Odia News Portal

ଗ୍ୟାସ ଟ୍ୟାଙ୍କର ସହ ହାଇୱା ମୁହାଁମୁହିଁ ଧକ୍କା

ଭୁବନେଶ୍ବର : ଆଜି ଭୋର ସମୟରେ ୧୬ ନଂ ଜାତୀୟ ରାଜପଥର ଚାନ୍ଦପୁର ଥାନା ଅନ୍ତର୍ଗତ ଚମ୍ପାଗଡ ନିକଟରେ ଭୁବନେଶ୍ୱର ପଟୁ ଗ୍ୟାସ ଟ୍ୟାଙ୍କର ଆସୁଥିବାବେଳେ ବିପରୀତ ଦିଗ ବ୍ରହ୍ମପୁର ଆସୁଥିବା ଏକ ଦ୍ରୁତଗାମୀ ହାଇୱା ଟ୍ରକ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଏଥିରେ ଉଭୟ ଗାଡି ଚାଳକ ଗୁରୁତର…

ରାଜ୍ୟ ସରକାରଙ୍କ ନିଷ୍ପତି ନ ଆସିବା ଯାଏ ବନ୍ଦ ରହିବ ଦୋକାନ

ଭୁବନେଶ୍ବର()  ଆଜିଠାରୁ ଦେଶରେ ସର୍ତ୍ତମୂଳକ ଭାବେ ସମସ୍ତ ଦୋକାନ ଖୋଲିବାକୁ ନିର୍ଦ୍ଦେଶ ଦେଇଛି ସ୍ୱରାଷ୍ଟ୍ର ମନ୍ତ୍ରାଳୟ । ଗତକାଲି ଏନେଇ ବିଜ୍ଞପ୍ତି ଜାରି କରିବା ପରେ ଓଡିଶାରେ ଦୋକାନ ବଜାର ଖୋଲିବା ନେଇ ବର୍ତ୍ତମାନ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି । କାରଣ ଦେଶବ୍ୟାପୀ ତାଲାବନ୍ଦ କଟକଣା ଜାରି…

ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ସ୍ୱାଗତ

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ହେବ ନା ନାହିଁ, ତାକୁ ନେଇ ଚର୍ଚ୍ଚା ଭିତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଟ୍ୱିଟ୍ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନୀତିକାନ୍ତି ଓ ମହାନ ପରମ୍ପରାକୁ ରକ୍ଷା କରିବା ସହ କରୋନା ମହାମାରୀର ସଠିକ ମୁକାବିଲା ପାଇଁ ଜଗତଗୁରୁ…

ଭଦ୍ରକରେ ଆଉ ୫ଟି ପଞ୍ଚାୟତକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା

ଭଦ୍ରକ : ଭଦ୍ରକ ଜିଲ୍ଲାରେ କ୍ରମାଗତ ଭାବେ କରୋନା ପଜିଟିଭଙ୍କ ସଂଖ୍ୟା ବଢି ଚାଲିଥିବାରୁ ଜିଲ୍ଲାବାସୀଙ୍କ ଚିନ୍ତା ବଢିଛି । ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ଆଉ ୫ଟି ପଞ୍ଚାୟତକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି । ଧାମନଗର ଓ ତିହିଡ଼ି ବ୍ଲକର ୫ଟି ପଞ୍ଚାୟତ କଣ୍ଟେନମେଣ୍ଟ ଜୋନ ଘୋଷଣା…

ମାତ୍ର ୬ ଦିନରେ କରୋନାକୁ ହରାଇଲା ୯ ମାସର ଶିଶୁ

ସାରା ଦୁନିଆକୁ ନିଜ ଅକ୍ତିଆରରେ କରିଛି କରୋନା। ଦିନକୁ ଦିନ ଏହି କିଲର ଭାଇରସ ତାର କାୟା ବିସ୍ତାର କରିଚାଲିଛି। କିନ୍ତୁ ଡେରାଡୁନର ରାଜକୀୟ ଟୁନ ମେଡିକାଲରେ ଭର୍ତ୍ତି ହୋଇଥିବା ଜଣେ ୯ ମାସର ଶିଶୁ ମାତ୍ର ୬ ଦିନରେ ହିଁ କରୋନାକୁ ମାତ ଦେବାରେ ସକ୍ଷମ ହୋଇଛି। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ…

