Odia News Portal

ପ୍ରଥମ ଥର ଆରମ୍ଭ ହେବ ‘ଇ-ହୋଲି’

ଭୁବନେଶ୍ୱର() ଆଉ ଗୋଟିଏ ଦିନ ପରେ ହୋଲି । ରଙ୍ଗର ପର୍ବ ହୋଲି । ପ୍ରତ୍ୟକ ବର୍ଷ ହୋଲିରେ ରାଜ୍ୟ ଠାରୁ ଆରମ୍ଭ କରି ପୁରା ବିଶ୍ୱରେ ବହୁତ ଧୁମଧାମରେ ହୋଲି ପାଳନ ହୋଇଥାଏ । ହେଲେ ଚଳିତ ବର୍ଷ କରୋନା ସଂକ୍ରମଣ ଭୟରେ ହୋଲି ପାଳନ ପ୍ରସ୍ତୁତି ମାନ୍ଦା ପଡି ଯାଇଛି। ଚୀନରୁ ଆରମ୍ଭ ହୋଇଥିବା…

କେରଳରେ ବଢିଲା କରୋନା ପଜିଟିଭ ସଂଖ୍ୟା

କେରଳ() କେରଳରେ କରୋନା ପଜିଟିଭ ରୋଗୀଙ୍କ ସଂଖ୍ୟା ବୃଦ୍ଧି ହୋଇଛି । କେରଳରେ ଆଉ ୫ଜଣ କରୋନା ପଜିଟିଭ ରୋଗୀ ଚିହ୍ନଟ ହୋଇଛନ୍ତି । ଏନେଇ କେରଳର ସ୍ୱାସ୍ଥ୍ୟମନ୍ତ୍ରୀ କେ.କେ. ଶୈଳଜା ସୂଚନା ଦେଇଛନ୍ତି । ସୂଚନା ଅନୁସାରେ, କେରଳର ୩ଜଣ ପଜିଟିଭ ରୋଗୀ ଇଟାଲୀରୁ ଫେରିଥିଲେ । ସେମାନଙ୍କ…

କାହିଁକି ମାର୍ଚ୍ଚ ୮ରେ ମହିଳା ଦିବସ ପାଳନ କରାଯାଏ ଜାଣନ୍ତୁ

ସ୍ୱାଧିକାର ନ୍ୟୁଜ()  ମାର୍ଚ୍ଚ ୮ ତାରିଖକୁ ଅନ୍ତର୍ଜାତୀୟ ମହିଳା ଦିବସ ଭାବେ ପାଳନ କରାଯାଏ। ତେବେ ଆପଣ ଜାଣିଛନ୍ତି କି ଏହି ଦିବସ କାହିଁକି ପାଳନ କରାଯାଏ? ବାସ୍ତବରେ ଅନ୍ତର୍ଜାତୀୟ ମହିଳା ଦିବସ ଏକ ଶ୍ରମିକ ଆନ୍ଦୋଳନରୁ ସୃଷ୍ଟି ହୋଇଛି। ୧୯୦୮ ମସିହାରେ ଏହା ପ୍ରଥମେ ଆରମ୍ଭ ହୋଇଥିଲା।…

ପ୍ରସିଦ୍ଧ ଅଭିନେତାଙ୍କ ରେଷ୍ଟୁରାଣ୍ଟ ସିଲ୍

ମୁମ୍ବାଇ () ଅଡୁଆରେ ଚର୍ଚ୍ଚିତ ଅଭିନେତା ଧର୍ମେନ୍ଦ୍ର । ଧର୍ମେନ୍ଦ୍ରଙ୍କ ରେଷ୍ଟୁରାଣ୍ଟ ସିଲ୍ କରାଯାଇଛି । ହରିୟାଣ କରନାଲ୍ ନଗର ନିଗମ ପକ୍ଷରୁ ରେଷ୍ଟୁରାଣ୍ଟକୁ ସିଲା କରାଯାଇଛି । ରେଷ୍ଟୁରାଣ୍ଟରେ ନିର୍ମାଣଗତ ତ୍ରୁଟି ଥିବାରୁ ସିଲ୍ କରାଯାଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ,…

୬ ଜିଲ୍ଲା ସତର୍କ ରୁହ

ଭୁବନେଶ୍ୱର() ଆଜି ରାଜ୍ୟର କିଛି ଜିଲ୍ଲାରେ ଝଡ଼ ତୋଫାନ, ବର୍ଷା ଓ ବଜ୍ରପାତ ହେବାର ସମ୍ଭାବନା ରହିଛି। ଏଥିପାଇଁ ୬ ଜିଲ୍ଲାକୁ ସତର୍କ ଜାରି କରିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଏହି ଜିଲ୍ଲାଗୁଡିକ ହେଲା ଯାଜପୁର, କେନ୍ଦୁଝର,ଜଗତସିଂହପୁର,କେନ୍ଦ୍ରପଡା,ଭଦ୍ରକ,ବାଲେଶ୍ୱର ।ଏହିସବୁ ଜିଲ୍ଲାରେ…

