Odia News Portal

କେବଳ ଏହି ଉପଭୋକ୍ତାଙ୍କୁ ଫୋନ କଲେ ଶୁଣିବାକୁ ମିଳିବ କରୋନା ସଚେତନତା କଲର ଟ୍ୟୁନ

ନୂଆଦିଲ୍ଲୀ() ବିଶ୍ୱ ବ୍ୟାପୀ ଏକ ଲକ୍ଷରୁ ଅଧିକ ଲୋକଙ୍କୁ କରୋନାଭାଇରସ୍ ରୋଗ ହୋଇଥିବା ଜଣାଯାଇଛି ଏବଂ ଏହି ଜୀବାଣୁ ଯୋଗୁଁ ୩୦୦୦ ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ଭାରତରେ ମଧ୍ୟ ଏହା କ୍ରମାଗତ ଭାବେ ବୃଦ୍ଧି ପାଉଛି। ଏହି ସଂଖ୍ୟା ବର୍ତ୍ତମାନ ୭୩ ରେ ପହଞ୍ଚିଛି। ଏହି ବିଶ୍ୱ ସଙ୍କଟର…

ବିକାଶ ହେବ ନେମାଳୋ ପୀଠ

ଭୁବନେଶ୍ୱର() କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ମହାପୁରୁଷ ଅଚ୍ୟୁତାନନ୍ଦ ଦାସଙ୍କ ପୀଠସ୍ଥଳୀ ତଥା ପ୍ରସିଦ୍ଧ ନେମାଳୋ ପୀଠର ବିକାଶ କରାଯିବ। ଏନେଇ ଆଜି ପଞ୍ଚାୟତିରାଜ, ପାନୀୟଜଳ, ଆଇନ, ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ…

ମୁଖ୍ୟ ରହିବି କିନ୍ତୁ ମୁଖ୍ୟମନ୍ତ୍ରୀ ହେବି ନାହିଁ

ଚେନ୍ନାଇ() ରାଜନୀତିରେ ସୁପରଷ୍ଟାର ରଜନୀକାନ୍ତ । ସେ ଏକ ଦଳ ଗଠନ କରିବେ ଯେଉଁଥିରେ ସରକାର ଓ ଦଳ ପୃଥକ ଭାବେ କାର୍ୟ୍ୟ କରିବେ ବୋଲି କହିଛନ୍ତି। ଅର୍ଥାତ ସେ ଦଳର ମୁଖ୍ୟ ରହିବେ କିନ୍ତୁ ମୁଖ୍ୟମନ୍ତ୍ରୀ ହେବେ ନାହିଁ। ଯେଉଁ ନେତା ଦଳର ସଭାପତି ହେବ ସେ ମୁଖ୍ୟମନ୍ତ୍ରୀ ହେହ ନାହିଁ ବୋଲି…

୩୧ ବର୍ଷ ପୂରଣ କଲା WWW, ଜାଣନ୍ତୁ କିଏ ଏବଂ କେଉଁଠି ଏହାକୁ ସ୍ଥାପନ କରିଥିଲେ …

ଓ୍ବାଶିଂଟନ () ଡବ୍ଲ୍ୟୁ-ଡବ୍ଲ୍ୟୁ-ଡବ୍ଲ୍ୟୁ(ଓ୍ବାଲର୍ଡ ଓ୍ବାଇଡ୍ ଓ୍ବେବ୍)କୁ ଗୁରୁବାର ୩୧ ବର୍ଷ ପୂରଣ ହୋଇଛି। ୧୯୮୯ ମାର୍ଚ୍ଚ ୧୨ରେ ଏହାର ସ୍ଥାପିତ ହୋଇଥିଲା। ଏଭଳି ଓ୍ବେବସାଇଟ୍ ସହିତ ସର୍ଚ୍ଚ ଇଞ୍ଜିନ୍ ଗୁଗୁଲ୍ ମିଳିତ ଭାବେ କାର୍ୟ୍ୟ କରି ବେଶ୍ ସଫଳତା ହାସଲ କରିପାରିଛି। ଇଣ୍ଟରନେଟ୍ ଅନେକ…

ଛାତ୍ରଛାତ୍ରୀଙ୍କୁ ପେପର ସୋପ୍ ବାଂଟିଲେ ମନ୍ତ୍ରୀ

ଭୁବନେଶ୍ୱର() କରୋନା ଭାଇରସକୁ ନେଇ ସାରା ବିଶ୍ୱରେ ଖେଳିଯାଇଛି ଭୟର ବାତାବରଣ । ତେବେ ଓଡିଶାରେ କରୋନାକୁ ସେଭଳି କୌଣସି ମାମଲା ଏପର୍ୟ୍ୟନ୍ତ ସାମ୍ନାକୁ ଆସିନଥିଲେ ମଧ୍ୟ ସରକାରଙ୍କ ପକ୍ଷରୁ ତତ୍ପରତା ଦେଖିବାକୁ ମିଳିଛି । କରୋନା ସମ୍ପର୍କରେ ସଚେତନ କରିବାକୁ ମନ୍ତ୍ରୀ ବୁଲିଲେ ସ୍କୁଲ ।…

