11 ରେ ମିଳିବ ଆୟୁଷ୍ମାନ କାର୍ଡ
ଆସନ୍ତା 11 ତାରିଖ ଦିନ ରାଜ୍ୟରେ ଆୟୁଷ୍ମାନ ଭାରତ ଯୋଜନା କାର୍ଯ୍ୟ ଆରମ୍ଭ କରିବା ନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ସଭାପତି ଶ୍ରୀ ଜେପି ନଡ୍ଡା କଟକ ଠାରେ ଏହି କାର୍ଯ୍ୟକ୍ରମ କୁ ଉଦଘାଟନ କରିବେ l କଟକ ବାଲିଯାତ୍ରା ପଡିଆ ରେ ଏଥିପାଇଁ ଏକ ଭବ୍ୟ ସମାରୋହ ର ଆୟୋଜନ!-->…
