ନୂଆପଲ୍ଳୀରେ କରୋନା ଭାଇରସ ପାଇଁ ସଚେତନତା କାର୍ଯ୍ୟକ୍ରମ
ଭୁବନେଶ୍ୱର : ନୟାପଲ୍ଳୀ ୱାର୍ଡ ନଂ ୩୯ ଅଧିନରେ ଥିବା ଶ୍ରୀ ଶ୍ରୀ ଆଖଣ୍ଡଳମଣି ସେବା ସଂସଦ ପ୍ରାଙ୍ଗଣରେ ସମାଜସେବୀ ତଥା
ମହାବୀର ସାମାଜିକ ସଂଗଠନର ସାଧାରଣ ସଂପାଦକ ମିଲନ କୁମାର ପାଇକରାୟଙ୍କ ନେତୃତ୍ୱରେ କରୋନା ଭାଇରସ ପାଇଁ
ଏକ ସଚେତନା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏହି…
