Odia News Portal

ଲୋକସେବା ଭବନରେ ବ୍ୟୟ ମଞ୍ଜୁରି ବିଲ୍ ପାରିତ

ଭୁବନେଶ୍ୱର ()ଆଜି ପ୍ରଥମଥର ପାଇଁ ଲୋକସେବା ଭବନରେ ବିଧାନସଭା ବୈଠକ ହୋଇଥିଲା । ବିଧାନସଭା ବୈଠକରେ ପାରିତ ହୋଇଛି ବ୍ୟୟ ମଞ୍ଜୁରି ବିଲ୍ । ସବୁ ଦଳର ୩୦% ବିଧାୟକଙ୍କ ଉପସ୍ଥିତିରେ ଏହି ବିଲ୍ ପାସ ହୋଇଥିବା ସୂଚନା ମିଳିଛି । ବିଭିନ୍ନ ବିଭାଗର ଖର୍ଚ୍ଚ ଦାବି ମଧ୍ୟ ଗିଲୋଟିନରେ ପାସ୍ ହୋଇଥିବା…

୭ ଲକ୍ଷରେ ପହଞ୍ଚିଲା କରୋନା ଭୂତାଣୁ ସଂକ୍ରମିତଙ୍କ ସଂଖ୍ୟା

ନୂଆଦିଲ୍ଲୀ () କରୋନା ଭୂତାଣୁ ସଂକ୍ରମିତଙ୍କ ସଂଖ୍ୟା ୭ ଲକ୍ଷ ଅତିକ୍ରମ କରିଛି । ଏବେ ସୁଦ୍ଧା ଏହି ସଂଖ୍ୟା ୭,୨୧,୯୪୬ ରେ ପହଞ୍ଚିଛି । ସେହିଭଳି କରୋନା ଭୂତାଣୁଜନିତ ମୃତ୍ୟୁସଂଖ୍ୟା ୩୩,୯୬୬ ଡେଇଁଛି । ମୋଟ ୧,୫୧,୩୧୨ ରୋଗୀ ଆରୋଗ୍ୟ ହୋଇଛନ୍ତି । ଆମେରିକାରେ ୧୮,୪୬୯ ନୂଆ ରୋଗୀ ଚିହ୍ନଟ ହେବା…

୧୦ଟି ଜିଲ୍ଲାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର : ସୋମବାର ଉପକୂଳ ଓଡ଼ିଶା ସମେତ ୧୦ଟି ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ୬ଟି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବଜ୍ରପାତ ହେବା ସହିତ ଘୂର୍ଣ୍ଣିଝଡ଼ ହେବାର ସମ୍ଭାବନା ରହିଛି ବୋଲି ପାଣିପାଗବିତ୍‌ ପୂର୍ବାନୁମାନ କରିଛନ୍ତି । ସୋମବାର ଉପକୂଳ…

ଆଜି ଲୋକସେବା ଭବନରେ ବସିବ ବିଧାନସଭା

ଭୁବନେଶ୍ୱର : ଆଜି ଲୋକସେବା ଭବନର ସମ୍ମିଳନୀ କକ୍ଷରେ ବସିବ ବିଧାନସଭାର ଅଧିବେଶନ । ଏ ଅଧିବେଶନରେ ୨୦୨୦-୨୧ ଆର୍ଥିକ ବର୍ଷର ବିଭିନ୍ନ ବିଭାଗର ଖର୍ଚ୍ଚଦାବି ଗିଲୋଟିନରେ ପାରିତ ହେବା ସହ ବ୍ୟୟମଞ୍ଜୁରୀ ବିଲ୍‌ ମଧ୍ୟ ପାରିତ ହେବ । ଏଥିପାଇଁ ଆଜି ଅଗ୍ନିଶମ ବିଭାଗ ଦ୍ୱାରା ଲୋକସେବା ଭବନର…

ଆଜି ଆପଣଙ୍କ ରାଶି କଣ କହୁଛି ଆସନ୍ତୁ ଜାଣିବା

ମେଷ ଆଜି ରାଶ୍ୟାଧିପତି ସହ ଅନ୍ୟ ଦୁଇଟି ଗ୍ରହଙ୍କ ସମାବେଶ କର୍ମକ୍ଷେତ୍ରରେ ବିବାଦୀୟ ପରିସ୍ଥିତି ସୃଷ୍ଟି କରିପାରନ୍ତି । ପରିବାରରେ ସାମାନ୍ୟ କଥାକୁ କେନ୍ଦ୍ରକରି ପାରିବାରିକ କ୍ଷେତ୍ରରେ ସମସ୍ୟାଜନିତ ଟେନ୍‌ସନ ସୃଷ୍ଟି କରିବ । ବ୍ୟବସାୟ କ୍ଷେତ୍ରରେ କେତେକ ସୁବିଧା ସୁଯୋଗ ପାଇ ଖୁସି…

