Odia News Portal

ଆଜି ଆପଣଙ୍କ ରାଶି କଣ କହୁଛି ଆସନ୍ତୁ ଜାଣିବା

ମେଷ ମୁଖଭାଗରେ ଶୁକ୍ର ଓ ଚନ୍ଦ୍ର ଥିବାରୁ ହସ, ଖୁସି, ମଜାମଉଜରେ ଦିନଟି ଅତିବାହିତ ହେବ । ଆର୍ଥିକ ସ୍ଥିତି ବହୁତ ଭଲ ରହିବା ସହ ଆପଣଙ୍କ ଜୀବନଯାତ୍ରା ଶୃଙ୍ଖଳିତ ରହିବ । ଆଲୋଚନା ଓ ସମାଲୋଚନା ଭିତରେ ସମାଧାନରେ ଶାନ୍ତି ଫେରିଆସିବ ା ନିଜ ଲୋକମାନଙ୍କ ଉପରେ ପୂର୍ଣ୍ଣ ଭରସା କରିପାରିବେ…

କୋଭିଡ ହସ୍ପିଟାଲ ପରିଦର୍ଶନ କଲେ ୫-ଟି ସଚିବ

ଭୁବନେଶ୍ୱର()  କିମ୍ସରରେ ନିର୍ମିତ ସ୍ୱତନ୍ତ୍ର କୋଭିଡ ହସ୍ପିଟାଲ ପରିଦର୍ଶନ କରିଛନ୍ତି 5-ଟି ସଚିବ ଭି.କାର୍ତ୍ତିକେୟନ ପାଣ୍ଡିଆନ୍ । ହସ୍ପିଟାଲ ନିର୍ମାଣର ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି ୫-ଟି ସଚିବ । ମୁଖ୍ୟଶାସନ ସଚିବ ଅସିତ ତ୍ରିପାଠୀ, ସ୍ୱାସ୍ଥ୍ୟ ସଚିବ ଏନ୍‌କେ ଧଳ, ଡିଏମ୍‌ଇଟି…

କ୍ଲୋରିନ ପାଣିରେ ସହରକୁ କରାଗଲା ସାନିଟାଇଜେସନ

ଯାଜପୁର ଟାଉନ :  ଯାଜପୁର ଜିଲ୍ଲାରେ କରୋନାର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜୋରଦାର ଉଦ୍ୟମ ଜାରି ରହିଛି । ଜିଲ୍ଲାର ବ୍ୟାସନଗର ଓ ଯାଜପୁର ଟାଉନ ସହରକୁ ସାନିଟାଇଜ କରିବା ପାଇଁ କ୍ଲୋରିନ ପାଣିରେ ପରିସ୍କାର କରାଯାଇଛି । ଅଗ୍ନିଶମ ବାହନି ପକ୍ଷରୁ ଉଭୟ ସହରକୁ ପରିସ୍କାର…

କାରୋନା ମୁକାବିଲା ପାଇଁ ଦାନ କଲେ ସବ୍ୟସାଚୀ

ବିଶ୍ଵ ମହାମାରୀ କାରୋନା ଏବେ ସାରା ଦେଶରେ ତାଣ୍ଡବ କରୁଛି। ବିଶ୍ଵବାସୀଙ୍କ ନିଦ ହଜାଇଛି ଏହି ଘାତକ କାରୋନା ଭାଇରସ। ଏହି ଜୀବନ ନାଶକ କାରୋନା ଭାରତରେ ମଧ୍ୟ ତାର କାୟା ବିସ୍ତାର କରିସାରିଛି। ସେଥିପାଇଁ ପୂରା ଦେଶକୁ ଲକଡାଉନ ଘୋଷଣା କରାଯାଇଛି। ଏହି ଭୟଙ୍କର ଭାଇରସରେ ଓଡ଼ିଶାର ୩ ଜଣ…

ସାମ୍ବାଦିକଙ୍କ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ସ୍ୱତନ୍ତ୍ର ବୀମା ବ୍ୟବସ୍ଥା କରିବା ଆବଶ୍ୟକ

ଭୁବନେଶ୍ୱର: ଓଡ଼ିଶା ସାମ୍ବାଦିକ ୟୁନିୟନ (ଓୟୁଜେ)। ସବୁବେଳେ ସାମ୍ବାଦିକଙ୍କ ସହ ନିଜର ହକ ପାଇଁ ଲଢେଇ କରିଆସିଛି ।ଆଜି ସାରା ଦେଶରେ କରୋନା ଭୟ। ଏହି ଘଡିସନ୍ଧି ମୁହୂର୍ତ୍ତରେ ସାମ୍ବାଦିକମାନେ କାମ କରୁଛନ୍ତି। ନିଜ ଜୀବନକୁ ବାଜି ଲଗେଇ କରୋନାର ଟିକ୍ ନିକ୍ ଖବର ଲୋକଙ୍କ ପାଖରେ…

