Odia News Portal

ଆଜି ଆପଣଙ୍କ ରାଶି କଣ କହୁଛି ଆସନ୍ତୁ ଜାଣିବା

ମେଷ କର୍ମକ୍ଷେତ୍ରରେ ବାକ୍‌ଯୁଦ୍ଧ,କଥା କଟାକଟି ଜନନିତ ମତାନ୍ତରର ଆଶଙ୍କା ରହିଛି । ଅବଶ୍ୟ ପରକ୍ଷଣରେ ଅନ୍ୟାନ୍ୟ ସହକର୍ମୀଙ୍କ ହସ୍ତକ୍ଷେପ ଫଳରେ ସମାଧାନ ହୋଇପାରେ । ଆନୁଷ୍ଠାନିକ କ୍ଷେତ୍ର ପାଇଁ କୈାଣସି ପ୍ରତିକୂଳ ପ୍ରଭାବ ପଡିବ ନାହିଁ । ସାମାଜିକ ସ୍ତରରେ ପାଖ ପଡୋଶୀ ମାନେ ଆପଣଙ୍କ…

ଶ୍ରୀମନ୍ଦିର ପରିସରରେ ଅକ୍ଷୟ ତୃତୀୟା ନୀତି ସମ୍ପନ୍ନ ହେବ

ପୁରୀ() ପୁରୀ ଶ୍ରୀମନ୍ଦିର ପରିସରରେ ଅକ୍ଷୟ ତୃତୀୟା ନୀତି ସମ୍ପନ୍ନ ହେବ । ସରକାରୀ ନିୟମ ପାଳନ କରି ଅନୁଷ୍ଠିତ ହେବ ଚନ୍ଦନଯାତ୍ରା । ଏହାସହ ମନ୍ଦିର ପରିସରରେ ଅନୁଷ୍ଠିତ ହେବ ୨୧ଦିନିଆ ଚନ୍ଦନଯାତ୍ରା । ମେଘନାଦ ପାଚେରି ଭିତରେ ସବୁ ବିଧି ରକ୍ଷା କରିବାକୁ ନିଷ୍ପତ୍ତି ନିଆଯାଇଛି । ମେ ୩ଯାଏ…

ଭାତ ରାନ୍ଧୁଥିବା ବେଳେ ଫାଟିଲା ଗ୍ୟାସ ଟାଙ୍କି

ସୁବର୍ଣ୍ଣପୁର : ଭାତ ରାନ୍ଧୁଥିବା ବେଳେ ଫାଟିଲା ଗ୍ୟାସ ଟାଙ୍କି । ଏଭଳି ଏକ ଅଘଟଣ ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଖଣ୍ଡହତା ପଞ୍ଚାୟତର ସାନିକରାସିରା ଗାଁରେ । ଏହି ବିସ୍ଫୋରଣରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଦୁଇବଖରା ଘର ସଂପୂର୍ଣ୍ଣ ଭୁଷୁଡି ପଡିଛି । ଘଟଣା…

ଚନ୍ଦ୍ରଗିରିରେ ରହୁଥିବା ତିବତିଆନମାନଙ୍କୁ ସହାୟତାର ହାତ ବଢ଼ାଇଲା କିଟ୍ ଓ କିସ୍

ଭୁବନେଶ୍ବର : ଲକଡାଉନ ସମୟରେ କେହି ଗରିବ ଅସହାୟ କିମ୍ବା ବୁଲା ପଶୁ ଭୋକିଲା ନରହୁ ଏଥିପାଇଁ କିଟ୍ ଓ କିସ୍  ପ୍ରତିଷ୍ଠାତା ଡ଼. ଅଚ୍ୟୁତ ସାମନ୍ତ ଅହରହ ପ୍ରଚେଷ୍ଟା ଜାରି ରଖିଛନ୍ତି। କିଭଳି ଭାବରେ ଏହି ଘଡିସନ୍ଧି ମୁହୁର୍ତ୍ତରେ ଉପବାସରେ ନ ରହୁ ସେଥିପାଇଁ କିଟ୍ ଓ କିସ୍ ର କର୍ମକର୍ତ୍ତାଙ୍କ…

“ମୋ ପ୍ରତିଭା’ ଅନଲାଇନ କାର୍ଯ୍ୟକ୍ରମ ଆରମ୍ଭ

ଭୁବନେଶ୍ବର : ଲକଡାଉନ ସମୟରେ ପିଲାଙ୍କୁ କାମରେ ନିୟୋଜିତ ରଖିବା ପାଇଁ ସରକାର ନେଇଛନ୍ତି ସୃଜନଶୀଳ ପଦକ୍ଷେପ । ୫ରୁ ୧୮ ବର୍ଷର ଛାତ୍ରଛାତ୍ରୀଙ୍କୁ କାମରେ ନିଯୋଜିତ ରଖିବା ପାଇଁ ସରକାରସରକାର ଟ୍ୱିଟ୍‍ କରି ଜଣାଇଛନ୍ତି । କ୍ରୀଡା ଓ ଯୁବସେବା ବିଭାଗ ଏବଂ ୟୁନିସେଫର ମିଳିତ ସହଯୋଗରେ ମୋ…

