Odia News Portal

ୟେସ୍‍ ବ୍ୟାଙ୍କ୍‍ ତାୱାରେ ରାଜନୀତିର ରୁଟି ସେକୁଛନ୍ତି ବିରୋଧି

ଭୁବନେଶ୍ୱର : କରୋନା ମହାମାରୀରୁ ମୁକ୍ତି ପାଇଁ ଓଡିଶା ସରକାର ଯୁଦ୍ଧକାଳୀନ ଭିତ୍ତିରେ ପଦକ୍ଷେପ ଗ୍ରହଣ କରୁଥିବାବେଳେ ବିରୋଧିଦଳ ଗୁଡିକ କିନ୍ତୁ ୟେସ ବ୍ୟାଙ୍କ୍‍ ତାୱାରେ ରାଜନୀତିର ରୁଟି ସେକିବାରେ ବ୍ୟସ୍ତ । କେନ୍ଦ୍ର ସରକାର, ଭାରତୀୟ ରିଜର୍ଭ ବ୍ୟାଙ୍କ୍‍, କେନ୍ଦ୍ର ଅର୍ଥମବୀଙ୍କ…

ଆଜି ଆପଣଙ୍କ ରାଶି କଣ କହୁଛି ଆସନ୍ତୁ ଜାଣିବା

ମେଷ ପାପଯୁକ୍ତ ମଙ୍ଗଳ ହେତୁ ପାରିବେଶିକ କୁପ୍ରଭାବ, ମାନସିକ ଶାନ୍ତି ଓ ଶାରୀରିକ ସୁସ୍ଥତା ପାଇଁ ଅନୁକୂଳ ହେବନାହିଁ । ଆର୍ଥିକ ଅଭିବୃଦ୍ଧି, ବନ୍ଧୁମିଳନ ଓ ଯାତ୍ରାରୁ କେତେକାଂଶରେ ଖୁସି ରହିବେ। ପାରିବାରିକ, ପରିବହନ, ସାଧାରଣ ଆଲୋଚନା କ୍ଷେତ୍ରରେ ମାନସିକ ଦ୍ୱନ୍ଦ୍ୱ ଲାଗି…

 ପୁରୀରେ ପ୍ରଥମ କରୋନା ସନ୍ଦିଗ୍ଧ

ପୁରୀ : ବିଶ୍ୱରେ ଆତଙ୍କ ସୃଷ୍ଟି ହୋଇଥିବା କରୋନା ଭୂତାଣୁକୁ ନେଇ ରାଜ୍ୟ ସରକାର ମାର୍ଚ୍ଚ ୩୧ ପ୍ରଜନତା ସମସ୍ତ ସ୍କୁଲ, କଲେଜ, ପ୍ରଯ୍ୟଟନ କ୍ଷେତ୍ର ଓ ବିଧାନସଭା ବନ୍ଦ ରଖିଛନ୍ତି । ଶନିବାର ପୁରୀ ବୁଲିବାକୁ ଆସିଥିବା ଜଣେ ବିଦେଶୀ ନାବାଳିକାଙ୍କୁ କରୋନା ସନ୍ଦିଗ୍ଧଭାବେ ଜିଲ୍ଲା ମୁଖ୍ୟ…

ରାଜନୀତିରୁ ଦୀର୍ଘ ଦିନ ପରେ ସିଦ୍ଧୁ ଆରମ୍ଭ କଲେ ନୂଆ ଇଂନିସ

ନୂଆଦିଲ୍ଲୀ: ରାଜନୀତିରୁ ଦୀର୍ଘ ଦିନ ଧରି ଦୂରେଇ ରହିଥିବା ନବଜୋତ ସିଂ ସିଦ୍ଧୁ ଆରମ୍ଭ କରିଛନ୍ତି ନୂଆ ଇଂନିସ । ପୂର୍ବତନ କ୍ରିକେଟର ତଥା କଂଗ୍ରେସ ନେତା ସିଦ୍ଧୁ ସୋସିଆଲ ମିଡିଆରେ ଏକ ନୂଆ ଇଂନିସର ଆରମ୍ଭ କରିଛନ୍ତି । ସିଦ୍ଧୁ ନିଜର ୟୁଟ୍ୟୁବ୍ ଚ୍ୟାନେଲ୍ ଆରମ୍ଭ କରିଛନ୍ତି । ଦୀର୍ଘ ଦିନ ଧରି…

ଆତ୍ମା ଧୋଇଲେ ଦୂରେଇବ କରୋନା ଭାଇରସ୍ : ରାକ୍ଷୀ

ମୁମ୍ବାଇ : କରୋନା ଭାଇରସର ବିପଦ ଏବେ ବିଶ୍ୱବ୍ୟାପୀ ଚିନ୍ତାର କାରଣ ପାଲଟିଛି । ଅନେକ ଦେଶରେ ବ୍ୟାପିଥିବା ଏହି ଭୂତାଣୁର ସଠିକ୍ ଚିକିତ୍ସା ପାଇଁ ଏପର୍ଯ୍ୟନ୍ତ କୌଣସି ସମାଧାନ ମିଳିନାହିଁ । ଏହାକୁ ଏଡାଇବାକୁ ସମସ୍ତେ ପରାମର୍ଶ ଦେଉଛନ୍ତି। ଏମିତିକି ରାଜନେତାଠାରୁ ଆରମ୍ଭ କରି ସେଲିବ୍ରିଟି…

