୧ ବର୍ଷର ଦରମା ଦାନ କଲେ ଏକତା କପୁର
ଦେଶରେ କରୋନା ସ୍ଥିତିକୁ ନଜରରେ ରଖି ବଲିଉଡର ଅନେକ ସେଲିବ୍ରିଟି ପ୍ରଧାନମନ୍ତ୍ରୀ ରିଲିଫ ଫଣ୍ଡକୁ ଦାନ ଦେଇସାରିଲେଣି। ଏବେ ଏଥିରେ ସାମିଲ ହୋଇଛନ୍ତି ଏକତା କପୁର। ଶୁକ୍ରବାର ଏକତା ଏକ ଟୁଇଟ ଜରିଆରେ ଏ ବିଷୟରେ ଜଣାଇଛନ୍ତି।
ସେ ଲେଖିଛନ୍ତି, ବଲାଜୀ ଟେଲିଫିଲ୍ମସରେ କାମ କରୁଥିବା ସମସ୍ତ…
