Odia News Portal

ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୫୮ ହଜାର ଟପିଲା

ନୂଆଦିଲ୍ଲୀ () ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୫୮୩୩୩ରେ ପହଁଚିଛି । ସେମାନଙ୍କ ମଧ୍ୟରୁ ୬୭୬୯୧ ଜଣ ସୁସ୍ଥ ହୋଇଥିବାବେଳେ ୪୫୩୧ ଜଣ ମୃତୁ୍ୟବରଣ କରିଛନ୍ତି । ଅପରପକ୍ଷରେ ୮୬୧୧୦ ଜଣ ବିଭିନ୍ନ ହସପିଟାଲରେ ଚିକିତ୍ସିତ ହେଉଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏହି ତଥ୍ୟ ପ୍ରଦାନ…

ଆଉ ୬୭ ପଜିଟିଭ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୧୬୬୦କୁ ବୃଦ୍ଧି

ଭୁବନେଶ୍ୱ() ରାଜ୍ୟର ୧୦ଟି ଜିଲ୍ଲାରେ ୬୭ କରୋନା ଆକ୍ରାନ୍ତ ଆଜି ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୬୫ ଜଣ କ୍ୱାରେଣ୍ଟାଇନରେ ଥିବା ବେଳେ ୨ ଜଣ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି । ଏହି କ୍ରମରେ ରାଜ୍ୟରେ କୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୬୬୦କୁ ବୃଦ୍ଧି ପାଇଛି । ଏନେଇ ସ୍ୱାସ୍ଥ୍ୟ ଓ…

ଆଠଗଡ ବନଖଣ୍ଡରେ ପୁଣି ମାତିଲେ ହାତୀପଲ

ଆଠଗଡ : ଜଙ୍ଗଲ ଛାଡି ଏବେ ଗାଁ ମୁହାଁ ହାତୀପଲ। ଆଠଗଡ ବନଖଣ୍ଡରେ ପୁଣି ମାତିଲେ ହାତୀପଲ। ଆଠଗଡର ଖଣ୍ଟୁଣୀ ରେଞ୍ଜର ବଳିପୁର ଗାଁରେ ହାତୀ ଆକ୍ରମଣରେ ଜଣେ ଗୁରୁତର। ସୂଚନା ଯୋଗ୍ଯ  ଆଠଗଡର ଖଣ୍ଟୁଣୀ ରେଞ୍ଜର ବଳିପୁର ଗାଁର ସନ୍ତୋଷ ସାମଲ(୪୦) ଭୋରରୁ ଶୌଚ ହେବାକୁ ଯାଇଥିବା ବେଳେ ହାତୀ ଆକ୍ରମଣ…

ଦିନିକିଆ ଏସପି ହେଲେ ୪ ବର୍ଷର ଝିଅ ଆରଧ୍ୟା

ଭୁବନେଶ୍ୱର : କୌଣସି ସିନେମାର କାହାଣୀ ନୁହେଁ, ବରଂ ମନକୁ ଛୁଇଁଲା ଭଳି ନିଛକ ସତ୍ୟ ଘଟଣାଟିଏ । ଦିନକ ପାଇଁ ଏସପି ବନିଗଲେ ଜଣେ ୪ବର୍ଷର କୁନି ଝିଅ । ତାହା ପୁଣି ମାଲକାନଗିରି ଛତିଶଗଡ଼ ସୀମାନ୍ତ ସୁକୁମା ଜିଲ୍ଲାର । ନାଁ ତାଙ୍କର ଆରଧ୍ୟା ଚାଣ୍ଡକ, ଘର ସୁକୁମା ସହରରେ । ବୟସ ୪ବର୍ଷ ହେଲେ…

ମହିଳା ଅଧିକାରୀଙ୍କ କାରନାମା ଯୋଗୁଁ ସରକାର ନାକେଦମ

ଭୁବନେଶ୍ବର : ରାଜ୍ୟ ସରକାର କରୋନା ମୁକାବିଲା ପାଇଁ ଦିନ ରାତି ଏକ କରି ସମଗ୍ର ଦେଶର ଦୃଷ୍ଟି ଆକର୍ଷଣ କରିଥିବାବେଳେ କିଛି ମହିଳା ଅଧିକାରୀ ଏବେ ସରକାରଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛନ୍ତି । ଏମାନଙ୍କ କାରନାମା ପାଇଁ ସରକାର କେବଳ ଅକଳରେ ପଡୁ ନାହାନ୍ତି ସାଧାରଣରେ ସମାଲୋଚନାର…

