Odia News Portal

ପୁଣି ଅଲୋଡା ହେଲା ଶିଶୁ କନ୍ୟା

କଟକ : ପୁଣି ଅଲୋଡା ହେଲା ଶିଶୁ କନ୍ୟା। ଏଭଳି ଏକ ଘଟଣା ଘଟିଛି କଟକରେ । କଟକ ସିଡିଏ ରିଙ୍ଗରୋଡ୍ ସେକ୍ଟର-୮ ନିକଟରୁ ଏକ ନବଜାତ ଶିଶୁ କନ୍ଯାକୁ ଉଦ୍ଧାର କରାଯାଇଛି । ଖବର ପାଇ ଆଜି ପୂର୍ବାହ୍ନରେ ମରକତ୍ ନଗର ଥାନା ଆଇଆଇସିଙ୍କ ସହିତ ଏକ ଟିମ୍ ଏକ ଜନ୍ମିତ ଶିଶୁ କନ୍ୟାକୁ ଉଦ୍ଧାର…

ଯାଜପୁରରେ କୋହଳ ହେଲା କଟକଣା

ଯାଜପୁର ଟାଉନ : ରାଜ୍ୟରେ ଲକଡାଉନ ବେଳେ ଯାଜପୁରରେ କୋହଳ ହେଲା କଟକଣା । ଆଜି ସକାଳ ୬ଟାରୁ ୧୦ଟା ଯାଏ ଜିଲ୍ଲା ପ୍ରଶାସନ ନିର୍ଦ୍ଧାରଣ କରିଥିବା କିଛି ଦୋକାନ ଖୋଲିଥିଲା । ଏଥିମଧ୍ୟରେ ଜିଲ୍ଲାର ସମସ୍ତ ବହି ଦୋକାନ, ସାଇକେଲ ଷ୍ଟୋର, ଗ୍ୟାରେଜ୍ ଓ ବିଦ୍ୟୁତ ଉପକରଣ, ଦୁଗ୍ଧଜାତ ସାମଗ୍ରୀ ଦୋକାନ…

ମା’ ତାରିଣୀଙ୍କ ପୀଠରେ ନିରାଡମ୍ବର ଭାବେ ପାଳିତ ହେଲା ମହାବିଷୁବ ସଂକ୍ରାନ୍ତି

କେନ୍ଦୁଝର : କେନ୍ଦୁଝର ଜିଲ୍ଲାର ଅଧିଷ୍ଟାତ୍ରୀ ଦେବୀ ଜଗତ ଜନନୀ ଘଟଗାଁ ବାସୀନୀ ମା ତାରିଣୀଙ୍କ ପିଠରେ ମୁଖ୍ୟ ପର୍ବ ଭାବେ ୭ଦିନ ଧରି ପାଳିତ ହୋଇଥାଏ ମାଙ୍କ ଚଇତି ପର୍ବ । ଏହି ୭ଦିନ ମଧ୍ୟରେ ପଣା ସଂକ୍ରାନ୍ତି ଦିନ ମାଙ୍କ ଚିଇତି ପର୍ବର ମୁଖ୍ୟ ଦିନ ହୋଇଥିବା ବେଳେ ଏହି ଦିନ ମାଙ୍କୁ ବିଶେଷ…

ଆସନ୍ତାକାଲି ସମାପ୍ତ ହେଉଛି ଲକଡାଉନ ଅବଧି, ସକାଳ ୧୦ରେ ମୋଦିଙ୍କ ସମ୍ବୋଧନ

ନୂଆଦିଲ୍ଲୀ ()ମଙ୍ଗଳବାର ସକାଳ ୧୦ଟାରେ ଦେଶବାସୀଙ୍କ ଉଦ୍ଦେଶ୍ୟରେ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦେଶରେ ଜାରି ହୋଇଥିବା ୨୧ ଦିନିଆ ଲକ୍ଡାଉନ୍ ଅବଧି ମଙ୍ଗଳବାର ସମାପ୍ତ ହେବାକୁ ଯାଉଛି । ଏହାସହ ଏହି ଲକ୍ଡାଉନ୍ ଅବଧି ବୃଦ୍ଧି ପାଇଁ ବିଭିନ୍ନ ରାଜ୍ୟ ସରକାରଙ୍କ ପକ୍ଷରୁ…

ଦ୍ୱିତୀୟ ପର୍ଯ୍ୟାୟରେ ଭୁବନେଶ୍ବରରେ ଏହି ସବୁ ଦିଗରେ ପ୍ରତିବନ୍ଧକ କୋହଳ ହେବ

ଭୁବନେଶ୍ବର()   ଏପ୍ରିଲ୍ ୧୫ରୁ ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ ଆରମ୍ଭ ହେଉଥିବା ବେଳେ ରାଜ୍ୟ ସରକାର କିଛି ପ୍ରତିବନ୍ଧକ ହଟାଇ ଦେଇଛନ୍ତି । କିନ୍ତୁ, ଏହିସବୁ ପ୍ରତିବନ୍ଧକ ରାଜଧାନୀ ଭୁବନେଶ୍ୱରରୁ ହଟିବ ନାହିଁ । ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ପ୍ରେସମିଟରେ ଏହି ସୂଚନା ଦେଇଛନ୍ତି ।…