ଅଶ୍ୱିନୀ ହସ୍ପିଟାଲ ହେବ COVID-19 ହସ୍ପିଟାଲ

ଭୁବନେଶ୍ୱର() ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମୁଖ୍ୟ ଉପଦେଷ୍ଟା ଆର.ବଲାକ୍ରିଷ୍ଣନ୍ ଆଜି କଟକରେ ଥିବା ଅଶ୍ୱିନୀ ଡାକ୍ତରଖାନା ପରିଦର୍ଶନ କରି COVID-19 ରୋଗୀଙ୍କ ଚିକିତ୍ସା ସୁବିଧା ବିଷୟରେ ସମୀକ୍ଷା କରିଛନ୍ତି। ବାଲକ୍ରିଷ୍ଣନ୍ ସହ ପୂର୍ତ୍ତ ସଚିବ କ୍ରିଷନ କୁମାର ଏବଂ କଟକ…

ଘର ଭଡ଼ା ମାଗିଲେ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ()ଭଡ଼ାଘରେ ରହୁଥିବା ଶ୍ରମିକଙ୍କୁ ଭଡ଼ା ପାଇଁ ମାଲିକ ଏବେ ଦାବି କରିପାରିବେ ନାହିଁ । ମାସକ ପାଇଁ ଘର ଭଡ଼ା ଦାବି ନକରିବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି । ଶ୍ରମିକ ଓ ଛାତ୍ରଙ୍କୁ ଘର ଛାଡ଼ିବାକୁ ବାଧ୍ୟ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଅସ୍ଥାୟୀ ଶିବିର ଓ…

ସମ୍‌ରେ COVID-19 ହସ୍ପିଟାଲ୍‌ର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି ଉନ୍ନୟନ କମିଶନର ଏବଂ ୫-ଟି ସଚିବ

ଭୁବନେଶ୍ୱର : ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର ଏବଂ ୫-ଟି ସଚିବ ଭି.କେ ପାଣ୍ଡିଆନ୍ ରବିବାର ଦିନ ସମ୍‌ ହସ୍‌ପିଟାଲ୍‌ରେ ସ୍ଥାପିତ ହେଉଥିବା ଦେଶର ସର୍ବବୃହତ COVID-19 ହସ୍ପିଟାଲର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ସୋଆ ବିଶ୍ୱ ବିଦ୍ୟାଳୟର କ୍ୟାମସ୍‌ -୨ରେ କୋଭିଡ୍‌…

କ୍ୱାରେଣ୍ଟାଇନ୍‌ରେ ଏବେ ୫୦ ଯବାନ

ମଧ୍ୟପ୍ରଦେଶ  : ମଧ୍ୟପ୍ରଦେଶର ଟେକନପୁରରେ ସୀମା ସୁରକ୍ଷା ବଳ (ବିଏସ୍ଏଫ୍) ର ୫୦ଜଣ ଜବାନଙ୍କୁ କ୍ବାରେଣ୍ଟାଇନ୍ କରାଯାଇଛି। ବିଏସଏଫ ଜଣେ ଅଧିକାରୀଙ୍କଠାରେ କରୋନା ରିପୋର୍ଟ ପଜିଟିଭ୍ ମିଳିବା ପରେ ଏହି ନିଷ୍ପତ୍ତି ନିଆଯାଇଛି। ଟେକନପୁର ମଧ୍ୟପ୍ରଦେଶର ଗ୍ୱାଲିଅର୍ ଜିଲ୍ଲାରେ ଅବସ୍ଥିତ ।…

କରୋନା ସହ ଲଢ଼ିବାକୁ ଏହି ଅଭିନେତ୍ରୀ ବନିଲେ ନର୍ସ

ଦେଶ ଏବେ କରୋନା ଭାଇରସ ସହ ଲଢ଼ୁଛି। କରୋନାରୁ ବର୍ତ୍ତିବାକୁ ସରକାର ମଧ୍ୟ ଯଥା ସମ୍ଭବ ଚେଷ୍ଟା ଚଳାଇଛନ୍ତି। ଏହି ସମୟରେ ଅଭିନେତ୍ରୀ ଶିଖା ମାଲହୋତ୍ରା ଏଭଳି କାମ କରିଛନ୍ତି, ଯାହା ଫଳରେ ତାଙ୍କୁ ସମସ୍ତେ ପ୍ରଶଂସା କରୁଛନ୍ତି। କାଞ୍ଚଲି ଲାଇଫ ଇନ ଏ ସ୍ଲୋରେ ଅଭିନୟ କରିଥିବା ଏହି ଅଭିନେତ୍ରୀ…