ଲକ୍ଡାଉନ୍ ରେ ସବୁ ବନ୍ଦ ସତ୍ତ୍ୱେ ମଦ ବେପାରୀ ସକ୍ରିୟ
ଭୁବନେଶ୍ୱର : କରୋନା କଟକଣା ଯୋଗୁଁ ମାସେରୁ ଅଧିକ ସମୟ ହେଲା ସରକାରୀ ଲାଇସେନ୍ସପ୍ରାପ୍ତ ମଦ ଦୋକାନ ବନ୍ଦ । ମଦ ପିଉଥିବା ଲୋକ କରୋନାରେ ଆଗ ମରିବ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିବାପରେ ସରକାର ମଦ ଦୋକାନଖୋଲିବାକୁ କେହି ସାହସ କରିପାରୁ ନାହାନ୍ତି । ତେବେ ଏଭଳି ସ୍ଥିତିରେ ଏତେ ମଦ…
