କୋଭିଡ-19 ହସପିଟାଲ ପାଇଁ ଅର୍ଥ ଯୋଗାଇବେ ନାଲକୋ ଓ ଏମସିଏଲ
ଭୁବନେଶ୍ବର() ଜାତୀୟ ଆଲୁମିନିୟମ କମ୍ପାନୀ (ନାଲକୋ) ଓ କୋଲ ଇଣ୍ଡିଆର ମହାନଦୀ କୋଲ ଫିଲଡ ଲିମିଟେଡ ଦ୍ଵାରା ଓଡିଶାରେ ନିର୍ମିତ ଦୁଇଟି ସ୍ୱତନ୍ତ୍ର ଉତ୍ସର୍ଗୀକୃତ କୋଭିଡ-19 ହସପିଟାଲ ପାଇଁ ସମସ୍ତ ଅର୍ଥ ଯୋଗାଇବେ । ଏହି ଦୁଇଟି ସମର୍ପିତ କରୋନା ହସପିଟାଲ ସୋମବାର ଭିଡିଓ କନଫରେସିଂ…
