ଶିଶୁ ବାଟିକାରେ ଖଡ଼ିଛୁଆଁ: ମୁଖ୍ୟମନ୍ତ୍ରୀ ଜଣାଇଲେ ଶୁଭେଚ୍ଛା
ଏପ୍ରିଲ୍ ୨ ତାରିଖ ବୁଧବାରଠାରୁ ଶିଶୁ ବାଟିକାରେ ପାଠପଢ଼ା ଆରମ୍ଭ ହେବ। ଛୋଟ ଛୋଟ ପିଲା ଖଡ଼ି ଛୁଇଁବେ। ପାରମ୍ପରିକ ରୀତିନୀତିରେ ପିଲାଙ୍କର ବିଦ୍ୟାଳୟରେ ପ୍ରବେଶ ଉତ୍ସବ ପାଳନ କରାଯିବ। ୨୦୨୫-୨୬ ଶିକ୍ଷାବର୍ଷ ପାଇଁ ସ୍କୁଲରେ ନାମଲେଖା ପ୍ରକ୍ରିୟା ଆରମ୍ଭ ହେବ।
ମୁଖ୍ୟମନ୍ତ୍ରୀ ମୋହନ!-->!-->!-->…