ମେ ୩ରେ ପରେ ରଥଯାତ୍ରା ନିଷ୍ପତ୍ତି

ଭୁବନେଶ୍ୱର() ରଥଯାତ୍ରା ଓ ଚନ୍ଦନଯାତ୍ରାକୁ ନେଇ ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକ ବସିଥିଲା । ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ପରେ ଗଜପତି ମହାରାଜ ଦିବ୍ୟସିଂହ ଦେବ କହିଛନ୍ତି ଯେ ମନ୍ଦିର ବାହାରେ ପର୍ବ ହୋଇପାରିବ ନାହିଁ ବୋଲି ସ୍ପଷ୍ଟ ହୋଇସାରିଛି । ସରକାରୀ ନିୟମକୁ ଶ୍ରୀମନ୍ଦିର…

୩ଟି କଥା ଉପରେ ଗୁରୁତ୍ୱ ଦିଅନ୍ତୁ

ଭୁବନେଶ୍ୱର() ପ୍ରତିଦିନ ପରି ଆଜି ମଧ୍ୟ କରୋନା ସମ୍ପର୍କିତ ଖବର ଦେଇଛନ୍ତି ଆଇଇସି ମୁଖ୍ୟ ସୁବ୍ରତ ବାଗଚୀ । ସେ କହିଛନ୍ତି ଯେ ୩ଟି କଥା ଉପରେ ଆମକୁ ଗୁରୁତ୍ୱ ଦେବାକୁ ହେବ । ଓଡ଼ିଶାର ଜନସଂଖ୍ୟାର ପ୍ରାୟ ୧୦ପ୍ରତିଶତ ବୟସ୍କ ନାଗରିକ । ବୟସ୍କ ବ୍ୟକ୍ତିମାନଙ୍କ ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେବାକୁ…

ଓଡିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୪କୁ ବୃଦ୍ଧି

ଭୁବନେଶ୍ୱର() ରାଜ୍ୟରେ ପୁଣି ୪କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୪କୁ ବୃଦ୍ଧି ପାଇଛି । ସମସ୍ତ ଆକ୍ରାନ୍ତ ଭଦ୍ରକ ଜିଲ୍ଲାର ବୋଲି ଜଣାପଡ଼ିଛି । ଚାରି ଆକ୍ରାନ୍ତ ଭଦ୍ରକର ତିହିଡ଼ି ବ୍ଳକର ୨ଜଣ ହୋଇଥିବା ବେଳେ ଧାମନଗର ବ୍ଲକର ୨ଜଣ ବୋଲି…

୪୭ ବର୍ଷରେ ପାଦ ଦେଲେ କ୍ରିକେଟ ଜଗତର ପିତାମହ

କ୍ରିକେଟ ଜଗତର ପିତାମହ କହିଲେ ମଧ୍ୟ ତାଙ୍କୁ ଅତ୍ୟୁକ୍ତି ହେବ ନାହିଁ । କ୍ରିକେଟ କିମ୍ବଦନ୍ତୀ ସଚିନ ତେନ୍ଦୁଳକର ୪୭ ବର୍ଷରେ ପଦାର୍ପଣ କରିଛନ୍ତି । କିନ୍ତୁ ଏବର୍ଷ ସଚିନ ଜନ୍ମଦିନ ପାଳିବେ ନାହିଁ ବୋଲି ପୂର୍ବରୁ କହିଛନ୍ତି । ଭାରତରେ କୋଭିଡ-୧୯ ମହାମାରୀ ବିରୋଧରେ ଲଢେଇ ଜାରି ରଖିଥିବା…

ଅଧିକାରୀଙ୍କ ସହ ଆଲୋଚନା କଲେ କୋବିଡ଼-୧୯ ପର୍ଯ୍ୟବେକ୍ଷକ ପି.କେ ମେହେର୍ଦ୍ଦା

ଯାଜପୁର ଟାଉନ : ଯାଜପୁର ଜିଲ୍ଲାରେ ଚିନ୍ତା ଜନକ ରହିଛି କରୋନା। ବର୍ତ୍ତମାନ ସୁଦ୍ଧା ୧୨ ଜଣ କୋରୋନା ରୋଗୀ ଚିହ୍ନଟ ହୋଇସାରିଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ କେତେକ ସୁପର ସ୍ପ୍ରେଡର ହେବାର ଆଶଙ୍କା ରହିଥିବାରୁ ଚିନ୍ତାରେ ଜିଲ୍ଲା ପ୍ରଶାସନ। ଯାଜପୁରରେ ସ୍ଥିତି ସମୀକ୍ଷା କରିବା ପାଇଁ…