Odia News Portal

କାଲି ଚାଲିବନି ଅଟୋ ଓ ବସ

ଭୁବନେଶ୍ୱର () କାଲିଠୁ ଉଡିବ ବିମାନ, ଚାଲିବ ଆନ୍ତଃରାଜ୍ୟ ବସ, ଟ୍ୟାକ୍ସି, କ୍ୟାବ, ଅଟୋ । ସ୍ୱାଭାବିକ ହେବ ଜୀବନ ଯାତ୍ରା ଓ ଜୀବନଜୀବିକା । ରାଜ୍ୟ ରାଜ୍ୟ ମଧ୍ୟରେ ସହମତି ଭିତ୍ତିରେ ଚାଲିବ ବସ । ଏସବୁ ଦୃଷ୍ଟିରୁ ରାଜ୍ୟ ସରକାର କ୍ୱାରେଣ୍ଟାଇନ ନିୟମ ଏବଂ କୋଭିଡ-୧୯ ନିର୍ଦ୍ଦେଶାବଳୀରେ…

ପହଣ୍ଡି ପାଇଁ ରହିବେ ୧୫୦ ସେବାୟତ

ପୁରୀ() ସ୍ନାନଯାତ୍ରା ପାଇଁ ଦଇତାପତିଙ୍କ ତାଲିକା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ସେବାୟତ ବିନାୟକ ଦାସ ମହାପାତ୍ର । ସେ କହିଛନ୍ତି, ଦଇତାପତିଙ୍କର ଏହା ଗୋଷ୍ଠିଗତ ସେବା । ଏଠି ସର୍ବନିମ୍ନର ପ୍ରଶ୍ନ ନାହିଁ । ପହଣ୍ଡି ପାଇଁ ରହିବେ ୧୫୦ ସେବାୟତ । ଜଗନ୍ନାଥଙ୍କ ପାଇଁ ୫୦ ଜଣ,…

ଜାଣନ୍ତୁ କାହିଁକି ପାଳନ କରାଯାଏ ବିଶ୍ୱ ମହୁମାଛି ଦିବସ

ଭୁବନେଶ୍ୱର() ଆମେ ଖାଉଥିବା ଫଳ,ପନିପରିବା କିମ୍ବା ଶସ୍ୟଜାତ ଉଦ୍ଭିଦ ଲାଗାଇବା ପାଇଁ କେବଳ ଖରା, ମାଟି, ପାଣି ପବନ ଜରୁରି ନୁହେଁ । କିଛି କୀଟପତଙ୍ଗଙ୍କର ମଧ୍ୟ ବିଶେଷ ଭୂମିକା ରହିଛି । ପୃଥିବୀରେ କୃଷିକ୍ଷେକ୍ରରରେ ଏକ ବଡଭାଗ ଏହି କୀଟପତଙ୍ଗ ଉପରେ ନିର୍ଭର କରିଥାଏ । ଏଥିରେ ମହୁମାଛିଙ୍କ…

ପ୍ରବାସୀ ଦେବେ ଅଣ୍ଡରଟେକିଂ

ଭୁବନେଶ୍ୱର() କରୋନା ମୁକାବିଲା ପାଇଁ ଏବେ ଦେଶରେ ଏକପ୍ରକାର ଭୟର ବାତାବରଣ ସୃଷ୍ଟି ହୋଇଛି । ଏହାରି ଭିତରେ ବିଦେଶ ଫେରନ୍ତାଙ୍କ ପାଇଁ ସରକାର ନୂଆ ଗାଇଡଲାଇନ ଜାରି କରିଛନ୍ତି । ସଡ଼କ, ଆକାଶ ଓ ଜଳପଥରେ ଆସୁଥିବା ବିଦେଶ ଫେରନ୍ତାଙ୍କ ପାଇଁ ନୂଆ ନିୟମ କରାଯାଇଛି । ଏନେଇ ସ୍ୱାସ୍ଥ୍ୟ ଓ ପରିବାର…

ସୁସ୍ଥ ହେଲେ ଆଉ ୫୩ ଆକ୍ରାନ୍ତ

ଭୁବନେଶ୍ୱର()ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢିଚାଲିଥିବା ବେଳେ ଆଜି ଆଉ ୫୩ ଜଣ ସୁସ୍ଥ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଗଞ୍ଜାମର ୩୦, ଯାଜପୁରର ୧୮, ଖୋର୍ଦ୍ଧାର ୩, କେନ୍ଦୁଝରର ୨ ସୁସ୍ଥ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ ଚିକିତ୍ସା ପରେ ମୋଟ ୫୫୦ ଜଣ ସୁସ୍ଥ…

