Odia News Portal

ଫାଶୀ ପଇସାରେ ଝିଅ ବାହାଘର କରିବି

ନୂଆଦିଲ୍ଲୀ() ନିର୍ଭୟା ମାମଲାରେ ଅଭିଯୁକ୍ତ ଚାରି ଅଭିଯୁକ୍ତଙ୍କୁ ଶୁକ୍ରବାର ସକାଳ 5:30 ରେ ଫାଶୀ ଦିଆଯାଇଥିଲା। ଫାଶୀ ଘରେ କାହାକୁ ରହିବାକୁ ଅନୁମତି ଦିଆଯାଇନଥାଏ । ଅପରାଧୀଙ୍କୁ ଫାଶୀ ଦେଇଥିବା ପୱନ ଜଲାଦ ଏକ ବିଶେଷ ବାର୍ତ୍ତାଳାପରେ କହିଛନ୍ତି ଯେ ମୁଁ ମୋର ଧର୍ମ ପାଳନ କରିଛି। ଏହା ଆମର…

ଆଜି ଆପଣଙ୍କ ରାଶି କଣ କହୁଛି ଆସନ୍ତୁ ଜାଣିବା

ମେଷ ଆପଣଙ୍କ ରାଶିରେ ଶୁକ୍ର ଅବସ୍ଥାନ କରି ଆଭ୍ୟନ୍ତରୀଣ ସୈାନ୍ଦର୍ଯ୍ୟ ପ୍ରତି ମନକୁ ପ୍ରଲୋଭିତ କରିବେ। ଫଳତଃ କଳାନୁରାଗୀ, ସାହିତ୍ୟରସିକତା ଭାବରେ ସମୟ ଅତିବାହିତ କରିବାର ସୁଯୋଗ ପାଇବେ। ମଙ୍ଗଳଙ୍କ କୁପ୍ରଭାବରୁ ବାରମ୍ବାର ଦେହ ଖରାପ ହେଉଥିବାର ଅନୁଭବ କରିପାରନ୍ତି। କାମଗୁଡିକ ଯଥା…

୩୧ ଯାଏ ସବୁ ଟ୍ରେନ ଚଳାଚଳ ବାତିଲ

ନୂଆଦିଲ୍ଲୀ : ଆସନ୍ତା ୩୧ ଯାଏ ସବୁ ଟ୍ରେନ ଚଳାଚଳ ବାତିଲ । ପ୍ରିମିୟମ ଟ୍ରେନ, ଏକ୍ସପ୍ରେସ,ମେଲ, ପାସେଞ୍ଜର୍‌ ଟ୍ରେନ ଚଳାଚଳକୁ ବାତିଲ କରାଯାଇଛି । ସେହିପରି ସବ ଅର୍ବାନ ଟ୍ରେନ, କୋଲକାତା ମେଟ୍ରୋ ରେଲୱେ, କୋଙ୍କଣ ରେଲୱେ ସେବା ମାର୍ଚ୍ଚ ୩୧ ତାରିଖ ବନ୍ଦ ରହିବ । କରୋନା ମୁକାବିଲା ନେଇ…

ରାଜଧାନୀର ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କଲେ ଡିସିପି

ଭୁବନେଶ୍ବର : କରୋନା ମହାମାରୀ ଆତଙ୍କକୁ ରୋକିବା ପାଇଁ ଆଜି ସାରା ଦେଶରେ ଜନତା କର୍ଫ୍ୟୁ ଜାରି ଅଛି। ଏଥି ପାଇଁ ଭୁବନେଶ୍ବରେ କମିଶନ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ରାଜଧାନୀରେ ଜନତା କର୍ଫ୍ୟୁ ସଫଳ କରିବା ପାଇଁ ଜନସାଧାରଣଙ୍କ ପକ୍ଷରୁ ସମର୍ଥନ କରିଛିନ୍ତି। ଏଥି ପାଇଁ…

୬ ବର୍ଷର ନାବାଳିକାକୁ ଦୁଷ୍କର୍ମ ଓ ହତ୍ୟା ସନ୍ଦେହ

କୋରାପୁଟ : ମାଛକୁଣ୍ଡ ଥାନା କଂଚନା ଗାଁରେ ଚାଞ୍ଚଲ୍ୟ। କାର ଭିତରେ ମୃତଦେହ । ପରିତ୍ୟକ୍ତ ଅବସ୍ଥାରେ ପଡିଥିବା କାର୍‌ ମଧ୍ୟରୁ ଜଣେ ନାବାଳିକାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଗତକାଲି ସନ୍ଧ୍ୟାରେ ନାବାଳିକା ଜଣକ ଘରର ବାହାରେ ଖେଳୁଥିବାବେଳେ ହତାଠ୍‌ ନିଖୋଜ ହୋଇଯାଇଥିଲେ। ଏନେଇ…

