Odia News Portal

କରୋନାରେ ପଦ୍ମଶ୍ରୀ ଭାଇ ନିର୍ମଳ ସିଂ ଖାଲାସଙ୍କ ମୃତ୍ୟୁ

ଚଣ୍ଡୀଗଡ () ସ୍ୱର୍ଣ୍ଣ ମନ୍ଦିରର ପୂର୍ବତନ ହଜୁରୀ ରାଗି ତଥା ପଦ୍ମଶ୍ରୀ ଭାଇ ନିର୍ମଳ ସିଂ ଖାଲାସଙ୍କର ନିଧନ ହୋଇଛି । ତାଙ୍କୁ କରୋନା ପଜେଟିଭ୍‌ ଜଣା ପଡିବାର ଗୋଟିଏ ଦିନ ପରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ବୁଧବାରରେ ତାଙ୍କୁ କରୋନା ହୋଇଥିବା କଥା ଜଣା ପଡିଥିଲା।…

ରାଜ୍ୟରେ କାର୍ଯ୍ୟକ୍ଷମ ହେଲା ୬୨୫ କରୋନା ବେଡ଼୍

ଭୁବନେଶ୍ୱର() ରାଜ୍ୟରେ କାର୍ଯ୍ୟକ୍ଷମ ହୋଇଛି ୬୨୫ କରୋନା ବେଡ଼୍ । ଭୁବନେଶ୍ୱର ଓ କଟକରେ୨ଟି କୋଭିଡ଼-୧୯ ହସ୍ପିଟାଲ ପ୍ରସ୍ତୁତ ହୋଇସାରିଛି । ଏହାକୁ ଭିଡ଼ିଓ କନଫରେନ୍ସ ଜରିଆରେ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କରୋନା ପାଇଁ କିମ୍ସରେ ୫୦୦ ଓ ଅଶ୍ୱିନୀ ମେଡ଼ିକାଲରେ ୧୨୫ଟି ବେଡ଼…

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଅର୍ଥର ସୁଅ ଛୁଟୁଛି

ଭୁବନେଶ୍ୱର : କରୋନା ଭଳି ବିପର୍ଯ୍ୟୟକୁ ମୁକାବିଲା କରିବାପାଇଁ ସବୁଠାରୁ ବଡ ଆବଶ୍ୟକତା ହେଉଛି ଅର୍ଥ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନରେ ଏବେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଯେଭଳି ଭାବେ ଅର୍ଥର ସୁଅ ଛୁଟୁଛି ତାହା ଦେଖିଲାପରେ କରୋନା ଯୁଦ୍ଧରେ ସାମିଲ ଅନେକଙ୍କ ମନୋବଳ…

ଆଜି ଆପଣଙ୍କ ରାଶି କଣ କହୁଛି ଆସନ୍ତୁ ଜାଣିବା

ମେଷ ଚନ୍ଦ୍ରଙ୍କ ସହ ରାହୁଙ୍କ ସଂଯୋଗ କାରଣରୁ ଆଜିର ଆନୁଷ୍ଠାନିକ କାର୍ଯ୍ୟ ବିଶେଷ ଉପଭୋଗ୍ୟ ନ ହୋଇପାରେ | ଅବଶ୍ୟ କର୍ତ୍ତବ୍ୟ ପାଳନରେ ତପତ୍ରତା,ଦାୟିତ୍ୱସମ୍ପନ୍ନ କାର୍ଯ୍ୟ ନିର୍ବାହକରି ସାମାଜିକ ସ୍ତରରେ ପ୍ରଶଂସିତ ହେବେ  ଆତ୍ମୀୟସ୍ବଜନଙ୍କୁ ଅତି ନିକଟରେ ପାଇ ନିଜକୁ କିଛି ସମୟ ପାଇଁ…

ଓଡ଼ିଶାରେ ପଞ୍ଚମ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର() ଓଡ଼ିଶାରେ ପଞ୍ଚମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଭୁବନେଶ୍ବର ସୂର୍ଯ୍ୟନଗରର ୬୦ ବର୍ଷ ବ୍ୟକ୍ତିଙ୍କ ଶରୀରରେ ଏହି ଭୂତାଣୁ ଚିହ୍ନଟ ହୋଇଛି । ଏମ୍ସରେ ଆଡ଼ମିଟ ପରେ କରୋନା ଟେଷ୍ଟ ପଜିଟିଭ ଆସିଥିବା ସୂଚନା ମିଳିଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ…

