ନିଜ ଜୀବନକୁ ବାଜି ଲଗାଇ ଦେଇଥିଲେ ୩୮ ଜଣ ମତ୍ସ୍ୟଜୀବୀ
ବ୍ରହ୍ମପୁର : ଅଶାନ୍ତ ସମୁଦ୍ରରେ ଦୀର୍ଘ ୫ ଦିନ । ଚେନ୍ନାଇରୁ ବୋଟରେ ବ୍ରହ୍ମପୁରର ଗୋପାଳକୁ ଦୁଃସାସିକ ଜଳଯାତ୍ରା । ନିଜ ଜୀବନକୁ ବାଜି ଲଗାଇ ଦେଇଥିଲେ ୩୮ ଜଣ ମତ୍ସ୍ୟଜୀବୀ । ଶହ ଶହ କିଲୋମିଟର ଏହି ବୋଟରେ ଚାଲି ଆସିଲେ । ଯଦିଓ ସମୁଦ୍ର ସେମାନଙ୍କର ସବୁଦିନିଆ ସାଥୀ ତଥାପି ମନରେ ଭୟ ଥିଲା ।…
