Odia News Portal

ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦କୁ ବୃଦ୍ଧି

ଭୁବନେଶ୍ୱର() ବର୍ତ୍ତମାନ କରୋନାରେ ଆଉ ୧୧ଜଣ ରୋଗୀ ଚିହ୍ନଟ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦କୁ ବୃଦ୍ଧି ପାଇଛି । ଆଜି ଗୋଟିଏ ଦିନରେ ୧୫ଜଣ କରୋନା ଆକ୍ରାନ୍ତ ବାହାରିଛନ୍ତି । ସୂର୍ଯ୍ୟନଗରରେ ବାହାରିଥିବା ୫ମ ଆକ୍ରାନ୍ତଙ୍କ ସସ୍ପର୍ଶରେ ଆସି ୭ଜଣ ସଂକ୍ରମିତ…

ଭୁବନେଶ୍ବରରେ ଆଉ ୩ ପଜିଟିଭ

ଭୁବନେଶ୍ୱର () ଭୁବନେଶ୍ବରେ ଆଉ ୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। । ସମସ୍ତ କରୋନା ଆକ୍ରାନ୍ତ ବମିଖାଲ ଅଞ୍ଚଳର ବୋଲି ସୂଚନା ମିଳିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍‌ ଯୋଗେ ସୂଚନା ଦିଆଯାଇଛି। ସୂଚନା ଅନୁସାରେ ପୂର୍ବରୁ ଦୁଇ କରୋନା…

ରଣପୁରରୁ ଉଦ୍ଧାର ହୋଇଥିଵା ଶାଗୁଣା ମୃତ

ଭୁବନେଶ୍ୱର : ନନ୍ଦନକାନନକୁ ଗତ ଫେବ୍ରୁଆରୀ ୨୮ ତାରିଖରେ ରଣପୁରରୁ ଉଦ୍ଧାର ହୋଇ ଆସିଥିବା ହିମାଳୟ ଶାଗୁଣାର ଆଜି ମୃତ୍ୟୁ ଘଟିଛି । ମୃତ୍ୟୁର କାରଣ ଜଣାପଡିନାହିଁ । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି ନନ୍ଦନକାନନ କର୍ତ୍ତୃପକ୍ଷ କହିଛନ୍ତି । ଶାଗୁଣାଣି ନୟାଗଡ଼…

କନ୍ଧମାଳରେ ଖୁବ୍‌ ଶୀଘ୍ର ହେବ କୋଭିଡ୍‌ ହସପିଟାଲ

ଫୁଲବାଣୀ  : କନ୍ଧମାଳରେ ଖୁବ୍‌ ଶୀଘ୍ର ହେବ କୋଭିଡ୍‌ ହସପିଟାଲ । ସାଂସଦ ଡ. ଅଚ୍ୟୁତ ସାମନ୍ତଙ୍କ ଉଦ୍ୟମରେ ଏଠାରେ କୋଭିଡ୍‌ ହସ୍ପିଟାଲ୍‌ ପ୍ରସ୍ତୁତ କରିବା ପାଇଁ ଆଜି ଏକ ଚୁକ୍ତି ସ୍ୱାକ୍ଷର ହୋଇଛି । ରାଜ୍ୟ ସରକାର, ଓଏମ୍‌ସି ଓ କିମ୍‌ସ ମଧ୍ୟରେ ଏହି ତ୍ରିପାକ୍ଷିକ ଚୁକ୍ତି ସ୍ୱାକ୍ଷର ହୋଇଛି…

ଝାରସୁଗୁଡାରୁ ୮୦ହଜାର ଟଙ୍କା ବିଦେଶୀ ମଦ ଜବତ

ଝାରସୁଗୁଡା : ସମଗ୍ର ଦେଶ ଲକଡାଉନରେ ଥିବା ବେଳେ ଝାରସୁଗୁଡା ଜିଲ୍ଲାରେ ଚାଲିଛି ବେଧଡକ ବିଦେଶୀ ମଦ କାରବାର । ଖବରପାଇ ଝାରସୁଗୁଡା ଅବକାରୀ ବିଭାଗ ବିଟିଏମ ସ୍ଥିତ ଭ୍ରମର ପରିଡାଙ୍କ ଘରେ ଚଢାଉ କରିଥିଲା । ଚଢାଉରେ ପାଖାପାଖି ୮୦ହଜାର ଟଙ୍କା ବିଦେଶୀ ମଦ ଜବତ କରିବା ସହ ଜଣଙ୍କୁ ଗିରଫ…