ଏହି ଭାରତର ପେସ୍‌ ବୋଲର୍‌ଙ୍କ ଫେସ୍‌ବୁକ୍‌ ହ୍ୟାକ୍‌ କରିଥିଲେ ତାଙ୍କ ପତ୍ନୀ, କାହିଁକି ଜାଣନ୍ତୁ

ମମ୍ବାଇ : ଭାରତର ପେସ୍‌ ବୋଲର୍‌ ଭୁବନେଶ୍ୱର କୁମାର । ଭୁବନେଶ୍ୱରଙ୍କ ଫେସ୍‌ବୁକ୍‌ ହ୍ୟାକ୍‌ ହୋଇଥିଲା । ତେବେ ତାଙ୍କ ଫେସ୍‌ବୁକ୍‌କୁ କିଏ ହ୍ୟାକ୍‌ କରିଥିଲେ ସେ କଥା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏହି କାମ କରିଥିଲେ ଭୁବନେଶ୍ୱରଙ୍କ ପତ୍ନୀ ନୂପୁର । ଆଉ କାରଣ ବି ଚମକାଇ ଦେଲା ଭଳି ।…

ଖାଦ୍ୟ ସୁରକ୍ଷା ଯୋଜନା : ଆଉ ୫ ଲକ୍ଷ ସାମିଲ

ଭୁବନେଶ୍ବର : ରାଜ୍ୟରେ କରୋନାର ମୁକାବିଲା କରିବା ନିମନ୍ତେ ସରକାର ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ଅଧିକ ୫ ଲକ୍ଷ ଗରିବ, ଦୁସ୍ଥ ଓ ବଞ୍ଚିତ ହିତାଧିକାରୀଙ୍କୁ ସାମିଲ କରି ଖାଦ୍ୟ ନିରାପତ୍ତା ଯୋଗାଇଦେବା ନିମନ୍ତେ ସ୍ଥିର କରିଛନ୍ତି । ଏହି ହିତାଧିକାରୀମାନେ ମାସିକ କିଲୋଗ୍ରାମ ପ୍ରତି ୧…

କ୍ୱାରେଣ୍ଟାଇନ୍‌କୁ ଗଲେ ଆଇପିଏସ୍‌ ସଞ୍ଜୀବ ପଣ୍ଡା

ରାଜ୍ୟର ଆଉ ଜଣେ ଜଣାଶୁଣା ବ୍ୟକ୍ତି କ୍ୱାରେଣ୍ଟାଇନ୍‌କୁ ଗଲେ । ଏକଥା ନିଜେ ଟୁଇଟ୍‌ କରି ଜଣାଇଲେ । ସେ ହେଉଛନ୍ତି ଆଇପିଏସ୍‌ ଅଫିସର୍‌ ତଥା ପରିବହନ କମିଶନର୍‌ ସଞ୍ଜୀବ ପଣ୍ଡା । ସେ ତାଙ୍କ ଟୁଇଟ୍‌ରେ କହିଛନ୍ତି ଯେ ତାଙ୍କ ଝିଅ ଆମେରିକାରୁ ଫେରିଛନ୍ତି । ତାଙ୍କୁ ଘରେ କ୍ୱାରେଣ୍ଟାଇନ୍‌ରେ…

ଦେଶରେ ୩ଶହ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ : ସମଗ୍ର ବିଶ୍ୱରେ କରୋନା ମହାମାରୀ ଆତଙ୍କ ସୃଷ୍ଟି କରିଥିଲା ବେଳେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୦୦ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଦେଶରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୩ ଶହ ୧୫ ଛୁଇଁଲାଣି । ପ୍ରତିଷେଧ ମୂଳକ ପଦକ୍ଷେପ ଭାବେ…

ଯୁବତୀଙ୍କ ନଗ୍ନ ଫଟୋକୁ ଭାଇରାଲ କରି ଯୁବକ ଗିରଫ

ଯାଜପରୁ : ପ୍ରଥମେ ଯୁବତୀଙ୍କ ସହ ପ୍ରେମ ସଂପର୍କ ପରେ ପ୍ରତାରଣା । ବିବାହ ପାଇଁ ଅରାଜି ହେବାରୁ ଯୁବତୀଙ୍କ ନଗ୍ନ ଫଟୋକୁ ଭାଇରାଲ କରି ଯୁବକ ଗିରଫ । ଏଭଳି ସଙ୍ଗୀନ ଅଭିଯୋଗ ଆସିଛି ଯାଜପରୁ ଜିଲ୍ଲା ଧର୍ମଶାଳା ଅଂଚଳରୁ । ଘଟଣାରେ ସଂପୃକ୍ତ ଯୁବକ କେନ୍ଦୁଝର ଜିଲ୍ଲା ଜଳେଶ୍ୱରପୁର ଗ୍ରାମର…