Odia News Portal

ଓଡିଶା ପାଇଁ ୧୧୦୨.୮୧ କୋଟି ବ୍ୟୟବରାଦ

କୋଭିଡ-୧୯ ମହାମାରୀ କାରଣରୁ ଦେଶବ୍ୟାପୀ ଜାରି ହୋଇଥିବା ଲକଡାଉନ ସମୟରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅନ୍ତର୍ଗତ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାର ହିତାଧିକାରୀଙ୍କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ମାଗଣାରେ ଗ୍ୟାସ ସିଲିଣ୍ଡର ରିଫିଲ ଯୋଗାଇ ଦିଆଯାଉଛି । ଏହି ଯୋଜନାରେ…

ସୁରଟରେ ଅସହାୟ ଓଡିଆ ଶ୍ରମିକଙ୍କୁ ଧର୍ମେନ୍ଦ୍ରଙ୍କ ସହଯୋଗ

ସୁରଟ () ଗୁଜୁରାଟରେ ଲକଡାଉନ ଯୋଗୁ ଫସିରହିଥିବା ଓଡିଆ ଶ୍ରମିକଙ୍କୁ ସହାୟତା ପରେ ସେମାନେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏନେଇ ରାଜ୍ୟ ବାହାରେ ଫସିରହିଥିବା ଶ୍ରମିକମାନେ ସୋସିଆଲ ମିଡିଆ ଜରିଆରେ ଧନ୍ୟବାଦ ଜଣାଇଛନ୍ତି । ସୂଚନା ଅନୁସାରେ , ତାଲାବନ୍ଦ…

ସହଯୋଗର ହାତ ବଢାଇଲା ରେଡ୍ ସ୍ବସ୍ତିକ୍

ଖରାରୁ ରକ୍ଷା ପାଇଁ ପୋଲିସ୍ କର୍ମଚାରୀଙ୍କୁ ଛତା,ଡାକ କର୍ମଚାରୀଙ୍କୁ ମାସ୍କ ଓ ଅସହାୟଙ୍କୁ ବାଣ୍ଟୁଛନ୍ତି ଖାଦ୍ୟସାମଗ୍ରୀ ଭୂବନେଶ୍ବର : ଦେଶର ଅଗ୍ରଣୀ ସମାଜସେବା ଅନୁଷ୍ଠାନ ରେଡ୍ ସ୍ବସ୍ତିକ୍ ସୋସାଇଟି ବିଶ୍ବ, ଦେଶ ତଥା ରାଜ୍ୟର କରୋନା ପରି ଏକ ମହାମାରୀ ସ୍ଥିତିରେ ଅସହାୟ ଜନସାଧାରଣଙ୍କ…

ବାଲେଶ୍ୱରରେ ପୋଲିସ ଡିଜି ଅଭୟ

ବାଲେଶ୍ୱର : ବାଲେଶ୍ୱରରେ ପୋଲିସ ଡିଜି ଅଭୟ । ଓଡ଼ିଶା ସୀମାନ୍ତ ଲକ୍ଷ୍ମଣନାଥ ଗେଟକୁ ଆସି ସ୍ଥିତି ଅନୁଧ୍ୟାନ କରିଛନ୍ତି । ତନଖି ଫାଟକରେ ଯାଞ୍ଚକୁ କଡ଼ାକଡ଼ି କରିବା ନେଇ ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀଙ୍କ ଆଲୋଚନା କରିଛନ୍ତି ଡିଜିପି ଅଭୟ । ଲକଡାଉନ…

ଡାଲମିଆ ଓସିଏଲ୍ ଚାଲୁ କରିବା ଲାଗି ସରକାରଙ୍କ ଅନୁମୋଦନ

ଭୁବନେଶ୍ୱର() ଭାରତ ଦ୍ରୁତ ଅଭିବୃଦ୍ଧିଶୀଳ ରିଫ୍ରାକ୍ଟରି କଂପାନି ତଥା ଡାଲମିଆ ଭାରତ ଗ୍ରୁପ୍‌ର ଏକ ଅଂଶ ଡାଲମିଆ ଓସିଏଲ୍ ଏହାର ସୁନ୍ଦରଗଡ଼ର ରାଜଗାଙ୍ଗପୁରରେ ଥିବା କାରଖାନାକୁ ପୁଣି ଥରେ ଚାଲୁ କରିବା ଲାଗି ଓଡ଼ିଶା ସରକାରଙ୍କ ଠାରୁ ଅନୁମୋଦନ ହାସଲ କରିଛି । କାରଖାନା ପୁନର୍ବାର ଚାଲୁ ହେବା…