ଖାତାବୁକରେ ଏମ୍ ଏସ୍ ଧୋନିଙ୍କ ନିବେଶ

ଭୁବନେଶ୍ୱର : ଛୋଟ ବ୍ୟବସାୟ ପାଇଁ ଆକାଉିଙ୍ଗ ପ୍ରଣାଳୀରେ ବିପ୍ଳବ ସୃଷ୍ଟି କରିଥିବା ଖାତାବୁକ ପକ୍ଷରୁ ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ସହିତ ଯୋଜନାପୂର୍ଣ୍ଣ ସହଯୋଗୀତାର ଘୋଷଣା କରାଯାଇଛି । ଏହି ବିଶ୍ୱ ବିଖ୍ୟାତ କ୍ରିକେଟ ଖେଳାଳୀ କେବଳ ଖାତାବୁକରେ ନିବେଶ…

ଏବେ ପଢ଼ନ୍ତୁ ମାଗଣା ଇ-ବୁକ ଜଗର୍‌ନଟ୍ ବୁକ୍ ମାଧ୍ୟମରେ

ଭୁବନେଶ୍ୱର: ଭାରତର ବୃହମ ଟେଲିକମ୍ ସଂସ୍ଥା ଭାରତୀ ଏୟାରଟେଲ ଏହାର ଇ-ବୁକ ପ୍ଲାଟଫର୍ମ ଜଗର୍‌ନଟ୍‌ରେ ହଜାରରୁ ଉର୍ଦ୍ଧ୍ୱ ପୁସ୍ତକ ଗ୍ରାହକଙ୍କୁ ମାଗଣାରେ ପଢ଼ିବା ପାଇଁ ଉପଲବ୍ଧ କରାଇଛି । ଯେହେତୁ କୋଭିଡ-୧୯ର ସଂକ୍ରମଣକୁ ରୋକିବା ଦିଗରେ ଭାରତ ସରକାରଙ୍କର ପ୍ରୟାସକୁ ସମର୍ଥର୍ନ କରି ପୁରା ଭାରତ…

୨୪ଘଣ୍ଟାର ତଥ୍ୟ ଦେଲେ ବାଗଚୀ, ୧୧୨ଜଣ ସଂସ୍ପର୍ଶରେ ତୃତୀୟ ଆକ୍ରାନ୍ତ ବ୍ୟକ୍ତି

ଭୁବନେଶ୍ୱର, () ପ୍ରତିଦିନ ପରି ଆଜି ମଧ୍ୟ କରୋନା ସମ୍ପର୍କିତ ୨୪ଘଣ୍ଟାର ଅପଡ଼େଟ ଦେଇଛନ୍ତି ଆଇଇସି ମୁଖ୍ୟ ସୁବ୍ରତ ବାଗଚୀ । ସେ କହିଛନ୍ତି ପ୍ରତି ପଞ୍ଚାୟତରେ ନିରାଶ୍ରୟ ଦୁଃସ୍ଥ ଲୋକଙ୍କୁ ରନ୍ଧାଖାଦ୍ୟ ଦିଆଯିବ । କରୋନା ମୁକାବିଲା ନେଇ ସରକାର ସବୁ ପ୍ରକାର ପ୍ରୟାସ କରୁଛନ୍ତି । ଓଡ଼ିଶାରେ…

ମହିଳା ମାଓବାଦୀଙ୍କ ଆତ୍ମସମର୍ପଣ

କୋରାପୁଟ: ମହିଳା ମାଓବାଦୀ ଆତ୍ମସମର୍ପଣ । ନାରାୟଣପାଟଣା ଏରିଆ କମିଟି ସଦସ୍ୟ ଦୁର୍ଦ୍ଦାନ୍ତ ମାଓବାଦୀ ସଙ୍ଗୀତା ଓରଫ ତୁଳସୀ ଉଲାକା ଆତ୍ମସମର୍ପଣ କରିଥିବା ଜଣାପଡିଛି । କୋରାପୁଟ ଏସପି ମୁକେଶ କୁମାର ଭାମୁଙ୍କ ନିକଟରେ ସେ ଆତ୍ମସମର୍ପଣ କରିଥିବା ନେଇ ସୂଚନା ମିଳିଛି । ତେବେ ଦୀର୍ଘ ଦିନ…

ହୋମ୍‌ କ୍ୱାରେଣ୍ଟାଇନରେ ଜଗତଗୁରୁୁ ଶଙ୍କରାଚାର୍ଯ୍ୟ

ପୁରୀ: ହୋମ୍‌ କ୍ୱାରେଣ୍ଟାଇନରେ ଜଗତଗୁରୁୁ ଶଙ୍କରାଚାର୍ଯ୍ୟ । କରୋନା ଭାଇରସ୍‌କୁ ନେଇ କେନ୍ଦ୍ର ଓ ରାଜ୍ୟ ସରକାର ଯେଉଁ ପଦକ୍ଷେପ ନେଇଛନ୍ତି ତାକୁ ପ୍ରଶଂସା କରିଛନ୍ତି ଶଙ୍କରାଚାର୍ଯ୍ୟ । କେବଳ ମଣିଷ ନୁହଁନ୍ତି ପଶୁପକ୍ଷୀ ମଧ୍ୟ ସଙ୍କଟରେ ରହିଥିବା କହିଛନ୍ତି । ଏଭଳି ସ୍ଥିତିରେ ବିଭୀଷିକା…