ରେକର୍ଡ ହ୍ରାସ ପାଇଲା ସୁନା ଓ ରୂପାଦର, ଆସନ୍ତୁ ଜାଣିବା

ନୂଆଦିଲ୍ଲୀ : ଗତ କିଛି ବର୍ଷ ମଧ୍ୟରେ ସୁନା ଓ ରୂପା ଦର ଯେତିକି ହ୍ରାସ ପାଇଛି । ଏହି ସପ୍ତାହ ମଧ୍ୟରେ ଏହାର ଦର ହ୍ରାସ ପାଇବାରେ ରେକର୍ଡ ହୋଇଛି । ସୁନା ଓ ରୂପା ଦରରେ ଲଗାତାର ହ୍ରାସ ପରିଲକ୍ଷିତ ହେଉଛି । ମଲ୍ଟି କମୋଡିଟି ଏକ୍ସଚେଞ୍ଜ ବା ଏମ୍‌ସିଏକ୍ସରେ ସୁନାଦର ପ୍ରତି ୧୦ ଗ୍ରାମ ୪.୨୫…

କୟାମତ ସେ କୟାମତ ତକ୍‌ର କିସ୍ଂ ସିନ୍‌କୁ ନେଇ ଚର୍ଚ୍ଚା

ମୁମ୍ୱାଇ :  ବଲିଉଡ୍‌ର ମିଷ୍ଟର ପରଫେକ୍ସନିଷ୍ଟ ଭାବରେ ପ୍ରସିଦ୍ଧ ଆମିର ଖାନଙ୍କ ଆଜି ଜନ୍ମଦିନ । ଆମିର ଆଜି ନିଜର ୫୫ତମ ଜନ୍ମଦିନ ପାଳନ କରୁଛନ୍ତି । ଆମିର ଖାନ ଦେଶର ଲୋକପ୍ରିୟ ଷ୍ଟାର ମାନଙ୍କ ମଧ୍ୟରୁ ଜଣେ ।  ସାରା ବିଶ୍ୱରେ ତାଙ୍କର ବହୁତ ପ୍ରଶଂସକ ଅଛନ୍ତି । ଆମିର ଖାନଙ୍କ ପୁରା ନାମ…

କରୋନା ଭାଇରସରେ ଆଉ ଜଣେ ମୃତ୍ୟୁ : ଭାରତର ସଂଖ୍ୟା ତିନି

ସାଉଦି ଆରବରୁ ନିକଟରେ ଫେରିଥିବା ୭୧ ବର୍ଷୀୟ କରୋନା ସନ୍ଦିଗ୍ଧଙ୍କର ମହାରାଷ୍ଟ୍ରର ବୁଲଢାଣ ଜିଲ୍ଲାରେ ଆଜି ମଧ୍ୟାହ୍ନରେ ମୃତ୍ୟୁ ଘଟିଛି । ଡାକ୍ତରଙ୍କ କହିବା ଅନୁଯାୟୀ ମୃତକ ଜଣକ ମଧୁମେହ ଓ ଉଚ୍ଚ ରକ୍ତଚାପ ରୋଗୀ ଥିଲେ । କିଛିଦିନ ତଳେ ତାଙ୍କୁ ଏକ ପ୍ରାଇଭେଟ ହସ୍ପିଟାଲରେ ଭର୍ତ୍ତି…

ଜିଓ ଆଣୁଛି ବଡ ଧମାକା ! କଣ ଆସନ୍ତୁ ଜାଣିବା

ଜିଓ ପକ୍ଷରୁ ୨୦୧୭ରେ ପ୍ରଥମ ୪ଜି ନେଟଓ୍ଵାର୍କ ସପୋର୍ଟ ଫୋନ ଲଞ୍ଚ କରି ସମଗ୍ର ବିଶ୍ୱକୁ ଚକିତ କରିଦେଇଥିଲା। ଏହିJio phone ର ସଫଳତା ପରେ ପୁଣି ରିଲାଏନ୍ସ jio phone lite ଲଞ୍ଚ କରିବାକୁ ଯାଉଛି। ଏହାକୁ ନେଇ ଜିଓ ପ୍ରସ୍ତୁତି ଚଳାଉଛି। ଯାହାର ମୂଲ୍ୟ ୩୯୯ ଟଙ୍କା ହୋଇପାରେ ବୋଲି ଖବର…

ଚିକେନ୍ ,ଅଣ୍ଡା ଖାଇଲେ ବ୍ୟାପୁନି କରୋନା

ଭୁବନେଶ୍ୱର() ଚିକେନ୍ ଓ ଅଣ୍ଡା ଖାଇବା ଦ୍ୱାରା କରୋନା ବ୍ୟାପୁନି ବୋଲି କୃଷିମନ୍ତ୍ରୀ ଅରୁଣ ସାହୁ ଆଜି ସୂଚନା ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି, କୁକୁଡ଼ା ଖାଇବା ଦ୍ୱାରା କରୋନା ଭୂତାଣୁ ବ୍ୟାପୁନି । ଗୁଜବକାରୀ କେବଳ ଗୁଜବ ସୃଷ୍ଟି କରୁଛନ୍ତି । ଫଳରେ ଅକାରଣରେ କୁକୁଡ଼ା ଚାଷୀ କ୍ଷତି…