ସିଲ ହେଲା ଭୁବନେଶ୍ୱର ସିବିଆଇ ଅଫିସ
ଭୁବନେଶ୍ୱର ସ୍ଥିତ କେନ୍ଦ୍ରୀୟ ଗୁଇନ୍ଦା କାର୍ଯ୍ୟାଳୟ ୧୪ଦିନ ପାଇଁ ସିଲ। କାର୍ଯ୍ୟାଳୟ ର ସମସ୍ତ କର୍ମଚାରୀଙ୍କୁ ହୋମ କ୍ୱାରେନଟାଇନରେ ରଖାଯିବ । ସ୍ୱାବ ନମୁନା ପାଇଁ ଅଫିସ କୁ ସିଲ କରାଯାଇଥିବା ସୂଚନା ଦେଇଛନ୍ତି ବିଏମସି କମିଶନର ପ୍ରେମଚନ୍ଦ ଚୌଧୁରୀ ।
ସୂଚନା ଅନୁଯାୟୀ, କେନ୍ଦ୍ରୀୟ…
