Odia News Portal

ଭିଡିଓ କନଫରେନ୍ସ ଜରିଆରେ ସୁବିଧା ଅସୁବିଧା ନେଇ ବୁଲୁଙ୍କ ତଦାରଖ

ମାହାଙ୍ଗା() ସାରା ବିଶ୍ବରେ କରୋନା ନିଜ କାୟା ବିସ୍ତାର କରୁଥିବା ବେଳେ ରାଜ୍ୟରେ ବି ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏଭଳି ସ୍ଥିତିରେ ଆଜି ଏକାଦଶତମ ସମୀକ୍ଷାରେ ଭିଡିଓ କନଫରେନ୍ସ ମାଧ୍ୟମରେ ସମସ୍ତ ନେତୃବୃନ୍ଦଙ୍କ ସହ କଥା ହୋଇ ସରକାରୀ ସୁବିଧା ସୁଯୋଗ ଲୋକଙ୍କ…

କରୋନା ଚିକିତ୍ସା ବେଳେ ମୃତ୍ୟୁ ହେଲେ ୫୦ଲକ୍ଷ କ୍ଷତିପୂରଣ

ଭୁବନେଶ୍ୱର() ରାଜ୍ୟ ବାସୀଙ୍କ ପାଇଁ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭିଡ଼ିଓ ବାର୍ତ୍ତା । ସେ ସ୍ୱାସ୍ଥ୍ୟକର୍ମଚାରୀଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି । କରୋନା ମୁକାବିଲାରେ ନିୟୋଜିତ ହୋଇଥିବା ସମସ୍ତ ସରକାରୀ ଓ ଘେରୋଇ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଏହି ଘୋଷଣା କରାଯାଇଛି । କରୋନା ଚିକିତ୍ସା…

ପାଣିଠାରୁ ପେଟ୍ରୋଲ ଶସ୍ତା

ୱାଶିଂଟନ() ଆମେରିକାରେ ଅଶୋଧିତ ତେଲ ଦରରେ ଅହେତୁକ ହ୍ରାସ ପାଇଛି । ବ୍ୟାରେଲ ପିଛା ଦର ଗୋଟିଏ ଡଲାରରୁ କମ ମୂଲ୍ୟକୁ ଖସିଛି । କରୋନା ଯୋଗୁଁ ଚାହିଦା ଅତ୍ୟଧିକ କମିବାରୁ ପ୍ରଭାବ ପଡ଼ୁଛି । ତେଲ ବିକ୍ରି ହେଉନଥିବାରୁ ତେଲ ଗଚ୍ଛିତ ରହିଛି । ଅନ୍ୟପଟେ ମେ ପର୍ଯ୍ୟନ୍ତ ଚୁକ୍ତି କରିଥିବା ବ୍ୟବସାୟୀ…

ଭୁବନେଶ୍ୱରରେ ମିଡିଆ କର୍ମୀଙ୍କୁ କରୋନା

ଭୁବନେଶ୍ୱର() ଭୁବନେଶ୍ୱରରେ ସାମ୍ବାଦିକଙ୍କୁ କରୋନା । ଗତକାଲି ରାଜଧାନୀ ଭୁବନେଶ୍ୱରରେ ୧୪୭ ଜଣ ମିଡିଆ କର୍ମୀଙ୍କ ରାପିଡ ଟେଷ୍ଟ କରାଯାଇଥିଲା । ଯେଉଁଥିରୁ ଜଣେ ସମ୍ବାଦିକ ପଜେଟିଭ ଥିବା ସୂଚନା ମିଳିଛି । ତୁରନ୍ତ ତାଙ ସ୍ୱାବ ପରୀକ୍ଷା ପାଇଁ ପଠାଯାଇଛି । ଏହି ଖବର ଆସିବା ମାତ୍ରେ ଜୀବନକୁ…

୮ ଜିଲ୍ଲାରେ କାଳବୈଶାଖୀ

ଭୁବନେଶ୍ୱର()ଆଜି ଅପରାହ୍ନରେ ପାଗ ବଦଳିଯିବ। ରାଜ୍ୟର କିଛି ଜିଲ୍ଲାରେ କାଳବୈଶାଖୀ ତାର ତାଣ୍ଡବ ରଚାଇବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ଏହି ସମୟରେ ଘଣ୍ଟାପ୍ରତି ୫୦ କିମିରୁ ଅଧିକ ବେଗରେ ପବନ ହେବ ବୋଲି ପୂର୍ବାନୁମାନ କରାଯାଉଛି। କିଛି କିଛି ସ୍ଥାନରେ ପବନର ବେଗ…