ଷଷ୍ଠ ଆକ୍ରାନ୍ତ ଜଣକ ନିଜାମୁଦ୍ଦିନରୁ ଫେରିଥିଲେ: ବାଗଚୀ

ଭୁବନେଶ୍ୱର() ପ୍ରତିଦିନ ପରି ଆଜି ମଧ୍ୟ କରୋନା ସମ୍ପର୍କିତ ସମସ୍ତ ଖବର ଦେଇଛନ୍ତି ଆଇଇସି ମୁଖ୍ୟ ସୁବ୍ରତ ବାଗଚୀ । ସେ କହିଛନ୍ତିି ଆଜି ଚିହ୍ନଟ ହୋଇଥିବା ଷଷ୍ଠ କରୋନା ରୋଗୀ ନିଜାମୁଦ୍ଦିନରେ ସମାବେଶରେ ଯୋଗ ଦେଇଥିଲେ । ୬ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ଭୁବନେଶ୍ୱର ଅଞ୍ଚଳର ୪ଜଣ । ଜଣେ ଭଦ୍ରକର ଓ…

ଉଦାହରଣ ପାଲଟିଲେ ଯୁବ ନେତା ପ୍ରକାଶ

ଭୁବନେଶ୍ବର () କରୋନା ଲାଗି ବଜାର,ହାଟ ସବୁ ବନ୍ଦ କରାଯାଇଛି । ପୂର୍ବରୁ ପ୍ରତ୍ୟେକ ଦିନ ବଜାର ଓ ହାଟରେ ଗାଈଗୋରୁ, ମାଙ୍କଡ ମାନଙ୍କୁ କିଛି ନା କିଛି ଖାଦ୍ୟ ମିଳିଥାଏ । ହେଲେ ଲକଡାଉନ କାରଣରୁ ଏହି ନିରିହ ପଶୁ ଭୋଗ ଉପାସରେ ଜୀବନ କାଟୁଛନ୍ତି । ଏହି ସମୟରେ ଯୁବ…

କୋଭିଡ-୧୯ ସଙ୍କଟ ସମୟରେ ଗ୍ରାହକଙ୍କ ପାଇଁ ଏୟାରଟେଲ୍‌ର ବିଶେଷ ପଦକ୍ଷେପ

ଭୁବନେଶ୍ୱର: ଭାରତର ବୃହତମ ଟେଲିକମ୍ୟୁନିକେସନ କମ୍ପାନୀ, ଭାରତୀ ଏୟାରଟେଲ୍ (“ଏୟାରଟେଲ”) ପକ୍ଷରୁ କୋଭିଡ-୧୯ ଦ୍ୱାରା ପ୍ରଭାବିତ ନିମ୍ନ ଆୟଭୁକ୍ତ ଗ୍ରାହକମାନଙ୍କ ସହାୟତା କରିବା ନିମନ୍ତେ ଏକ ବିଶେଷ ପଦକ୍ଷେପର ଘୋଷଣା କରାଯାଇଛି । ଏହି ପରିପ୍ରେକ୍ଷୀରେ ଏୟାରଟେଲ ୮ କୋଟିରୁ ଉର୍ଦ୍ଧ…

ଓଡ଼ିଶାରେ ଷଷ୍ଠ କରୋନା ଆକ୍ରାନ୍ତ ଚିହ୍ନଟ

କଟକ () ଓଡ଼ିଶାରେ ଷଷ୍ଠ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଷଷ୍ଠ କରୋନା ପଜିଟିଭ ଜଣଙ୍କ କଟକର ହୋଇଥିବା ସୂଚନା ମିଳିଛି । ଷଷ୍ଠ ଆକ୍ରାନ୍ତ ବ୍ୟକ୍ତି ଦିଲ୍ଲୀରୁ ଫେରିଥିବା ସୂଚନା ମିଳିଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍‌ ଯୋଗେ ସୂଚନା ଦିଆଯାଇଛି।

ରବିବାର ଯାଏଁ ସମ୍ପୂର୍ଣ୍ଣ ସଟଡାଉନ

ଭୁବନେଶ୍ୱର() କରୋନା ନେଇ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ସେହି ସମ୍ମିଳନୀରେ ସେ ଏକ ବଡ଼ ଘୋଷଣା କରିଛନ୍ତି । ସେ କହିଛନ୍ତି ଭୁବନେଶ୍ୱର ଓ ଭଦ୍ରକ ଆଜି ସନ୍ଧ୍ୟା ୮ଟାରୁ ରବିବାର ସନ୍ଧ୍ୟା ୮ଟା ଯାଏଁ ସମ୍ପୂର୍ଣ୍ଣ ସଟଡାଉନ ରହିବ । ଏହାସହ୪୮ଘଣ୍ଟା…