Odia News Portal

ଲକଡାଉନ ସମୟରେ ପାଟ୍ରୋଲିଙ୍ଗ କରୁଥିବା ପୋଲିସ କର୍ମଚାରୀଙ୍କୁ ଆକ୍ରମଣ

ମୋହନା : ଲକଡାଉନରେ ପାଟ୍ରୋଲିଙ୍ଗ ବେଳେ ପୋଲିସ ଉପରକୁ ଆକ୍ରମଣ ହୋଇଛି । ଗଜପତି ଜ଼ିଲ୍ଲା ଅଡବା ପୋଲିସ ୭ଜଣ କର୍ମଚାରୀଙ୍କୁ ନେଇ ପାଟ୍ରୋଲିଙ୍ଗ କରୁଥିବା ବେଳେ ବିରିକୋଟ ଗ୍ରାମଠାରେ କିଛି ଲୋକ ଏକାଠି ଜମା ଦେଖି ସେମାନଙ୍କ ନିକଟକୁ ଯାଇଥିଲେ। ସେଠାରେ ଏକ ଜାରରେ ମହୁଲି ମଦ ଭର୍ତ୍ତି ହୋଇଥିବା…

ବିଜୁ ଶ୍ରାଦ୍ଧ ଦିବସକୁ ନିରାଡମ୍ବରରେ ପାଳନ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ପ୍ରବାଦ ପୁରୁଷ ବିଶିଷ୍ଟ ଜନ ନାୟକ ବିଜୁ ପଟ୍ଟନାୟକଙ୍କ ୨୩ ତମ ଶ୍ରାଦ୍ଧ ଉତ୍ସବ ଏପ୍ରିଲ ୧୭ରେ ରାଜ୍ୟବ୍ୟାପୀ ନିରାଡ଼ମ୍ବର ଭାବେ ପାଳନ କରାଯିବ। ସମଗ୍ର ମାନବ ସମାଜ କରୋନା ଭଳି ମହାମାରୀକୁ ମୁକାବିଲା କରୁଛି, ଏହାକୁ ଦୃଷ୍ଟିରେ ରଖି ପ୍ରବାଦ ପୁରୁଷଙ୍କ ଶ୍ରାଦ୍ଧ ଦିବସକୁ ନିରାଡମ୍ବର ଭାବେ ପାଳନ…

ଯୁଦ୍ଧରେ ସାମିଲ ହେବାକୁ ପଛଘୁଞ୍ଚା ଦେଉଛନ୍ତି ଡାକ୍ତରୀ ପଢୁଆ ନେତା

ଭୁବନେଶ୍ୱର : କରୋନା ଯୁଦ୍ଧରେ ସାମିଲ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାରମ୍ବାର ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ଆହ୍ୱାନ ଦେଉଥିବାବେଳେ ବର୍ତ୍ତମାନର ବିପତ୍ତି ସମୟରେ ଏମାନେ ପ୍ରକୃତ ଯୋଦ୍ଧା ବୋଲି କହୁଛନ୍ତି । ହେଲେ ବିଭିନ୍ନ ରାଜନୈତିକ ଦଳରେ ଥିବା ଡାକ୍ତରମାନେ କିନ୍ତୁ ସମ୍ମୁଖ…

ଆଜି ଆପଣଙ୍କ ରାଶି କଣ କହୁଛି ଆସନ୍ତୁ ଜାଣିବା

ମେଷ ସ୍ବରାଶିରେ ରବିଥିବାରୁ ପୂର୍ବାହ୍ନରେ ଜଣେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରିବେ। ବନ୍ଧୁମାନଙ୍କ ସହ ଗୁରୁତ୍ୱପୂର୍ଣ୍ଣ ଆଲୋଚନାରେ ସାମିଲ ହୋଇପାରନ୍ତି। ରାଜନୈତିକ,ଆନୁଷ୍ଠାନିକ ତଥା ସାଂଗଠନିକ ସ୍ଥିତି ବେଶ୍‌ ମଜଭୁତ ରହିବ। କଥାରେ ଅନ୍ୟମାନଙ୍କୁ ଆପ୍ୟାୟିତ କରି ଜୀବନରେ…

ରୋଗିଙ୍କ ପାଇଁ ଆଶା ବାଡ଼ି ପାଲଟିଛି “ଜୀବନ ବିନ୍ଦୁ”

ଭୁବନେଶ୍ବର()  ‘କରୋନା’ରୁ ମୁକ୍ତି ପାଇଁ ଏବେ ସମଗ୍ର ବିଶ୍ୱ ପ୍ରୟାସ କରୁଥିବାବେଳେ ରାଜ୍ୟରେ ରକ୍ତ ଅଭାବ ଦୂର ନିମନ୍ତେ ‘ଜୀବନବିନ୍ଦୁ’ କାର୍ଯ୍ୟକ୍ରମ ମାଧ୍ୟମରେ ରକ୍ତଦାନ ନିମନ୍ତେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହ୍ୱାନ ଦେଇଛନ୍ତି। କରୋନା ଭଳି ବିପତ୍ତି ପାଇଁ ଲକଡାଉନ୍…

