Odia News Portal

କଳିଙ୍ଗନଗର ଠାରେ ବାୟୁ ପ୍ରଦୂଷଣ ସମ୍ପର୍କିତ କର୍ମଶାଳା

୨୦୨୪ ସୁଦ୍ଧା କଳିଙ୍ଗ ନଗରରେ ବାୟୁ ପ୍ରଦୂଷଣ ୩୦ ପ୍ରତିଶତ ହ୍ରାସ ପାଇବ କଳିଙ୍ଗନଗର : ବାୟୁ ପ୍ରଦୂଷଣ ଦ୍ୱାରା ସର୍ବାଧିକ ପ୍ରଭାବିତ ଭାରତର ୧୨୨ଟି ସହର(ନନ-ଆଟେନମେଣ୍ଟ ସହର) ମଧ୍ୟରୁ ଯାଜପୁର କଳିଙ୍ଗନଗର ଅନ୍ୟତମ। ନିକଟରେ ପ୍ରକାଶିତ ହୋଇଥିବା ଓଡିଶା ଷ୍ଟାର ରେଟିଙ୍ଗରେ, କଳିଙ୍ଗନଗରରୁ…

ଖୁବଶୀଘ୍ର ପରଦାକୁ ଆସିଵେ କରୀନା

ବଲିଉଡ ଅଭିନେତ୍ରୀ କରୀନା କପୁରଙ୍କ ଅପ୍‌କିମଙ୍ଗ ଫିଲ୍ମ ‘ଅଗ୍ରେଂଜୀ ମିଡିୟମ’ ଖୁବଶୀଘ୍ର ପରଦାକୁ ଆସିବାକୁ ଯାଉଛି। ଏଥିରେ କରୀନାଙ୍କ ସହିତ ଇମ୍ରାନ ଖାନ ଏବଂ ରାଧିକା ମଦନ ପ୍ରମୁଖ ଭୂମିକାରେ ନଜର ଆସିବେ। ଏହି ଫିଲ୍ମରେ ଇରଫାନଙ୍କ ସହିତ ଅଭିନୟକୁ ନେଇ କରୀନା କହିଛନ୍ତି, ‘ମୋର ଇଚ୍ଛା ଥିଲା…

ଦିଲ୍ଲୀ ହିଂସା ମାମଲାର ମୋଷ୍ଟ ଓ୍ଵଣ୍ଟେଡ ଗିରଫ

ନୂଆଦିଲ୍ଲୀ : ଦିଲ୍ଲୀ ହିଂସା ମାମଲାର ମୋଷ୍ଟ ଓ୍ଵଣ୍ଟେଡ ତାଲିକାରେ ଥିବା ସାହାରୁଖ ଗିରଫ । ଉତ୍ତର ପ୍ରଦେଶର ବରେଲୀରୁ ଦିଲ୍ଲୀ ପୋଲିସର କ୍ରାଇମବ୍ରାଞ୍ଜ ଟିମ ତାକୁ ଗିରଫ କରିଛି । ୨୪ ତାରିଖ ଉତ୍ତର ପୂର୍ବ ଦିଲ୍ଲୀର ଜାଫରାବାଦରେ ସାହାରୁଖ ରଙ୍ଗ କଲର ସାର୍ଟ ପିନ୍ଧି ପୋଲିସ ଉପରେ ୮ ରାଉଣ୍ଡ…

 ଆଉ ଏକ ନିର୍ଭୟା ମାମଲା

ଆପଣ ସବୁଦିନ ଖବରକାଗଜ ହେଉ ଅବା ଟିଭି ସବୁଦିନ ଦୁଷ୍କର୍ମ ଘଟଣା ବିଷୟରେ ନିଶ୍ଚିତ ଖବର ଦେଖୁଥିବେ। ଦିନକୁ ଦିନ ଏହି ଘଟଣାରେ ବଢିବାରେ ଲାଗିଛି। କେଉଁଠି ନାବାଳିକାକୁ ନିଶା ଖୁଆଇ ଦୁଷ୍କର୍ମ କରାଯାଉଛି ତ କେଉଁଠି ଅପହରଣ କରି ଯୁବତୀଙ୍କୁ ଗଣଦୁଷ୍କର୍ମ କରାଯାଉଛି । ଏଥିପାଇଁ ଯେତେ କଡା ଆଇନ…