ରାଜ୍ୟରେ ସୁସ୍ଥ ହେଲେ ଆଉ ୫ଜଣ କରୋନା ଆକ୍ରାନ୍ତ

ଭୁବନେଶ୍ୱର() ରାଜ୍ୟରେ ଆଉ ୫ଜଣ କରୋନା ରେ ଆକ୍ରାନ୍ତ ଥିବା ରୋଗୀ ସୁସ୍ଥ ହୋଇଛନ୍ତି । ପୂର୍ବରୁ ୨୪ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିଲେ । ଏହାସହ ରାଜ୍ୟରେ ବତ୍ତର୍ମାନ ୨୯ଜଣ ସୁସ୍ଥ ହୋଇଛନ୍ତିି । ଭୁବନେଶ୍ୱର, କଳାହାଣ୍ଡି, ସୁନ୍ଦରଗଡ଼, କେନ୍ଦ୍ରାପଡ଼ା ଓ ଢ଼େଙ୍କାନାଳରୁ ଜଣେ ଲେଖାଏଁ ଆକ୍ରାନ୍ତ…

ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ବର() ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ଏକ ଘରୋଇ ହସ୍ପିଟାଲରେ ରାଜ୍ୟର ୪୪ନମ୍ବର କରୋନାରେ ଆକ୍ରାନ୍ତ ଥିବା ରୋଗୀଙ୍କ ମୃତ୍ୟୁ ହୋଇଛି । ପଶ୍ଚିମବଙ୍ଗରୁ ଆସି ସେ ଭୁବନେଶ୍ୱରରେ ଚିକିତ୍ସିତ ହେଉଥିଲେ । ଚିକିତ୍ସା ପରେ ସେ ସମ୍ପୂର୍ଣ୍ଣ କରୋନା ମୁକ୍ତ…

ଏଣିକି ଅନଲାଇନରେ ମିଳିବ ପନିପରିବା

ଭୁବନେଶ୍ୱର() କରୋନା ମୁକାବିଲା ପାଇଁ ଏବେ ରାଜ୍ୟରେ ଜାରି ରହିଛି ଲକଡାଉନ । ଏହି ସମୟରେ ଯାନବାହାନ ଚଳାଚଳ ବନ୍ଦ ଓ ନିର୍ଦ୍ଧିଷ୍ଟ ସମୟ ସୀମା ପାଇଁ ହାଟ ପାଇଁ ଅନୁମତି ଦିଆଯାଇଥିବାରୁ ସବୁଠୁ କ୍ଷତିଗ୍ରସ୍ତ ହୋଇଛି ପନିବରିବା ଚାଷୀ । ଅଧିକାଂଶ ସ୍ଥାନରେ ଚାଷୀଙ୍କ କଷ୍ଟ ଉପାର୍ଜିତ ଫସଲ ବିଲରେ…

ଏବେ ଏକାସାଙ୍ଗରେ ୮ ଜଣକୁ କରିପାରିବେ ଭିଡିଓ କଲ୍‍

ହ୍ୱାଟସଆପ୍‍ ୟୁଜର୍ସଙ୍କ ପାଇଁ ଖୁସି ଖବର । ହ୍ୱାଟସ୍‍ଅପ୍‍ ୟୁଜରଙ୍କ ପାଇଁ ଏକ ଧମାକାଦାର ଫିଚର ଆଣିଛି । ଆଣ୍ଡ୍ରଏଡ ଏବଂ ଆଇଓଏସ୍‍ ୟୁଜର ଏବେ ଗ୍ରୁପରେ ଏକସାଙ୍ଗରେ ୮ ଜଣଙ୍କ ସହିତ ଭଏସ କିମ୍ବା ଭିଡିଓ କଲ କରିପାରିବେ । ଏହି ଫିଚର ଆସିବା ପୂର୍ବରୁ ହ୍ୱାଟସଆପ୍‍ରେ ଏକାସାଙ୍ଗରେ ମାତ୍ର ୪…

କୋବିଡ଼-୧୯ ମୁକାବିଲା ପାଇଁ ଭାଇଲିପୁର ପଞ୍ଚାୟତରେ ବିଶୋଧନ, ମାସ୍କ ଓ ଶୁଖିଲା ଖାଦ୍ୟ ବଣ୍ଟନ

ପୁରୀ : ମହାମାରୀ କରୋନା ବା (କୋବିଡ଼-୧୯) ମୁକାବିଲା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଲକଡାଉନ ଘୋଷଣା କରାଯାଇଛି। ଏଥି ସହିତ ଲୋକେ କି ପରି ମହାମାରୀ କରୋନା ବା (କୋବିଡ଼-୧୯) ମୁକାବିଲା କରିବେ ସେଥିପାଇଁ ମଧ୍ୟ୍ୟ ଗ୍ରାମ ଅଞ୍ଚଳରେ ପୋଷ୍ଟର ଓ ଡ଼ାକବାଜି ଦ୍ୱାରା ସଚେତନ କଲେ। ପୁରୀ…