୮ଟି ଜିଲ୍ଲାକୁ ‘ଅରେଞ୍ଜ’ ଓ୍ଵାର୍ଣ୍ଣିଂ, ଚାଷୀଙ୍କୁ ସତର୍କ ରହିବାକୁ ପରାମର୍ଶ

ଭୁବନେଶ୍ୱର :  ପୂର୍ବଦିନ ଗୁଡ଼ିକ ତୁଳନାରେ ରାଜ୍ୟରେ ତାପମାତ୍ରା ଟିକେ କମ୍‌ ଥିଲା । ତେବେ ଆଜି ପୁଣି କାଳବୈଶାଖୀର ଆଶଙ୍କା ରହିଛି । ସେଥିପାଇଁ ପାଣିପାଗ ବିଭାଗ ‘ଅରେଞ୍ଜ’ ଓ୍ଵାର୍ଣ୍ଣିଂ ଦେଇଛି । କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ୱର, ଯାଜପୁର, ଭଦ୍ରକ, କଟକ, କେନ୍ଦ୍ରାପଡ଼ା ଏବଂ ଢେଙ୍କାନାଳରେ…

ତକିଆ ପିନ୍ଧି ଫ୍ୟାନଙ୍କ ସାମ୍ନାକୁ ଆସିଲେ ନେହା କକ୍କର

ବଲିଉଡ ଅଭିନେତ୍ରୀ ନେହା କକ୍କର ଫ୍ୟାନମାନଙ୍କ ପାଇଁ କିଛି ନା କିଛି ନୂଆ କରିବାରେ ଲାଗିଥାନ୍ତି। ଏଥର ମଧ୍ୟ ସେ କିଛି ଅଲଗା କରି ଦେଖାଇଛନ୍ତି। ନେହା ଏକ ତକିଆ ପିନ୍ଧି ଫ୍ୟାନମାନଙ୍କ ସହ ଭିଡ଼ିଓ ସେୟାର କରିଛନ୍ତି। ତେବେ କଥାଟି ଟିକେ ଅଡ଼ୁଆ ଲାଗୁଥିଲେ ବି ଏହା ସତ। ନେହା କୌଣସି ଡିଜାଇନର…

ରାଜ୍ୟରେ ପୁଣି ୫ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ବର()ରାଜ୍ୟରେ ପୁଣି ୫ କରୋନା ପଜିଟିଭ ଚିହ୍ନଟ । ଆଜି ପୁଣି ଓଡିଶାରେ ଆଉ ୫ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଆଧିକାରୀକ ୱେବସାଇଟରେ ପ୍ରକାଶ ପାଇଛି । ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୯କୁ ବୃଦ୍ଧି…

ଆଜି ଆପଣଙ୍କ ରାଶି କଣ କହୁଛି ଆସନ୍ତୁ ଜାଣିବା

ମେଷ ଆଜିର ଚନ୍ଦ୍ର ବଳହୀନ ବାଣୀକାରକ ବୁଧ ଯୁକ୍ତ ହେତୁ ବନ୍ଧୁ ଓ ପରିବାର ସହ କଥାରେ କଥାରେ କଳହ ଘଟିପାରେ। କର୍ମକ୍ଷେତ୍ରରେ କୈାଣସି ଘଟଣାକୁ କେନ୍ଦ୍ରକରି କିଛି ସମସ୍ୟାର ସମ୍ମୁଖୀନ ହୋଇ ପାରନ୍ତି। ଶାରିରୀକ ସୁସ୍ଥତା ବନ୍ଧୁଙ୍କ ପରାମର୍ଶ ଏବଂ ପ୍ରତିଯୋଗିତାରେ ସଫଳତା ଯୋଗୁଁ ମନ ଖୁସି…

ପ୍ରବାସୀ ଓଡିଆଙ୍କୁ ବଦ୍ରି ପାତ୍ରଙ୍କ ପରାମର୍ଶ

ମହାମାରୀର ଏ' ବିପଜ୍ଜନକ କାଳରେ ବାହାର ରାଜ୍ୟରେ ଥିବା ଓଡିଆ ଶ୍ରମିକ ଭାଇ ମାନଙ୍କ ପାଇଁ ଆମର ମାନ୍ୟବର ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ସମୟୋଚିତ ପ୍ୟାକେଜ୍ ନିମନ୍ତେ ସମଗ୍ର ରାଜ୍ୟବାସୀଙ୍କ ସହ ମୁଁ ମଧ୍ୟ ତାଙ୍କ ନିକଟରେ କୃତଜ୍ଞ । ଅନ୍ୟାନ୍ୟ ପ୍ରଦେଶରେ କାମ କରୁଥିବା ମୋ' ଅଞ୍ଚଳ ତଥା…