ସଚେତନ କରିଥିବା ଅଭିନେତ୍ରୀ ନିଜେ କଲେ କ୍ରାଇମ
ଟିଭି ଅଭିନେତ୍ରୀ ପ୍ରେକ୍ଷା ମେହେତା ଆଉ ନାହାନ୍ତି । ନିଜର ଇନ୍ଦୋରରେ ଥିବା ଘରେ ବେକରେ ଫାଶୀ ଲଗେଇ ଆତ୍ମହତ୍ୟା କରିଛନ୍ତି । ରିପୋର୍ଟ ମୁତାବକ, କ୍ରାଇମ୍ ପାଟ୍ରୋଲ୍, ମେରି ଦୁର୍ଗା ଓ ଲାଲ୍ ଇଶ୍କ ଭଳି ସିରିୟଲରେ କାମ କରିଥିବା ଅଭିନେତ୍ରୀ ପ୍ରେକ୍ଷା (୨୫) ଙ୍କୁ ଲକ୍ଡାଉନ ଯୋଗୁଁ କେଉଁଠି…
