ଅଭିନେତା ପ୍ରଭାସ ରହିଲେ କ୍ୱାରେଣ୍ଟାଇନ୍ରେ
ତେଲ୍ଗୁ ସୁପରଷ୍ଟାର ତଥା ବାହୁବଳୀ ଫିଲ୍ମର ଅଭିନେତା ପ୍ରଭାସ କ୍ୱାରେଣ୍ଟାଇନ୍ରେ ଥିବା ତାଙ୍କ ଇନ୍ଷ୍ଟାଗ୍ରାମରେ ଲେଖିଛନ୍ତି । ଏକ ଚଳଚ୍ଚିତ୍ର ସୁଟିଂ ପାଇଁ ସେ ବିଦେଶରେ ଥିଲେ । ଶନିବାର ଭାରତ ଫେରିବା ପରେ ନିଜକୁ କ୍ୱାରେଣ୍ଟାଇନ୍ରେ ରଖିବାକୁ ନିଷ୍ଵତି ନେଇଛନ୍ତି ।
କରୋନା ସଂକ୍ରମଣର…
