ଆସନ୍ତୁ ଜାଣିବା କ’ଣ ପାଇଁ ହୋଇଥିଲା କରାଚି ବିମାନ ଦୁର୍ଘଟଣା
କରାଚି : କିଛି ଦିନ ତଳେ କରାଚିରେ ହୋଇଥିବା ବିମାନ ଦୁର୍ଘଟଣାରେ ଶତାଧିକ ଲୋକଙ୍କ ପ୍ରାଣହାନୀ ଘଟିଛି । ତେବେ ଏହି ଦୁର୍ଘଟଣା ହେବାର କାରଣ ଏବେ ଜଣାପଡ଼ିଛି । ଦୁର୍ଘଟଣା ପାଇଁ ବିମାନର ପାଇଲଟ୍ଙ୍କ ଉପରେ ଏବେ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି । ଯାଞ୍ଚ ରିପୋର୍ଟ ଅନୁଯାୟୀ ବିମାନ ଅବତରଣ ବେଳେ…
