ଲାଞ୍ଚ ନେଇ ଗିରଫ ହେଲେ ଶ୍ରମ ଇନିସ୍ପେକ୍ଟର
ଭବାନୀପାଟଣା : କଳାହାଣ୍ଡି_୩୦ ହଜାର ଟଙ୍କା ଲାଂଚ ନେବାବେଳେ ଗ୍ରାମାଞ୍ଚଳ ଶ୍ରମ ଇନିସପେକ୍ଟର ଜୟନ୍ତ ପଣ୍ଡା ଭିଜିଲାନ୍ସ ଟିମ ଦ୍ଵାରା ଟଙ୍କା ସହ ଧରାପଡିଛନ୍ତି। ଶ୍ରମିକ ଲାଇସେନ୍ସ ନବୀକରଣ ପାଇଁ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ରେ ଲାଂଚ ନେବାବେଳେ ଭିଜିଲାନ୍ସ ଟିମ ଦ୍ଵାରା ଗିରଫ।
କଳାହାଣ୍ଡି…
