ଆଜି ଆପଣଙ୍କ ରାଶି କଣ କହୁଛି ଆସନ୍ତୁ ଜାଣିବା
ମେଷ
ଆଜି ଜନ୍ମଚନ୍ଦ୍ର ଯୋଗୁ ମନରେ ଅସ୍ଥିରତା ଲାଗିରହିବ। ଆଜି ଯାତ୍ରାକଲେ ବିବାଦ,ବିବାଦରେ ପରାଜୟ, ଗୃହାରମ୍ଭରେ ଦ୍ୱନ୍ଦ୍ୱର ସମ୍ମୁଖୀନ ହେବେ। କିନ୍ତୁ ଅର୍ଥସମ୍ପର୍କ, ବନ୍ଧୁଙ୍କ ମିତ୍ରତା, ପଡ଼ୋଶୀଙ୍କ ସୌହାର୍ଦ୍ଦ୍ୟ ଯୋଗୁ ମନ ଖୁସି ରହିବ । ଦେବାକୁ ପଡ଼ିବ ଆଶଙ୍କାରେ ନିକଟ…
