Odia News Portal

ପ୍ରତି ପଞ୍ଚାୟତରେ ୧୦୦ରୁ ୨୦୦ ଗରିବଙ୍କୁ ରନ୍ଧା ଖାଦ୍ୟ ଦେବାକୁ ଘୋଷଣା

ଭୁବନେଶ୍ୱର, () କରୋନା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ବଡ଼ ଘୋଷଣା କରିଛନ୍ତି । ପ୍ରତି ପଞ୍ଚାୟତରେ ୧୦୦ରୁ ୨୦୦ ଗରିବଙ୍କୁ ରନ୍ଧା ଖାଦ୍ୟ ଦେବାକୁ ଘୋଷଣା ହୋଇଛି । ଏସଏଚଜି ଦ୍ୱାରା ପ୍ରସ୍ତୁତ ରନ୍ଧା ଖାଦ୍ୟ ଲୋକେ ଘରକୁ ମଧ୍ୟ ନେଇ ପାରିବେ । ଏହାସହ ସହରାଞ୍ଚଳ ଉଠା ଦୋକାନିଙ୍କୁ…

ଦେଖନ୍ତୁ କରୋନା ଭାଇରସର ଅସଲି ଫଟୋ

ଭାରତ ସମେତ ସମଗ୍ର ବିଶ୍ୱ ବର୍ତ୍ତମାନ କରୋନା ପରି ମାରାତ୍ମକ ଜୀବାଣୁ ପ୍ରକୋପର ସମ୍ମୁଖୀନ ହୋଇଛି। ଭାରତରେ ଏହି ଭୂତାଣୁ ବର୍ତ୍ତମାନ ସୁଦ୍ଧା 19 ଜଣଙ୍କୁ ହତ୍ୟା କରିଛି ଏବଂ 800 ରୁ ଅଧିକ ଲୋକ ଏହା ଦ୍ୱାରା ପ୍ରଭାବିତ ହୋଇଛନ୍ତି। ବର୍ତ୍ତମାନ ପ୍ରଥମ ଥର ପାଇଁ ଭାରତୀୟ ବୈଜ୍ଞାନିକମାନେ ଏହି…

କରୋନା ପବନରେ ରହେ ଏତିକି ଘଣ୍ଟା, ଜାଣିଲେ ହୋସ ଉଡିଯିବ

କବାଟ ହ୍ୟାଣ୍ଡେଲ ,ମୋବାଇଲ୍ ଓ ଲ୍ୟାପଟପ୍ ବି କରୋନା ବାହକ,ବାହାରକୁ ଯାଇ ଆସିବା ପରେ ପୋଷାକ ଧୋଇବାକୁ ଭୁଲନ୍ତୁ ନାହିଁ । .କରୋନା ଭୂତାଣୁ ତମ୍ବା ବାସନରେ ରହେ ୪ ଘଣ୍ଟା .କାର୍ଡବୋର୍ଡରେ ରହେ ୨୪ ଘଣ୍ଟା .ପ୍ଳାଷ୍ଟିକରେ ରହେ ୭୨ ଘଣ୍ଟା .ଷ୍ଟିଲରେ ରହେ ୭୨ ଘଣ୍ଟା .ପବନରେ ରହେ ୩ ଘଣ୍ଟା…

ଜାଣନ୍ତୁ ଆଜିର ରେଟ୍ , ସୁନା-ରୁପା ମୂଲ୍ୟରେ ବଡ଼ ପରିବର୍ତ୍ତନ,

ନୂଆଦିଲ୍ଲୀ: କୋରୋନା ଭୂତାଣୁ ଯୋଗୁଁ ଅନ୍ତର୍ଜାତୀୟ ସ୍ତରରେ ମୂଲ୍ୟବାନ ଧାତୁର ମୂଲ୍ୟରେ କ୍ରମାଗତ ପରିବର୍ତ୍ତନ ଦେଖା ଦେଉଛି । ଯାହାର ପ୍ରଭାବ ଭାରତୀୟ ବଜାରରେ ମଧ୍ୟ ଦେଖିବାକୁ ମିଳୁଛି । ଆଜି ଅର୍ଥାତ ଶୁକ୍ରବାର ଭୁବନେଶ୍ୱର ବଜାରରେ ମୂଲ୍ୟବାନ ଧାତୁର ମୂଲ୍ୟରେ ବୃଦ୍ଧି ଦେଖାଦେଇଛି । ଆଜି…

ତିନି ମାସର ଦରମା ଦାନ କଲେ କନ୍ଧମାଳ ସାଂସଦ

ଭୁବନେଶ୍ୱର : କରୋନା ଭାଇରସ୍‌ ବିରୋଧୀ ଲଢ଼େଇରେ ଆଉ ଏକ ଭୂମିକା ନେଲେ କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତ । ଡ. ସାମନ୍ତ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ନିଜର ୩ ମାସର ଦରମା ଦାନ କରିଛନ୍ତି । କରୋନା ବିରୋଧରେ ଲଢ଼େଇ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ଵାନ କ୍ରମେ ଗତକାଲି…