କରୋନା ପାଇଁ ୨୫ କୋଟି ଦାନ କଲା ଜିନ୍ଦଲ

ନୂଆଦିଲ୍ଲୀ / ଭୂବନେଶ୍ୱର() କରୋନା ଭୂତାଣୁ ସଂକ୍ରମଣର ମୁକାବିଲା ପାଇଁ ଦେଶର ଅଗ୍ରଣୀ ଇସ୍ପାତ ନିର୍ମାତା ଜିନ୍ଦଲ ଷ୍ଟିଲ ଏଣ୍ଡ୍ ପାୱାର ଲିଃ (ଜେଏସ୍‌ପିଏଲ୍‌) ପ୍ରଧାନମନ୍ତ୍ରୀଙ୍କ ପିଏମ୍‌-କେୟାର୍ସ୍ ଫଣ୍ଡକୁ ୨୫ କୋଟି ଟଙ୍କା ପ୍ରଦାନ କରିବ ବୋଲି ଘୋଷଣା କରିଛି ।  "କୋଭିଡ – ୧୯ ମହାମାରୀ…

ରାଜ୍ୟ ପାଇଁ ଖୁସି ଖବର, ସୁସ୍ଥ ହେଲେ ଦ୍ୱିତୀୟ କରୋନା ପଜେଟିଭ୍‌

ଭୁବନେଶ୍ୱର : ଓଡ଼ିଶା ପାଇଁ ଖୁସି ଖବର । ରାଜ୍ୟର ଦ୍ୱିତୀୟ କରୋନା ପଜେଟିଭ୍‌ ବ୍ୟକ୍ତି ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି । ତାଙ୍କୁ ଆଜି ହସପିଟାଲରୁ ଡିସଚାର୍ଜ କରାଯାଇଛି । ଏ ସମ୍ପର୍କରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ତରଫରୁ ଟ୍ଵିଟ୍‌ କରି ସୂଚନା ଦିଆଯାଇଛି ।

Covid-19 ନିୟମକୁ ଉଲଂଘନ : ୩ ଗିରଫ

ଭଦ୍ରକ : ଗତକାଲି ଚିହ୍ନଟ ହୋଇଥିବା ଚତୁର୍ଥ କରୋନା ଆକ୍ରାନ୍ତଙ୍କୁ ନେଇ ଗୁଜଵ ଆରମ୍ଭ କରିଦେଇଥିଲେ କିଛି ଲୋକେ। ହ୍ୱାଟ୍ସଆପ୍ ମାଧ୍ୟମରେ କରୋନା ଆକ୍ରାନ୍ତଙ୍କର ଫଟୋ ଓ ସେ ଦୁବାଇରେ ଚାକିରି କରିଥିବା ସଂସ୍ଥାର ତଥ୍ୟକୁ ଲୋକଲୋଚନକୁ ଆଣିଥିଲେ। ଯାହା Covid-19 ନିୟମକୁ ଉଲଂଘନ କରୁଛି। ଏହି…

ରୋଗୀ ନୁହେଁ ରୋଗକୁ ଘୃଣା କର : ସୁବ୍ରତ ବାଗଚୀ

ଭୁବନେଶ୍ୱର  : ରୋଗୀ ନୁହେଁ, ରୋଗକୁ ଘୃଣା କର । କରୋନାକୁ ନେଇ ଗୁଜବ ପ୍ରଚାର କର ନାହିଁ । ଏଭଳି କିଛି କଲେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ । ଏହା ହେଉଛି ଆଜିର ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ ପ୍ରମୁଖ ମୁଖପାତ୍ର ସୁବ୍ରତ ବାଗଚୀଙ୍କ ବାର୍ତ୍ତା । ଆଜିର ସାମ୍ବାଦିକ ସମ୍ମିଳନୀରେ ସେ…