ଭାରତରେ ମୃତ୍ୟୁସଂଖ୍ୟା ୭୭୫କୁ ବୃଦ୍ଧି

ଭୁବନେଶ୍ୱର () ଦେଶରେ କୋରୋନା ମୃତ୍ୟୁସଂଖ୍ୟା ୭୭୫କୁ ବୃଦ୍ଧି । ଆକ୍ରାନ୍ତଙ୍କ ସଂଖ୍ୟା ୨୪ ହଜାର ୫୦୬କୁ ବୃଦ୍ଧି, ୫ ହଜାର ୬୨ ସୁସ୍ଥ । ୧୮ ହଜାର ୬୬୮ ଜଣ କୋରୋନା ଆକ୍ରାନ୍ତ ଚିକିତ୍ସାଧୀନ । ମହାରାଷ୍ଟ୍ରରେ ସର୍ବାଧିକ ୬ ହଜାର ୮୧୭ ଆକ୍ରାନ୍ତ, ୩୦୧ ମୃତ ଗୁଜରାଟରେ ୧୨୭, ମଧ୍ୟ ପ୍ରଦେଶରେ ୯୨,…

ଉଠା ଦୋକାନୀଙ୍କ ପାଇଁ ୧୯ କୋଟି ଟଙ୍କା ମଞ୍ଜୁର କଲେ ରାଜ୍ୟ ସରକାର

ଭୁବନେଶ୍ୱର : ଏପ୍ରିଲ ୨୫ – କୋଭିଡ୍-୧୯ର ଲକ୍ ଡାଉନ୍ ସମୟରେ ସହରାଞ୍ଚଳ ଉଠା ଦୋକାନୀମାନଙ୍କ ଜୀବିକା ପ୍ରଭାବିତ ହୋଇଥିବା ପରିପ୍ରେକ୍ଷୀରେ ସେମାନଙ୍କୁ ସ୍ୱତନ୍ତ୍ର ଆର୍ଥିକ ସହାୟତା ଦେବା ନିମନ୍ତେ ରାଜ୍ୟ ସରକାର ୧୯ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ରାଜ୍ୟରେ ଥିବା ପ୍ରାୟ ୬୫୦୦୦ ଉଠା…

୨୭ରେ ଜଣାପଡିବ ଗତି କୁଆଡେ?

ଭୁବନେଶ୍ୱର() ଓଡିଶା ଉପରେ ଏବେ ଆଉ ଏକ ବାତ୍ୟାର କଳାବାଦଳ । ଗତ ବର୍ଷ ଠିକ ଏହି ମେ ମାସରେ ବାତ୍ୟା ଫନି ରାଜ୍ୟରେ ରଚିଥିଲା ତାଣ୍ଡବ । କରିଥିଲା ବ୍ୟାପକ କ୍ଷୟକ୍ଷତି । ମାସ ମାସ ଧରି ହୋଇଥିଲା ରାସ୍ତା ଘାଟ ଠପ ତ ଅନ୍ଧାରରେ ଥିଲା ରାଜ୍ୟର ୯୦ ପ୍ରତିଶତ ଅଂଚଳ । ଲୋକେ ଏଯାଏ ଫନିକୁ…

ସଟଡାଉନରେ ପ୍ରେମ ପଡିଲା ମହଙ୍ଗା

ଚାନ୍ଦବାଲି : କରୋନା ମୁକାବିଲା ପାଇଁ ଭଦ୍ରକ ବାଲେଶ୍ୱର ଜିଲ୍ଲାକୁ ସମ୍ପୁର୍ଣ୍ଣ ସଟଡାଉନ୍ ଘୋଷଣା କରାଯାଇଛି। ଏହି ସମୟରେ ଭଦ୍ରକରୁ ଏକ ଆଚମ୍ବିତ କଲା ଭଳି ଘଟଣା ସାମ୍ନାକୁ ଆସିଛି। ଧୂଷୁରୀ ଅଞ୍ଚଳରେ ଦୁଇଜଣ ପ୍ରେମୀଯୁଗଳ ଏକ ସ୍କୁଟି ଯୋଗେ ବଜାରରେ ବୁଲୁଥିଲେ। ଯାହାକୁ ଦେଖି ଆରଡ଼ି ଫାଣ୍ଡି…

୧୫ଟି ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ବର()  ଗତକାଲି ସାରା ରାଜ୍ୟରେ ତାଣ୍ଡବ କରିଛି କାଳବୈଶାଖୀ । ବଜ୍ରପାତରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଜାଗାରେ ଘର ଛପର ଉଡ଼ି ଯାଇଛି । ଗଛ, ବିଦ୍ୟୁତ୍‌ ଖୁଣ୍ଟି ଏବଂ ଟେଲିଫୋନ୍‌ ଟାଓ୍ଵାର ମଧ୍ୟ ଭାଙ୍ଗିଛି । ଆଜି ଦିନ ତମାମ ବି କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିବ…