ଫୁଟବଲର୍ ମେସି ଲୋକଙ୍କୁ କଲେ କରୋନା ସଚେତନ
ଆର୍ଜେଣ୍ଟିନାର ଫୁଟବଲର୍ ଲିୟୋନଲ୍ ମେସି ଲୋକଙ୍କ ମଧ୍ୟରେ କରୋନା ଭୟ ଦୂର କରିବା ପାଇଁ ଇନ୍ଷ୍ଟାଗ୍ରାମରେ ଏକ ଫଟୋ ପୋଷ୍ଟ କରିଛନ୍ତି। ସେ ଲୋକଙ୍କୁ ଅପିଲ କରି କହିଛନ୍ତି, ‘ଏହା ଦାୟିତ୍ୱ ତୁଲାଇବା ଏବଂ ଘରେ ରହିବାର ସମୟ। ଆମ ପାଇଁ ସ୍ୱାସ୍ଥ୍ୟ ହିଁ ପ୍ରାଥମିକତା ହେବା ଉଚିତ। ଏହା ପରିବାର…
