Odia News Portal

ଫ୍ରାନ୍ସକୁ ରେଲ୍ ବ୍ଲୁମ ଯୋଗାଇବ ଜେଏସ୍‌ପିଏଲ୍‌

ହେଡ୍‌-ହାର୍ଡେନ୍‌ଡ ରେଲ୍ ଉତ୍ପାଦନ କରୁଥିବା ଭାରତର ଏକମାତ୍ର ଘରୋଇ କମ୍ପାନୀ ଜିନ୍ଦଲ ଷ୍ଟିଲ୍ ଏଣ୍ଡ ପାୱାର ଲିଃ (ଜେଏସ୍‌ପିଏଲ୍‌) କଲିକତା ମେଟ୍ରୋ କର୍ପୋରେସନ୍ ପାଇଁ ରେଳ ବିକାଶ ନିଗମ ଲିଃ (ଆର୍ ଭି ଏନଏଲ୍‌)ର ୨୩୦୮ ଟନ୍ ଯୋଗାଣ  ଅର୍ଡର ପାଇବା ପରେ ପ୍ରନ୍ସକୁ ୧୨୦୦୦ ଟନ୍ ରେଲ୍ ବ୍ଲୁମ୍…

ଭାରତରେ ମାରୁତି ସୁଜୁକି ଡିଜାୟାର୍ ଏବେ ଏକ ନୂତନ ଅବତାରରେ

ଭୁବନେଶ୍ୱର : ମାରୁତି ସୁଜୁକି ଇଣ୍ଡିଆ ପକ୍ଷରୁ ଭାରତରେ ଏହାର ସର୍ବାଧିକ ବିକ୍ରି ହେଉଥିବା ସେଡାନ୍ ଡିଜାୟାର୍‌ର ନୂତନ ପ୍ରିମିୟମ ଅବତାର୍ ଶୁଭାରମ୍ଭ କରାଯାଇଛି । ଏହି ୨୦୨୦ ଡିଜାୟାର୍ ନୂଆ ବମ୍ପର୍‌, ଗ୍ରିଲ୍ ଡିଜାଇନ୍‌, ଆଧୁନିକ ଉଡ୍ ଫିନିସ୍ ଇଂଟେରିୟର୍ ସହ ଏକ ସୁନ୍ଦର ଓ ବିଳାସପୂର୍ଣ୍ଣ…

କେନ୍ଦ୍ରାପଡା ଜିଲ୍ଲାପାଳଙ୍କୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ

କେନ୍ଦ୍ରାପଡା () ମାତ୍ର ଦିନ କେଇଟାରେ କେନ୍ଦ୍ରାପଡା ଜିଲ୍ଲାରେ ପ୍ରସ୍ତୁତ ହେଲା କୋଭିଡ ହସ୍ପିଟାଲ । ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ସହ ୧୦ଟି ଆଇସିୟୁ । ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ପ୍ରଶଂସିତ ହୋଇଛନ୍ତି କେନ୍ଦ୍ରାପଡାର ଯୁବ ଜିଲ୍ଲାପାଳ ସାମର୍ଥ ବର୍ମା…

କରୋନା ଯୋଗୁ ଚଳିତବର୍ଷ ଅନଲାଇନରେ ହେବ ଚାରିଧାମ ଦର୍ଶନ

କରୋନା ସ୍ଥିତି ଯୋଗୁ ଏବେ ଘରୁ ବାହାରିବାକୁ ସରକାର ମନା କରିଛନ୍ତି। ଏଥିପାଇଁ ଲକଡାଉନର ଅବଧିକୁ ମଧ୍ୟ ମେ ୩ ଯାଏଁ ବଢ଼ାଇ ଦିଆଯାଇଛି। କରୋନା ସଂକ୍ରମଣର ଆଶଙ୍କାରେ ଗତ ମାର୍ଚ୍ଚ ଶେଷ ସପ୍ତାହରୁ ଦେଶର ସମସ୍ତ ବଡ଼ ବଡ଼ ମନ୍ଦିରକୁ ଭକ୍ତଙ୍କ ପ୍ରବେଶ ଉପରେ କଟକଣା ଲାଗିଛି। ଏହି କଟକଣା ଚାରି ଧାମ…

କରୋନା ପାଇଁ ୩ବର୍ଷର ଅର୍ଥରାଶି ଦାନ କଲେ ଡେରାବିଶ ପଞ୍ଚାୟତ ସମିତିର ଚେୟାରମ୍ୟାନ

କେନ୍ଦ୍ରାପଡା()କରୋନା ନେଇ ସାରା ବିଶ୍ୱରେ ଭୟାବହର ବାତ୍ତାବରଣ ସୃଷ୍ଟି ହୋଇଛି । ଏପର୍ଯ୍ୟନ୍ତ ଏହାର ପ୍ରତିଷେଧକ ମଧ୍ୟ ବାହାରିନି । ଏହାରି ମଧ୍ୟରେ କରୋନା ମୁକାବିଲା ପାଇଁ ସହଯୋଗର ହାତ ବଢ଼ାଇଛନ୍ତି ଡେରାବିଶ ପଞ୍ଚାୟତ ସମିତି, କେନ୍ଦ୍ରାପଡା ଚେୟାରମ୍ୟାନ ସରୋଜକାନ୍ତ ସାହୁ । ସେ ତାଙ୍କର…