ବଡ ପାଟିରେ ଗାୟତ୍ରୀ ମନ୍ତ୍ର ପଢିବା ଅନୁଚିତ, କାରଣ ଜାଣନ୍ତୁ

ଭୁବନେଶ୍ୱର() ଗାୟତ୍ରୀ ମାତାଙ୍କୁ ପ୍ରସନ୍ନ କରିବା ପାଇଁ ଗାୟତ୍ରୀ ମନ୍ତ୍ର ଜପ କରାଯାଇଥାଏ ି । ଗାୟତ୍ରୀ ମନ୍ତ୍ର ସର୍ବଶ୍ରେଷ୍ଠ ମନ୍ତ୍ର ମଧ୍ୟରୁ ଗୋଟିଏ । ଏହି ମନ୍ତ୍ର ଦିନକୁ ୩ଟି ସମୟରେ ଜପ କରାଯାଇପାରେ ଜ୍ଝ ଏହି ସମୟକୁ ସନ୍ଧ୍ୟାକାଳ କୁହାଯାଏ । ଗାୟତ୍ରୀ ମନ୍ତ୍ର – ଓଁ ଭୂର୍ଭୁଵଃ ସ୍ଵ…

କାଲିଠାରୁ ଗଡ଼ିବ ବସ ଓ ଟ୍ୟାକ୍ସି

ଭୁବନେଶ୍ୱର() ରାଜ୍ୟରେ ଆସନ୍ତାକାଲି ଠାରୁ ବସ ଓ ଟ୍ୟାକ୍ସି ଗଡ଼ିବ । ୨୪ ଘଂଟିଆ ଅଟୋ ଓ କ୍ୟାବ ଚଳାଚଳକୁ ଅନୁମତି । ସିଟି ବସ ଚଳାଚଳ କରିବ । ଚାରିଚକିଆ ଗାଡ଼ିରେ ଡ୍ରାଇଭରକୁ ଛାଡ଼ି ୨ ଜଣ ଯାତ୍ରୀ ଯାଇପାରିବେ ।  ବସରେ ଠିଆ ହୋଇ କେହି ଯାଇପାରିବେ ନାହିଁ । ଯେତିକି ସିଟ ସେତିକି ଲୋକ…

୨୧ ଦିନ ବଦଳରେ ୧୪ ଦିନ

ଭୁବନେଶ୍ୱର() ରାଜ୍ୟରେ ବଦଳିଗଲା କ୍ୱାରେଣ୍ଟାଇନ୍ ନିୟମ । ଏଣିକି ୨୧ ଦିନିଆ ବଦଳରେ ମାତ୍ର ୧୪ ଦିନ କ୍ୱାରେଣ୍ଟାଇନରେ ରହିବେ କରୋନା ସନ୍ଦିଗ୍ଧ ବା ବାହାର ଫେରନ୍ତା । ଲକ୍ଷଣ ନଥିଲେ ୭ ଦିନ ସରକାରୀ ସଙ୍ଗରୋଧ କେନ୍ଦ୍ରରେ ରହିବେ ଓ ଆଉ ୭ ଦିନ ହୋମ କ୍ୱାରେଣ୍ଟାଇନରେ ରହିବେ । ଏନେଇ ଆୟୋଜିତ ଏକ…

୨୪ ଘଣ୍ଟାରେ ୧୪୭ ଜଣଙ୍କର ମୃତ୍ୟୁ

ନୂଆଦିଲ୍ଲୀ() ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୩ ହଜାର ୮୬୭କୁ ବୃଦ୍ଧି ପାଇଛି।କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୩୧ ହଜାର ୮୬୮କୁ ବୃଦ୍ଧି ପାଇଁ ଥିବା ବେଳେ  ୫୪ ହଜାର ୪୪୧ ଜଣ ସୁସ୍ଥ ହୋଇଛନ୍ତି। ଏହାସହ ଏବେ ୭୩ ହଜାର ୫୬୦ ଜଣ ଚିକିତ୍ସାଧୀନ ଅଛନ୍ତି।  ୨୪ ଘଣ୍ଟାରେ ଦେଶରେ ସର୍ବାଧିକ…

ରାଜ୍ୟରେ ଆଉ ୬୭ କରୋନା ପଜିଟିଭ୍ ଚିହ୍ନଟ, ସଂକ୍ରମିତଙ୍କ ସଂଖ୍ୟା ୧୩୩୬କୁ ବୃଦ୍ଧି

ଭୁବନେଶ୍ୱର ()ରାଜ୍ୟରେ ଆଉ ୬୭ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୩୩୬ରେ ପହଞ୍ଚିଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଓ୍ବେବସାଇଟ୍‌ରେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ୬୭…