କେନ୍ଦ୍ରାପଡ଼ାରେ 110 ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ କାର୍ଯ୍ୟକ୍ଷମ

ଭୁବନେଶ୍ୱର()  କରୋନା ମହାମାରୀର ମୁକାବିଲା କରିବା ପାଇଁ ସରକାରଙ୍କ ସହ ସହଯୋଗର ହାତ ବଢ଼ାଇଥିବା ଶିକ୍ଷା ଓ ଅନୁସନ୍ଧାନ ଡିମଡ଼ ବିଶ୍ୱବିଦ୍ୟାଳୟ ପରିଚାଳିତ  ଆଇଏମଏସ ଓ ସମ ହସ୍ପିଟାଲ ଦ୍ଵାରା ଭୁନେଶ୍ଵରଠାରେ 525 ଶଯ୍ୟା ବିଶିଷ୍ଟ  କୋଭିଡ ହସ୍ପିଟାଲ ଆରମ୍ଭ ହୋଇସାରିଥିବ। ବେଳେ ମଙ୍ଗଳବାର ଦିନ…

ତାଲାବନ୍ଦ ପାଇଁ ଭାରତରେ ଏତିକି ଟଙ୍କା କ୍ଷତି !

୨୦୧୯ ଡିସେମ୍ବରରେ ଚୀନରେ ଚିହ୍ନଟ ହୋଇଥିଲା ନୂଆ କରୋନା ବା ସାର୍ସ ନଭେଲ କରୋନା। ଜାନୁଆରୀ ପ୍ରଥମ ସପ୍ତାହ ବେଳକୁ ଭାରତ ସରକାର ଏହି ଭୂତାଣୁ ସଂକ୍ରମଣ ସଂପର୍କରେ ଅବଗତ ଥିଲେ। ତେଣୁ ଜାନୁଆରୀ ୧୮ ତାରିଖରୁ ବିମାନ ବନ୍ଦରରେ ଥର୍ମାଲ ସ୍କ୍ରିନିଂ ଆରମ୍ଭ କରିଥିଲେ। ମାତ୍ର, ସେହି ସ୍କ୍ରିନିଂରେ…

ବଦଳିଲା ଦଶମ ଶ୍ରେଣୀର ପାଠ୍ୟ ପୁସ୍ତକ

କଟକ : ବଦଳିଲା ଦଶମ ଶ୍ରେଣୀର ପାଠ୍ୟ ପୁସ୍ତକ । ମୋଟ ୧୪ଟି ବିଷୟରୁ ୮ଟି ବିଷୟ ବଦଳିଥିବା ସୂଚନା ମିଳିଛି । ଏନେଇ ସୂଚନା ଦେଇଛନ୍ତି ମାଧ୍ୟମିକ ଶିକ୍ଷା ପରିଷଦ ସମ୍ପାଦକ ଶ୍ରୀକାନ୍ତ ତରାଇ । ମାଧ୍ୟମିକ ଶିକ୍ଷା ପରିଷଦର ସମ୍ପାଦକଙ୍କ କହିବା ଅନୁଯାୟୀ, ଲକଡାଉନ୍ ଚାଲୁଥିବାରୁ ବହି ବିକ୍ରୟ…

ଲକ୍‌ଡାଉନ୍‌ ସରିଗଲା ଭାବି ରୁଣ୍ଡ ହେଲେ ଲୋକ

କରୋନା ଭାଇରସ୍‌ ସଂକ୍ରମଣକୁ ଦୃଷ୍ଟିରେ ରଖି ଆଜି ପ୍ରଧାନମନ୍ତ୍ରୀ ୨ଥର ପାଇଁ ଲକ୍‌ଡାଉନ୍‌ ସମୟସୀମା ବୃଦ୍ଧି ନେଇ ଘୋଷଣା କରିଛନ୍ତି । ଏହି ଲକ୍‌ଡାଉନ୍‌ ଆଗାମୀ ମଇ ମାସ ୩ ତାରିଖ ଯାଏ ବଳବତ୍ତର ରହିବ ବୋଲି ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି । ସଭିଏଁ ଏହାଦ୍ୱାରା ଅସୁବିଧା ଭୋଗ କରୁଥିଲେ…

ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ପାଇଁ ଜୋରଦାର ପ୍ରସ୍ତୁତି

ପୁରୀ : ମହାପ୍ରଭୁଙ୍କ ଚଳିତ ମାସ ୨୬ତାରିଖରେ ପ୍ରସିଦ୍ଧ ଚନ୍ଦନଯାତ୍ରା ଅନୁଷ୍ଠିତ ହେବ। ୨୧ଦିନ ଧରି ମହାପ୍ରଭୁଙ୍କ ନରେନ୍ଦ୍ର ପୁଷ୍କରିଣୀରେ ଚନ୍ଦନଯାତ୍ରାରେ ମାନବ ଜଗତକୁ ଦେଖାଇବେ ତାଙ୍କ ଜଳ କ୍ରୀଡ଼ା। ଚନ୍ଦନଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆରମ୍ଭ ହେଲା ପ୍ରସ୍ତୁତି ।…