Odia News Portal

କରୋନା ଯୁଦ୍ଧରେ ଜିତିଲେ ଏହି ଅଭିନେତା

ମୁମ୍ବାଇ  : ରକ୍ ଅନ୍, ୱୋ ଲହ୍ମେ ଏବଂ ଏୟାର ଲିଫ୍ଟ ଭଳି ଚଳଚ୍ଚିତ୍ରରେ କାମ କରିଥିବା ଅଭିନେତା ପୁରୋବ କୋହଲି କିଛି ଦି ତଳେ ଖୁଲାସା କରିଛନ୍ତି କି ସେ ଏବଂ ତାଙ୍କ ପରିବାର କୋରୋନା ପଜିଟିଭ୍ ବୋଲି ଜଣାପଡିଥିଲା। ଅଭିନେତା କହିଥିଲେ ଯେ ସେ ଲଣ୍ଡନରେ ନିଜ ପରିବାର ସହିତ ଘରେ ଏକାକୀ ରହୁଛନ୍ତି।…

୫୦୦୦ ଅସହାୟ ଲୋକଙ୍କୁ ଖାଦ୍ୟ ଖୁଆଇବେ ସଚିନ

କରୋନା ଭାଇରସ୍ ସହ ଲଢେଇ କରିବା ପାଇଁ ପୂର୍ବରୁ ହିଁ ୫୦ ଲକ୍ଷ ଟଙ୍କା ଦାନ କରିସାରିଥିବା କ୍ରିକେଟର ସଚିନ୍ ତେନ୍ଦୁଲକର ନିକଟରେ ମାସେ ଭିତରେ ୫୦୦୦ ଗରିବ ଲୋକଙ୍କ ଖାଦ୍ୟଭାର ବହନ କରିବେ ବୋଲି କହିଛନ୍ତି । ସୁଚନା ଅନୁଯାୟୀ ‘ଆପନାଲୟ’ ନାମକ ଏକ ବେସରକାରୀ ସଂଗଠନ ନିଜର ଅଫିସିଆଲ୍ ଟ୍ୱିଟର…

ଆଜି ଆପଣଙ୍କ ରାଶି କଣ କହୁଛି ଆସନ୍ତୁ ଜାଣିବା

ମେଷ ଆଜି ରବି ରେବତୀ ନକ୍ଷତ୍ରରେ ରହିଥିବାରୁ ଦ୍ୱିଜା ଓ କୃତ୍ତିକା ନକ୍ଷତ୍ରଙ୍କ ମିତ୍ରତା ବୃଦ୍ଧି ଘଟିବ । କୌଣସି ପ୍ରିୟବନ୍ଧୁଙ୍କ ଆଗମନର ସୂଚନା ପାଇବା ସାଙ୍ଗକୁ ନୂତନ ସ୍ଥାନକୁ ବୁଲିଯିବାର ସୁଯୋଗ ମିଳିବ । ଆନୁଷ୍ଠାନିକ କାମରେ ସହଯୋଗ ଓ ସୁଖ ସମ୍ମାନ ପାଇ ଖୁସି ହେବେ ।…

ରାଜ୍ୟରେ ଆଉ ୨ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର() ରାଜ୍ୟରେ ଆଉ ୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜି ସର୍ବମୋଟ ୨୯୮ନମୁନା ପରୀଖ୍ୟା କରାଯାଇଥିଲା । ସଥିରୁ ୨ପଜିଟିଭ ରିପୋର୍ଟ ବାହାରିଛି । ଏନେଇ ସ୍ବାସ୍ଥ୍ୟ ବିଭାଗ ନିଜ ଓ୍ବବସାଇଟରେ ସୂଚନା ଦେଇଛି । ତେବେ ବର୍ତ୍ତମାନ ରାଜ୍ୟରେ ୫୦ରେ ଆକ୍ରାନ୍ତଙ୍କ ସଖ୍ୟା ପହଞ୍ଚିଥିବା…

ରାଜ୍ୟରେ ୧୦ କରୋନା ଆକ୍ରାନ୍ତଙ୍କ ରିପୋର୍ଟ ନେଗେଟିଭ

ଭୁବନେଶ୍ବର() ରାଜ୍ୟରେ ସୁସ୍ଥ ହେଲେ ୧୦ କରୋନା ଆକ୍ରାନ୍ତ ହୋଇଛନ୍ତି । ୧୦ ଜଣ କରୋନା ଆକ୍ରାନ୍ତଙ୍କ ରିପୋର୍ଟ ନେଗେଟିଭ ଆସିଛି ।ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍‌ ଯୋଗେ ସୂଚନା ଦିଆଯାଇଛି। ସୂଚନା ଅନୁସାରେ ୫ଜଣ ଭୁବନେଶ୍ବରର ହୋଇଥିବା ବେଳେ ୨ଜଣ ଭଦ୍ରକ…

ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତିକୁ ସ୍ୱାଗତ କଲେ ଗଜପତି ମହାରାଜା

ପୁରୀ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟର ମହାମାରୀ କରୋନା କୁ ମୁକାବିଲା ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ରାଜ୍ୟରେ ପ୍ରଥମ ଥର ପାଇଁ ଭିଡିଓ କନଫରେନ୍ସିଂରେ ଏହି କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଛି । ରାଜ୍ୟରେ ବଢୁଥିବା ମହାମାରୀ…

କରୋନା ୱାର୍ଡ ବୁଲି ସମୀକ୍ଷା କରୁଛନ୍ତି, ଜିଲାପାଳ ବଲୱନ୍ତ ସିଂ

ପୁରୀ : ପୁରୀ ଜିଲ୍ଲାରେ ବିଭିନ୍ନ ଅଞ୍ଚଳରେ କରୋନା ମୁକାବିଲା ପାଇଁ କେମିତି ରହିଛି ପ୍ରସ୍ତୁତି ଏହା ସମୀକ୍ଷା କରୁଛନ୍ତି ପୁରୀ ଜିଲାପାଳ ବଲୱନ୍ତ ସିଂ।  ଜିଲାପାଳ ବଲୱନ୍ତ ସିଂ ସଚେତନତା ସମ୍ପର୍କରେ ଜିଲ୍ଲାର ସମସ୍ତ ବ୍ଲକକୁ ବ୍ଲକ ବୁଲି  କରୋନା ୱାର୍ଡ ପରିଦର୍ଶନ କରୁଛନ୍ତି। ଏଥି ସହିତ…

କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ପ୍ରଶଂସା କଲେ ଶଙ୍କରାଚାର୍ଯ୍ୟ

ଭୁବନେଶ୍ୱର : କରୋନା ମୁକାବିଲା ପାଇଁ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ଭୂମିକାକୁ ପ୍ରଶଂସା କରିଛନ୍ତି ପୁରୀ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟସ୍ତରରେ ଯେଉଁଭଳି ପଦକ୍ଷେପ ନେଇଛନ୍ତି, ଅନ୍ୟ ରାଜ୍ୟମାନେ ଅନୁକରଣ କରିବା ଦରକାର । ଏଭଳି…

ରାଜ୍ୟରେ ଦୁଇ ଶିଶୁ କନ୍ୟା ‘କରୋନା’ରେ ଆକ୍ରାନ୍ତ

ଭୁବନେଶ୍ବର() ଗତକାଲି ରାତିରେ ରାଜ୍ୟରେ ୪ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ସେଇ ୪ ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରି ବା ଗସ୍ତ ବିବରଣୀ ଦେଲେ ରାଜ୍ୟ ସରକାର। ୪୫, ୪୬, ୪୭ ଏବଂ ୪୮ ନମ୍ବର ଆକ୍ରାନ୍ତଙ୍କ ଗସ୍ତ ବିବରଣୀର ପୂରା ତଥ୍ୟ ଦେଲା ସ୍ୱାସ୍ଥ୍ୟ ବିଭାଗ। ତେବେ ଗତକାଲି ଚିହ୍ନଟ…

୬୩ ଜଣଙ୍କୁ ଗୁଜବ ପାଇଁ ଗିରଫ କରାଯାଇଛି

ଭୁବନେଶ୍ୱର () କୋଭିଡ୍‌ ଯୁଦ୍ଧରେ ସେମାନେ ଡାକ୍ତର ଓ ଅନ୍ୟ ସ୍ୱାସ୍ଥ୍ୟକର୍ମୀଙ୍କ ଭଳି ଆଗରେ ରହିଛନ୍ତି । ଦିନ ରାତି କାମରେ ଲାଗିଛନ୍ତି । ସେମାନେ ହେଉଛନ୍ତି ଲାବେରେଟୋରୀ ଟେକନସିଆନ । ଯେଉଁମାନେ ପରୀକ୍ଷାଗାରରେ କାମ କରୁଛନ୍ତି । ସେମାନଙ୍କ ଉତ୍ସାହ ବଢ଼ାଇବା ସହ ସେମାନଙ୍କୁ ମୁଖ୍ୟମନ୍ତ୍ରୀ…