ଜୟପୁରରେ କୋଭିଡ୍ ହସ୍ପିଟାଲ କାର୍ଯ୍ୟକ୍ଷମ

ବାଲେଶ୍ୱର / ଜୟପୁର() କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ବ୍ୟାପକ ପ୍ରୟାସ ଜାରି ରଖିଛନ୍ତି । ଏହାର ଫଳସ୍ୱରୂପ ସୋମବାର ରାଜ୍ୟର ବାଲେଶ୍ୱର ଓ ଜୟପୁରରେ ଗୋଟିଏ ଲେଖାଏଁ କୋଭିଡ୍ ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇଛି । ଜୟପୁରରେ କାର୍ଯ୍ୟକ୍ଷମ ହୋଇଥିବା କୋଭିଡ୍ ହସ୍ପିଟାଲରେ ବେଡ଼୍ ସଂଖ୍ୟା ୧୫୦…

ଏହି ଚର୍ଚ୍ଚିତ ଗାୟକ ହେଲେ ବ୍ୟାନ, ସହଭାଗିତା ହେଲେ କଠୋର କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର() ଭାରତୀୟ ଫିଲ୍ମରେ ରାହାତ ଫତେ ଅଲ୍ଲୀ ଖାଁ ଓ ଆତିଫ ଅସଲମଙ୍କୁ ବ୍ୟାନ । ବଳିଉଡ ,ଟଲିଉଡ ହେଉ ବା ଯେକୈାଣସି ଭାରତୀୟ ଫିଲ୍ମ ଆଉ ଶୁଭିବନି ଏହି ଦୁଇ ପାକିସ୍ତାନୀ ଲିଜାଣ୍ଡଙ୍କ ସ୍ୱର । କୈାଣସି ଭାରତୀୟ ବି ଏମାନଙ୍କ ସହଭାଗିତାରେ କୈାଣସି ଗୀତ ରେକର୍ଡ କରିପାରିବେ ନାହିଁ ।…

ଜାତୀୟସ୍ତରରେ ଚର୍ଚ୍ଚାର ଶୀର୍ଷରେ ନବୀନ

ଭୁବନେଶ୍ବର()    କରନା ମହାମାରୀର ସଫଳ ମୁକାବିଲାର ଶ୍ରେୟ ନେଇଥିବା ଓଡ଼ିଶା ସରକାରଙ୍କୁ ଏଥର ମିଳିଛି ଜନତାଙ୍କ ସ୍ୱୀକୃତି। ଜାତୀୟ ସର୍ଭେକ୍ଷଣ ସଂସ୍ଥା ଜନକି ବାତ ସର୍ଭେରେ ଓଡ଼ିଶା ସରକାର ବୃଦ୍ଧି କରିଥିବା Lockdownକୁ ସାରା ଦେଶରେ ମିଳିଛି ସର୍ବାଧିକ ମାର୍କ। 90 ପ୍ରତିଶତ ମାର୍କ ସହ…

ମହାବିଷୁବ ପଣା ସଂକ୍ରାନ୍ତିର ଓଡ଼ିଶାବାସୀଙ୍କୁ ହାର୍ଦ୍ଦିକ ଶୁଭକାମନା: ମୋଦି

ନୂଆଦିଲ୍ଲୀ ()ଆଜି ହେଉଛି ପବିତ୍ର ମହାବିଷୁବ ପଣା ସଂକ୍ରାନ୍ତି । ଏହା ସହ ଆଜିର ଦିନକୁ ଓଡ଼ିଆ ନବବର୍ଷ ଭାବେ ମଧ୍ୟ ପାଳନ କରାଯାଇଥାଏ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାବାସୀଙ୍କୁ ହାର୍ଦ୍ଦିକ ଶୁଭକାମନା ଜଣାଇଛନ୍ତି । ମହାବିଷୁବ ପଣା ସଂକ୍ରାନ୍ତିର ଅଭିନନ୍ଦନ ଜଣାଇବା ସହ…

ଏମିତି ପାଳନ ହେଉଛି ପଣା ସଂକ୍ରାନ୍ତି , ଜାଣିଲେ ଆଶ୍ଚର୍ଯ୍ୟ ହେବେ

କରୋନା ମୁକାବିଲା ପାଇଁ ଏକଜୁଟ ହୋଇଛି ସାରା ବିଶ୍ୱ । ଦେଶରେ ଲକ୍‌ଡାଉନ୍‌ ଚାଲିଛି । ଗାଁଠୁ ସହର ଯାଏଁ ସମସ୍ତେ ଏକ ହୋଇ ଏଇ ଲଢ଼େଇ ଲଢୁଛନ୍ତି । କେବଳ ଏତିକି ନୁହେଁ ଏଥିରେ ଭଗବାନ ବି ସାମିଲ ହୋଇଛନ୍ତି । ମନ୍ଦିରରେ ଭକ୍ତ ନାହାନ୍ତି । କେବଳ ଭଗବାନଙ୍କ ନିତିକାନ୍ତି ଚାଲିଛି । ନା ଏକାଠି କେହି…