ଟଙ୍କା ରଖିବା ସମ୍ପର୍କରେ ମନ୍ଦିର ପରିଚାଳନା କମିଟି ନିଷ୍ପତ୍ତି ନିଏ, ରାଜ୍ୟ ସରକାର ନୁହେଁ

ଭୁବନେଶ୍ୱର() ୟେସ୍ ବ୍ୟାଙ୍କରେ ମହାପ୍ରଭୁ ଜଗନ୍ନାଥଙ୍କ ୫୪୫ କୋଟି ଟଙ୍କା ଜମା ପ୍ରସଙ୍ଗକୁ ନେଇ ବିଧାନସଭାରେ ବିବୃତି ରଖିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜରୀ । ସେ କହିଛନ୍ତି ଟଙ୍କା ରଖିବା ସମ୍ପର୍କରେ ମନ୍ଦିର ପରିଚାଳନା କମିଟି ନିଷ୍ପତ୍ତି ନିଏ । ଏଥିରେ ରାଜ୍ୟ ସରକାର ହସ୍ତକ୍ଷେପ…

ବିଶ୍ୱମହାମାରୀ କରୋନା

ନୂଆଦିଲ୍ଲୀ()  କରୋନାକୁ ବିଶ୍ୱ ମହାମାରୀ ଘୋଷଣା କଲା ଡବ୍ଲୁଏଚଓ ବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । କରୋନା ଭାଇରସ ବିଶ୍ୱର ୧୦୪ରୁ ଅଧିକ ଦେଶକୁ ବ୍ୟାପିସାରିଛି । ଏବେ ବିଶ୍ୱବ୍ୟାପି ୪୬୨୭ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇସାରିଥିବା ବେଳେ ୧ ଲକ୍ଷ ୨୬ ହଜାର୧୪୧ ଜଣ ଲୋକ ସଂକ୍ରମଣର ଶିକାର…

ଏହି ଅଭିନେତ୍ରୀଙ୍କ ହାତ ଧରିଲେ ସୁକିନ୍ଦା ବିଧାୟକ

ଭୁବନେଶ୍ୱର()  ଅଭିନେତ୍ରୀ ଝିଲିକଙ୍କୁ ବିବାହ କଲେ ପ୍ରୀତିରଞ୍ଜନ ଘଡେଇ । ଗତକାଲି ହୋଟେଲ ସ୍ୱସ୍ତି ଚିଲିକାରେ ନିକଟତମ ସଂପର୍କୀୟଙ୍କ ଗହଣରେ ବିବାହ ସମ୍ପନ୍ନ ହୋଇଛି । ଏନେଇ ସୂଚନା ଦେଇଛନ୍ତି ପ୍ରୀତିରଂଜନଙ୍କ ବାପା ପ୍ରଫୁଲ୍ଲ ଘଡାଇ । ତେବେ ଏ ବିବାହ ଅତି ଗୋପନୀୟ ଭାବରେ ହୋଇଥିବାରୁ…

ମୁଣ୍ଡପିଛା ଆୟରେ କେନ୍ଦୁଝର ପ୍ରଥମ

ଭୁବନେଶ୍ୱର() ରାଜ୍ୟରେ ମୁଣ୍ଡପିଛା ଆୟ କ୍ଷେତ୍ରରେ କେନ୍ଦୁଝର ଜିଲ୍ଲା ଆଗରେ ରହିଛି । କୃଷି, ଶିଳ୍ପ, ସେବା ଓ ଆନୁଷଙ୍ଗିକ ସୁବିଧା କ୍ଷେତ୍ରରେ କେନ୍ଦୁଝର ୧ ନମ୍ବର । ୨୦୦୪-୦୫ ଆର୍ଥିକ ବର୍ଷ ଆଧାରରେ କେନ୍ଦୁଝର ଆଗରେ ରହିଛି ବୋଲି ଆଜି ବିଧାନସଭାରେ ଯୋଜନା ଓ ସଂଯୋଜନା ମନ୍ତ୍ରୀ ପଦ୍ମନାଭ…

୧୨ ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର()  ମରାଠାଠାରୁ ଦକ୍ଷିଣ ତାମିଲନାଡୁ ଯାଏଁ ଏକ ଟ୍ରପ୍ ଲାଇନ୍ ସୃଷ୍ଟି ହୋଇଛି । ଟ୍ରପ୍ ଲାଇନ୍ ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ପରିସ୍ଥିତିକୁ ଦୃଷ୍ଟିରେ ରଖି ୧୨ଟି…