ଶେଷ ପର୍ୟ୍ୟାୟରେ ଅଖ ଓ ଚକ ନିର୍ମାଣ କାର୍ୟ୍ୟ
ପୁରୀ() ବେଶ୍ ତତ୍ପରତାର ସହ ଚାଲିଛି ମହାପ୍ରଭୁଙ୍କ ରଥ ନିର୍ମାଣ। ଅଖ ଓ ଚକ ନିର୍ମାଣ କାର୍ୟ୍ୟ ବର୍ତ୍ତମାନ ଶେଷ ପର୍ୟ୍ୟାୟରେ ପହଞ୍ଚିଛି । ତିନି ରଥର ୨୧ଟିରୁ ୧୯ଟି ଅଖ କାର୍ୟ୍ୟ ସରିଛି । ତାଳଧ୍ୱଜ ରଥର ସମସ୍ତ ୭ଟି ଅଖ, ଦର୍ପଦଳନ ରଥର ସମସ୍ତ ୬ଟି ଓ ନନ୍ଦିଘୋଷ ରଥର ମୋଟ ୮ଟି ଅଖରୁ ୬ଟି…