ପ୍ରମାଣ ହେଲା କରୋନା ଭୂତାଣୁ ଉଷ୍ମ ଜଳବାୟୁରେ କମ୍‌ ବ୍ୟାପୁଛି

ନୂଆଦିଲ୍ଲୀ () କରୋନା ଭୂତାଣୁ ଉଷ୍ମ ଜଳବାୟୁରେ କମ୍‌ ବ୍ୟାପୁଛି ବୋଲି ଏକ ସଦ୍ୟ ରିପୋର୍ଟରେ ପ୍ରକାଶ ପାଇଛି । ପୂର୍ବରୁ ଯଦିଓ ବୈଜ୍ଞାନିକମାନେ ଏହାକୁ ଖଣ୍ଡନ କରିଥିଲେ, ଏବେ ଏକ ସଦ୍ୟ ଗବେଷଣାତ୍ମକ ରିପୋର୍ଟରେ କିନ୍ତୁ ଏହା ସ୍ପଷ୍ଟ କରାଯାଇଛି କି ଉଷ୍ମ ଜଳବାୟୁରେ କରୋନା ଭୂତାଣୁ ଅଧିକ…

କେନ୍ଦ୍ରାପଡା ପ୍ରଶାସନ ଅଭିନବ ଉପାୟ : ୨୫ ଟଙ୍କାରେ ଭାତ, ଡାଲମା ଆଉ ଖଟା !

କେନ୍ଦ୍ରାପଡା : ଫୋନ୍ କଲେ ଆପଣଙ୍କ ନିକଟରେ ପହଞ୍ଚାଇ ଦେବେ ଆମ ମିଶନ୍ ଶକ୍ତିର ସଦସ୍ୟା ମାନେ । ଡାଏଲ କରନ୍ତୁ ଆଉ ମନଭରି ସୂଦ୍ଧ ସାକାହାରୀ ମିଲ୍ ଖାଆନ୍ତୁ ।  କରୋନା ଲକଡାଉନରେ ସବୁ ଲକ୍ । ଦୋକାନ ବଜାରରେ ଖାଇବା ମିଳୁନି । ହୋଟେଲ ଉପରେ ନିର୍ଭର କରି ଚଳୁଥିବା ସରକାରୀ କର୍ମଚାରୀ ହୁଅନ୍ତୁ…

ଚୀନକୁ କାଟିଦେଲା ଆମେରିକା

ନୂଆଦିଲ୍ଲୀ () କରୋନା ଭୂତାଣୁର ଉତ୍ପତ୍ତିସ୍ଥଳ ଥିଲା ଚୀନ୍‌ । ଦେଶର ହୁବେଇ ପ୍ରଦେଶର ରାଜଧାନୀ ୱୁହାନ୍‌ରୁ ବ୍ୟାପିଥିଲା ଏହି ପ୍ରାଣଘାତୀ ଭୂତାଣୁ । ଏବେ ଏହା ୧୯୯ଟି ଦେଶକୁ ମାଡ଼ିଗଲାଣି । ଆମେରିକା, ଇଟାଲୀ ଓ ସ୍ପେନ ଭଳି ଦେଶକୁ ଏହା ସାଂଘାତିକ ଭାବେ ଗ୍ରାସ କରିଛି । ତେବେ ସବୁଠୁ…

ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ୮୮୭ ଛୁଇଁଥିବା ବେଳେ ୨୦ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ () ଭାରତରେ କରୋନା କାୟା ବିସ୍ତାର କରିବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ୮୮୭ ଛୁଇଁଥିବା ବେଳେ ୨୦ ଜଣଙ୍କ ମୃତ୍ୟୁ ହୋଇସାରିଲାଣି । ମୃତକଙ୍କ ମଧ୍ୟରେ ମହାରାଷ୍ଟ୍ରରେ ୪, କର୍ଣ୍ଣାଟକରେ ୨, ଗୁଜରାଟରେ ୩, ଦିଲ୍ଲୀ, ପଞ୍ଜାବ, ତାମିଲନାଡୁ, ମଧ୍ୟପ୍ରଦେଶ,…

୨୪ ଘଣ୍ଟାରେ ଏହି ଦେଶରୁ ୯୧୬ ଜଣଙ୍କ ମୃତ୍ୟୁ

ରୋମ: ଘାତକ କରୋନାଭାଇରସ ଯୋଗୁଁ ଇଟାଲୀରେ ୨୪ ଘଣ୍ଟାରେ ୯୧୬ ଜଣଙ୍କ ମୃତ୍ୟୁ ହୋଇଛି । ଏହା ସହିତ ଇଟାଲୀରେ ମୃତ୍ୟୁ ସଂଖ୍ୟା ୯୧୩୪କୁ ପହଞ୍ଚିଛି । ମାର୍ଚ୍ଚ ୨୧ରେ ଇଟାଲୀରେ ଦିନକରେ ହୋଇଥିବା ମୃତ୍ୟୁ ସଂଖ୍ୟା ୭୯୩କୁ ଇଟାଲୀ ନିଜେ ଟପି ଯାଇଛି । କରୋନାରେ ଇଟାଲୀରେ ଗୁରୁବାର ଦିନ ୭୧୨ଜଣଙ୍କ…