ଏଣିକି କୌଣସି ଏଟିଏମରୁ ବି ଟଙ୍କା ଉଠାଇ ପାରିବେ ୟେସ୍ ବ୍ୟାଙ୍କ ଜମାକାରୀ

ଭୁବନେଶ୍ୱର() ୟେସ୍ ବ୍ୟାଙ୍କ ଗ୍ରାହକଙ୍କ ପାଇଁ ଖୁସି ଖବର । ଏଣିକି କୌଣସି ଏଟିଏମରୁ ବି ଟଙ୍କା ଉଠାଇ ପାରିବେ ୟେସ୍ ବ୍ୟାଙ୍କ ଜମାକାରୀ । ଆର୍ଥୀକ ସଂକଟ ଦେଇ ଗତି କରୁଥିବା ୟେସ୍ ବ୍ୟାଙ୍କ ଏହା ପୂର୍ବରୁ ଏହି ସୁବିଧା ନିଜ ଜମାକାରୀଙ୍କ ନିକଟରୁ କାଢ଼ି ନେଇଥିଲେ । ୟେସ୍ ବ୍ୟାଙ୍କରେ ସଂକଟ…

ଆଜି ‘ମୋ ବସ’ରେ ମାଗଣା ଯାତ୍ରା

ଭୁବନେଶ୍ୱର() ଆଜି ‘ମୋ ବସ’ରେ ମହିଳାଙ୍କୁ ମାଗଣା ଯାତ୍ରା ସେବା । ଆଜି ବିଶ୍ୱ ମହିଳା ଦିବସ ହୋଇଥିବାରୁ ମୋ ବସରେ ଯାତ୍ରା କଲେ ମହିଳାମାନଙ୍କୁ ଦେବାକୁ ପଡିବନି କୌଣସି ଭଡା । ଅର୍ଥାତ ମହିଳାମାନେ ଆଜି ମୋ ବସରେ ମାଗଣାରେ ଯାତ୍ରା କରିପାରିବେ । କ୍ୟାପିଟାଲ ରିଜନ ଅର୍ବାନ ଟ୍ରାନ୍ସପୋର୍ଟ…

ବିଜେଡି ପ୍ରାର୍ଥୀ ଘୋଷଣା ପରେ ଅଠାକାଠିରେ ବିଜେପି : ଗୋଟିଏ ଆସନ ହାତେଇବା ଆଶା ପାଣିଫୋଟକା

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟସଭା ପାଇଁ ୪ ପ୍ରାର୍ଥୀଙ୍କ ନାମ ଘୋଷଣା ପରେ ବିଜେପି ଏକ ପ୍ରକାର ଅଠାକାଠିରେ ପଡିଯାଇଛି । ବିଜେଡିକୁ ମନାଇ ଅତି କମ୍‍ରେ ଗୋଟିଏ ଆସନ ବିଜେପି ହାତେଇବ ବୋଲି ଯେଉଁ ଚର୍ଚ୍ଚା ଚାଲିଥିଲା ତାହା ପାଣିଫୋଟକା ପ୍ରାୟ ହୋଇଯାଇଛି । କାରଣ ଏବେ…

ଆଜି ଆପଣଙ୍କ ରାଶି କଣ କହୁଛି ଆସନ୍ତୁ ଜାଣିବା

ମେଷ ଆଜି କେନ୍ଦ୍ରକୋଣାଧିପଙ୍କ ଷଡ଼ାଷ୍ଟସ୍ଥିତିରୁ ଯାହା ଭାବୁଥିଲେ ତାହା ସହଜ ଓ ସୁବିଧାରେ ପାଇପାରିବେ ନାହିଁ । ଶନିଙ୍କ ଯୋଗୁ କାମଗୁଡିକ ଟିକିଏ ବିଳମ୍ବ ଓ ଝମେଲା ଭିତରେ ହିଁ ହେବ। ବ୍ୟବସାୟ, ବାଣିଜ୍ୟ ଓ ପରିବହନ ବାଧାପ୍ରାପ୍ତ ହେବନାହିଁ। କିନ୍ତୁ ଶାରୀରିକ ପରିଶ୍ରମଜନିତ…

ଏହି ବିଶ୍ୱବିଦ୍ୟାଳୟରେ କୁଳପତି ହେଲେ ପ୍ରଫେସର ଅଶୋକ ମହାପାତ୍ର

ଭୁବନେଶ୍ୱର : ବିଶିଷ୍ଟ ସ୍ନାୟୁଶଲ୍ୟ ବିଶେଷଜ୍ଞ ପ୍ରଫେସର ଡଃ ଅଶୋକ କୁମାର ମହାପାତ୍ରଙ୍କୁ ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ବିଶ୍ୱବିଦ୍ୟାଳୟ)ର ନୂତନ କୁଳପତି ଭାବେ ନିଯୁକ୍ତି ଦିଆଯାଇଛି। ସୋଆର ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ନିର୍ଦ୍ଦେଶକ ଭାବେ କାର୍ଯ୍ୟରତ ପ୍ରଫେସର ମହାପାତ୍ର ଦୁଇ ବର୍ଷ ତଳେ…