି ଆପଣଙ୍କ ରାଶି କଣ କହୁଛି ଆସନ୍ତୁ ଜାଣିବା

ମେଷ ଆପଣଙ୍କର ଉତ୍କୃଷ୍ଟ ବିଚାରଧାରା,ପାରିବାରିକ ସହଯୋଗରେ କାମ ହାସଲ କରିବାରେ ମଧ୍ୟ କିଛି ଅସୁବିଧା ହେବନାହିଁ। କର୍ମକ୍ଷେତ୍ରରେ ଅନ୍ୟମାନଙ୍କ ମତକୁ ସମ୍ମାନ ଦେଇ ପ୍ରଶଂସିତ ହେବେ। ସାମାଜିକ ସ୍ତରରେ ଉଚ୍ଚାସନ ଲାଭ କରିବେ। ପରିବହନ, ନିର୍ମାଣ ଓ ଅର୍ଥନୈତିକ କାର୍ଯ୍ୟକ୍ରମ ବେଶ୍‌ ଭଲରେ…

ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ଅନୁଯାୟୀ ରାଜ୍ୟର ଉପକୂଳବର୍ତ୍ତୀ ଏହିସବୁ ଜିଲ୍ଲାରେ ରହିବ ଅମ୍ଫାନର ପ୍ରଭାବ…

ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଯେ ସମୁଦ୍ର ମଧ୍ୟରେ ଥିବାବେଳେ ଅମ୍ଫାନର ପବନର ବେଗ ଘଣ୍ଟାପ୍ରତି ୨୨୦ରୁ ୨୩୦ କିଲୋମିଟର ଓ ଏହାର ଉଚ୍ଚତା ୧୫ କିଲୋମିଟର ପର୍ଯ୍ୟନ୍ତ ରହିଛି। ସେହିପରି ମହାବାତ୍ୟା ଅମ୍ଫାନର ପରିଧି ୧୨୦ କିଲୋମିଟର ପର୍ଯ୍ୟନ୍ତ…

ଆସନ୍ତା ୨୫ରେ ଭବାନୀ ପଟ୍ଟନାୟକଙ୍କ ରାଜ୍ୟସ୍ତରୀୟ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହେବ

ଭୁବନେଶ୍ବର()  ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ତଥା ପୂର୍ବତନ ସାଂସଦ ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକଙ୍କ ସ୍ମୃତିରେ ଆସନ୍ତା ୨୫ ତାରିଖ ଅପରାହ୍ନ ୪ଟା ସମୟରେ ରାଜ୍ୟସ୍ତରୀୟ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହେବ । ଭୁବନେଶ୍ବର ୟୁନିଟ-୯ ସ୍ଥିତ ଶହିଦ ସ୍ମାରକୀ ସ୍ୱାଧୀନତା ସଂଗ୍ରାମୀ ସଦନଠାରେ…

ସବୁ ସୀମା ଟିପିଗଲା ପୋଲିସର ଔଧତ୍ୟତା

କେନ୍ଦୁଝର : କେନ୍ଦୁଝରରେ ସତେ ଯେପରି ଏସ.ପି ନାମକୁ ମାତ୍ର। ତାଙ୍କ ଅଧିନସ୍ତ କର୍ମଚାରୀ ମାନେ ବାରମ୍ବାର ଭୁଲ କରି ନିଲମ୍ବନ ହେବା ପରେ ବି ସୁଧୁରୁ ନାହାନ୍ତି ଏ ମାନେ । ସତେ ଯେପରି ଏମାନେ ଏସପିଙ୍କୁ ଚାଲେଞ୍ଜ କରୁଛନ୍ତି । ପ୍ରଥମେ ଟାଉନ ଥାନାରେ ଜଣେ ନ୍ୟୁଜ୍ କ୍ୟାମେରା ମ୍ୟାନ କୁ ଦୁଃ…