ଏହି ଅଭିନେତ୍ରୀ ସେୟାର କଲେ କେକ୍ ବନାଉଥିବା ଫଟୋ

ଲଣ୍ଡନରୁ ଫେରିବା ପରେ କରୋନା ସଂକ୍ରମଣ କାରଣରୁ ସୋନମ କପୁର ଏବେ ନିଜକୁ ଆଇସୋଲେଟ୍ କରି ରଖିଛନ୍ତି । ତେବେ ବର୍ତ୍ତମାନ ସେ ନିଜର ଶାଶୁ ଘରେ ରହୁଛନ୍ତି । ଆଜିକାଲି ସେ ସୋସିଆଲ ମିଡ଼ିଆରେ ମଧ୍ଯ ଅଧିକାଂଶ ସମୟ ଆକ୍ଟିଭ ରହୁଛନ୍ତି । ନିକଟରେ ସେ ଇନଷ୍ଟାଗ୍ରାମରେ ଏକ କେକ୍ ବନାଉଥିବା ଫଟୋ ପୋଷ୍ଟ…

ଲୋକାର୍ପିତ ହେଲା ବାରିପଦାରେ କୋଭିଡ୍‌-୧୯ ହସ୍ପିଟାଲ୍‌

ମୟୁରଭଞ୍ଜ : ଲୋକାର୍ପିତ ହେଲା ବାରିପଦା କିସ୍ ପରିସରରେ ପ୍ରତିଷ୍ଠା ହୋଇଥିବା କୋଭିଡ୍‌-୧୯ ହସ୍ପିଟାଲ୍‌ । ମୟୂରଭଞ୍ଜ ଜିଲ୍ଲାପାଳ ବିନିତ ଭରଦ୍ୱାଜ ଓ କିମ୍‌ସ କର୍ତ୍ତୃପକ୍ଷ ଯୋଗଦେଇ ହସ୍ପିଟାଲ୍‌କୁ ବିଧିବଦ୍ଧ ଭାବେ ହସ୍ପିଟାଲକୁ ଲୋକାର୍ପିତ କରିଛନ୍ତି । ଏହି ହସ୍ପିଟାଲ୍‌ରେ ୨୦୦ ବେଡ୍‌ ସହିତ…

ଏୟାରଟେଲ ଥ୍ୟାଙ୍କସ ଆପରେ ‘ଫାଇଟ କରୋନା’ ସେକ୍ସନର ଶୁଭାରମ୍ଭ

ଭୁବନେଶ୍ୱର : ଏହି ଘଡ଼ିସନ୍ଧି ମୂହୂର୍ତର ମୁକାବିଲା ପାଇଁ ଏହାର ଗ୍ରାହକମାନଙ୍କୁ ପ୍ରସ୍ତୁତ ରଖିବା ନିମନ୍ତେ ଏୟାରଟେଲ ପେମେଂଟ ବ୍ୟାଙ୍କ ପକ୍ଷରୁ ଏୟାରଟେଲ ଥ୍ୟାଙ୍କସ ଆପ୍‌ର ବ୍ୟାଙ୍କିଙ୍ଗ ସେକ୍ସନ ଅଧିନରେ ଏକ ଉତ୍ସଗୀକୃତ ‘ଫାଇଟ କରୋନା’ ସେକ୍ସନ ପ୍ରସ୍‌ୁତ କରାଯାଇଛି । ଏହି ସେକ୍ସନ ଜରିଆରେ…

କରୋନା ଭୁତାଣୁ ପାଇଁ ସ୍ୱର୍ଗଦ୍ୱାରକୁ ସାନିଟାଇଜ

ପୁରୀ : ଭୁତାଣୁ ସଂକ୍ରମଣ କୁ ରୋକିବା ନେଇ ପୁରୀ ଜିଲା ପ୍ରଶାସନ ସମ୍ପୂର୍ଣ ସଜାଗ। ଏହି କ୍ରମରେ  ବୁଧୁବାର ସ୍ୱର୍ଗଦ୍ୱାରକୁ ସାନିଟାଇଜ କରାଯାଇଛି । ପୁରୀ ଦମକଳ ବାହିନୀ ୨ରୁ ଅଧିକ ଗାଡି ସହାୟତାରେ ସ୍ୱର୍ଗଦ୍ୱାରରେ ସାନିଟାଇଜ ପାଣି ସ୍ପ୍ରେ ହୋଇଛି । ସ୍ୱର୍ଗଦ୍ୱାର ଚତୁର୍ପାଶ୍ୱ ସହ ଚାରିପଟ…

ଜଣଙ୍କୁ ଥରେ କରୋନା ସଂକ୍ରମଣ ହେଲେ ଆଉ ହେବ ନାହିଁ, ଜାଣନ୍ତୁ …

ଭୁବନେଶ୍ବର()   କରୋନାକୁ ସାଧାରଣରେ ରହିଛି ଅନେକ ଭ୍ରାନ୍ତ ଧାରଣା । ଏନେଇ ଆଜି ରାଜ୍ୟ ସରକାର ସ୍ପଷ୍ଟ କରିଛନ୍ତି । ତାପମାତ୍ରା ବୃଦ୍ଧି ସହ କରୋନା ଭୂତାଣୁର କୌଣସି ସମ୍ପର୍କ ନାହିଁ । ତାପମାତ୍ରା ୨୫ ଡିଗ୍ରୀ ହେଉ କି ୭୭ ଡିଗ୍ରୀ, କରୋନା ଭୁତାଣୁ ମରେ ନାହିଁ । ତେବେ ଜଣଙ୍କୁ ଥରେ…