Facebook ଲଞ୍ଚ କଲା ନୂଆ ଭିଡିଓ କଲିଙ୍ଗ ଆପ CatchUp

ବିଶ୍ୱର ସର୍ବାଧିକ ଲୋକପ୍ରିୟ ସୋସିଆଲ ମିଡ଼ିଆ କମ୍ପାନୀ ଫେସବୁକ ନିଜ ୟୁଜର୍ସ ମାନଙ୍କ ସୁବିଧା ପାଇଁ ଏକ ନୂଆ ଭିଡିଓ କଲିଙ୍ଗ ଆପ “କ୍ୟାଚ ଅପ” ଲଞ୍ଚ କରିଛି । ଏହି ଆପ ଜରିଆରେ ଏକା ସାଥିରେ ୮ ଜଣ ୟୁଜର୍ସଙ୍କ ସହ ଭିଡିଓ କଲ କରାଯାଇପାରିବ । ସବୁଠୁ ଖାସ କଥା ହେଉଛି, ଏହି ଆପ ୟୁଜର୍ସଙ୍କୁ…

ଓଡ଼ିଶାକୁ ପ୍ରଶଂସା କଲେ ଏନ୍‌ଡିଆରଏଫ ଡିଜି

ଓଡ଼ିଶାକୁ ପ୍ରଶଂସା କଲେ ଏନ୍‌ଡିଆରଏଫ ଡିଜି ସତ୍ୟନାରାୟଣ ପ୍ରଧାନ। କହିଛନ୍ତି, ଓଡ୍ରାଫ ଓ ଓଡ଼ିଶା ଅଗ୍ନିଶମ ସେବାର ପ୍ରତିବଦ୍ଧତା ଓ ବୃତ୍ତିଗତ ଦକ୍ଷତାକୁ ନେଇ ଗର୍ବିତ । ସେମାନେ ଅନ୍ୟ ରାଜ୍ୟପାଇଁ ରୋଲ୍‌ ମଡେଲ । ଜାତୀୟ ହିତ ଦୃଷ୍ଟିରୁ ଅନ୍ୟ ରାଜ୍ୟଗୁଡିକୁ ସେମାନଙ୍କୁ ଅନୁସରଣ କରିବା ଦରକାର…

ସୁବର୍ଣ୍ଣପୁରରେ ୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ

ସୁବର୍ଣ୍ଣପୁର ଜିଲ୍ଲାରେ ୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏ ସମ୍ପର୍କରେ ଜିଲ୍ଲାପାଳ ଟ୍ଵିଟ୍ କରି ସୂଚନା ଦେଇଛନ୍ତି । ଏହି ଚାରିଜଣଙ୍କ ମଧ୍ୟରୁ ଦୁଇ ଜଣ ସୋନପୁର ବ୍ଲକ୍‌ର ଏବଂ ଅନ୍ୟ ଦୁଇଜଣ ତରଭା ଓ ଡୁଙ୍ଗୁରିପାଲୀର । ତେବେ ଏମାନେ ସମସ୍ତେ କ୍ୱାରେଣ୍ଟାଇନ୍ ସେଣ୍ଟରରେ ଥିଲେ ।…

ଆଜି ଆପଣଙ୍କ ରାଶି କଣ କହୁଛି ଆସନ୍ତୁ ଜାଣିବା

ମେଷ ବାଧକାଧିପତି ଶନିଙ୍କ ନକ୍ଷତ୍ରରେ ରହିଥିବାରୁ ବିଭିନ୍ନ ପ୍ରକାରର ସମସ୍ୟାରେ ମନ ଭାରାକ୍ରାନ୍ତ ରହିବ । ପ୍ରତ୍ୟେକ କ୍ଷେତ୍ରରେ ଆପଣ ନିଜକୁ ଠିକ୍‌ ଭାବେ ଆଡ୍‌ଜଷ୍ଟ କରି ଚଳାଇ ନେଇପାରିବେ ନାହିଁ । ସାମାଜିକ କ୍ଷେତ୍ରରେ ଅଟକି ରହିଯାଇଥିବା କାର୍ଯ୍ୟଗୁଡିକ ତ୍ୱରାନ୍ବିତ ହେବାରେ…

କରୋନା ଯୋଦ୍ଧା ରୂପେ ସାମ୍ବାଦିକଙ୍କୁ ସମ୍ମାନୀତ

ଯୁବ ସାମ୍ବାଦିକ ତଥା ଦୈନିକ କଳାନ୍ତର ଖବରକାଗଜର କାର୍ଯ୍ୟନିର୍ବାହୀ ସମ୍ପାଦକ ଅଭିଜିତ ସାମନ୍ତରାୟଙ୍କୁ ଅସ୍ବସ୍ତି ଫାଉଣ୍ଡେସନ ତରଫରୁ ସାମ୍ବାଦିକ କରୋନ ଯୋଦ୍ଧା ସମ୍ମାନ ୨୦୨୦  ସମ୍ମନୀତ କରାଯାଇଛି । ଫାଉଣ୍ଡେସନର ରାଜ୍ୟ ସଭାପତି ରାଜ୍ୟ ସମ୍ପାଦିକାଙ୍କ ସହ ବହୁ ସଦସ୍ୟ ଙ୍କ ଉପସ୍ଥିତିରେ…