TikTok ରେ ଭିଡ଼ିଓ କରି ଫସିଲେ ଷ୍ଟାର ଫେଜଲ ସିଦ୍ଧିକୀ

ଟିକଟକ ଷ୍ଟାର ଫେଜଳ ସିଦ୍ଧିକୀ ନିଜର ନୂଆ ଭିଡ଼ିଓକୁ ନେଇ ବିବାଦରେ ଫସିଛନ୍ତି। ସୂଚନା ମୁତାବକ ଟିକଟକରେ ଫେଜଲଙ୍କର ୧୩.୫ମିଲିୟନ ଫଲୋର୍ସ ରହିଛନ୍ତି। ସୂଚନା ମୁତାବକ ଫେଜଲ ତାଙ୍କର ଏହି ନୂଆ ଭିଡ଼ିଓରେ ମହିଳାଙ୍କ ଉପରେ ‘ଏସିଡ଼ ଆଟାକ’କୁ ପ୍ରୋତ୍ସାହନ କରିଛନ୍ତି। ଯେଉଁ କାରଣରୁ ଫେଜଲ…

ନରେନ୍ଦ୍ରକୋଣ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା 

ପୁରୀ : ପୁରୀ ଜିଲ୍ଲାରୁ ୪ ନୂଆ କରୋନା ପଜିଟିଭ ସୋମବାର ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ପିପିଲି ଓ କୋଣାର୍କ ଏନ୍‌ଏସିରୁ ଜଣେ ଜଣେ ଚିହ୍ନଟ ହୋଇଥିବା ବେଳେ ଅନ୍ୟ ୨ଜଣ ପୁରୀ ସହରରୁ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ଏମାନଙ୍କ ମଧ୍ୟରୁ ୩ଜଣ କ୍ୱାରାଣ୍ଟାଇନ ସେଣ୍ଟରରୁ ହୋଇଥିବା ବେଳେ ପୁରୀ…

ଅନ୍‌ଲାଇନ୍‌ କ୍ଲାସ୍‌ ମଝିରେ ଅଚାନକ ଚାଲିଲା ଅଶ୍ଳୀଳ ଭିଡିଓ, ଛାତ୍ରଛାତ୍ରୀ ସ୍ତବ୍ଧ

କରୋନା ଭାଇରସ୍‌ ଯୋଗୁ ଏବେ ସାରା ଦେଶରେ ଲକ୍‌ଡାଉନ୍‌ ଜାରି ରହିଛି। ଏଣୁ Zoom ଆପ୍‌ ମାଧ୍ୟମରେ ପିଲାଙ୍କୁ ଶିକ୍ଷା ଦିଆଯିବା, ଓ୍ଵାର୍କ ଫ୍ରମ୍‌ ହୋମ୍‌ର ମିଟିଂ ଆଦିର ପ୍ରଚଳନ ଦ୍ରୁତ ଗତିରେ ବଢ଼ିଛି। ତେବେ ଇତି ମଧ୍ୟରେ ଆମେରିକାରୁ ଏକ ଆଶ୍ଚର୍ଯ୍ୟ କରିଦେବା ଭଳି ଘଟଣା ସାମ୍ନାକୁ ଆସିଛି।…

ଏହି ଅଭିନେତାଙ୍କ ଠାରୁ ଅଲଗା ହେବେ ତାଙ୍କର ପତ୍ନୀ

ମୁମ୍ୱାଇ :  ଅଭିନେତାଙ୍କ ଠାରୁ ଅଲଗା ହେବେ ତାଙ୍କର ପତ୍ନୀ । ସାତ ଜନମକୁ ସାଥି ହୋଇ ରହିବାର ଶପଥ ନେଇଥିବା ଏହି ଯୋଡ଼ି ଏବେ ପରସ୍ପର ଠାରୁ ଦୂରେଇ ଯିବେ । ଏହାକୁ ନେଇ ଏବେ ବି-ଟାଉନ୍‌ରେ ଚର୍ଚ୍ଚା ଜୋର ଧରିଛି। ସୂଚନା ଯେ, ବଲିଉଡ୍ ଅଭିନେତା ନୱାଜୁଦ୍ଦିନ୍‌ ସିଦ୍ଦିକ୍‌ଙ୍କ ପତ୍ନୀ ଆଲିୟା…