ସାଂସଦ ସଂଗୀତାଙ୍କୁ ଲୋକସଭା ଭିତରେ ଆକ୍ରମଣ

ନୂଆଦିଲ୍ଲୀ : ବଲାଙ୍ଗୀର ସାଂସଦ ସଂଗୀତା ସିଂହଦେଓ ଆଣିଲେ ସଂଗୀନ ଅଭିଯୋଗ । ଦୁଇ ଜଣ କଂଗ୍ରେସ ସାଂସଦ ତାଙ୍କୁ ଲୋକସଭା ଭିତରେ ଆକ୍ରମଣ କରିଥିବା ସେ ଅଭିଯୋଗ କରିଛନ୍ତି । ସାଂସଦ ଦୁଇ ଜଣ ତାଙ୍କୁ ଆକ୍ରମଣ କରିବା ସହ ମାଡ଼ ମାରିଥିବା ସେ କହିଛନ୍ତି । କଂଗ୍ରେସ ସାଂସଦ ରାମିଆ ହରିଦାସ ଓ ଅନ୍ୟ…

ଅନ୍ ଲାଇନ୍ ଟ୍ରେଡ଼୍ ଲାଇସେନ୍ସ ପ୍ରଶିକ୍ଷଣ

ଭୁବନେଶ୍ୱର : ବର୍ତମାନ ଆଗ୍ରହୀ ବ୍ୟବସାୟୀମାନେ ଅନ୍‌ଲାଇନ୍ ବ୍ୟବସ୍ଥାରେ ଟ୍ରେଡ଼୍ ଲାଇସେନ୍ସ ପାଇପାରିବେ । ହୋଲ୍ଡିଂ ଟ୍ୟାକ୍ସ ଦେବାଭଳି ଜଣେ ବ୍ୟକ୍ତି ଭୁବନେଶ୍ୱର ଡ଼ଟ୍‌ମି କୁ ଯାଇ ନିଜର ଟ୍ରେଡ଼୍ ଲାଇସେନ୍ସ କରିପାରିବେ । ଏହା ଖୁବ୍ ସହଜିଆ ଯାହାକି ଭୁବନେଶ୍ୱର ଡ଼ଟ୍‌ମି ଉପରେ କ୍ଲିକ୍ କରି…

କରୋନା ପାଇଁ ବନ୍ଦର ଓ ବିମାନବନ୍ଦର ଯାଂଚ

ଭୁବନେଶ୍ୱର() ଦେଶରେ କରୋନା ରେଗୀ ଚିହ୍ନଟ ହେବା ପରେ ନୂଆଦିଲ୍ଲୀ ସମେତ ବିଭିନ୍ନ ରାଜ୍ୟରେ କରେନା ସତର୍କତା ପଦକ୍ଷେପ ମାନ ନିଆଯାଇଛି । କିନ୍ତୁ ଓଡିଶାରେ ଯଥେଷ୍ଟ ପୂର୍ବରୁ ସ୍ୱସ୍ଥ୍ୟ ବିଭାଗ ପକ୍ଷରୁ ଏହି ଦିଗରେ ଆବଶ୍ୟକ ସତର୍କତା ଅବଲମ୍ବନ କରାଯାଇଥିଲା । ଏବେ କିନ୍ତୁ ଗତ ୨ ଦିନ ହେଲା…

ମୋଦିଙ୍କ ସୋସିଆଲ ମିଡିଆ ଛାଡିବା ପ୍ରସଙ୍ଗରେ ଏମିତି କହିଲେ ରାହୁଲ ଗାନ୍ଧି

ନୂଆଦିଲ୍ଲୀ() ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ଟ୍ୱିଇଟର ଜରିଆରେ ସୂଚନା ଦେଇଥିଲେ କି ସେ ସମସ୍ତ ସୋସିଆଲ ମିଡିଆରୁ ଆସନ୍ତା ରବିବାରରୁ ଦୂରେଇ ଯିବେ । ମୋଦିଙ୍କର ଏହି ଟ୍ୱିଟ ପରେ ଏଥିରେ ପ୍ରତିକ୍ରୀୟା ରଖି ରାହୁଲ ଗାନ୍ଧି କହିଛନ୍ତି ଯେ,ସୋସିଆଲ ମିଡିଆ ନଛାଡି ଘୃଣାକୁ ତ୍ୟାଗ କର…

ଫାଟିଲା ଡିଟୋନେଟର, ଛିଣ୍ଡିଗଲା ୩ ପିଲାଙ୍କ ଆଙ୍ଗୁଳି

ଗଂଜାମ() ଗଂଜାମ ଜିଲ୍ଲା ହିଞ୍ଜଳି କାଟୁ ଥାନା ସୋମପୁର ଗାଁରେ ଘଟିଛି ଏହି ଅଘଟଣ । ଡିଟୋନେଟର ବିସ୍ପୋରଣରେ ତିନି ପିଲା ଗୁରୁତର ହୋଇଥିବା ସୂଚନା ମିଳିଛି । ତିନି ଛାତ୍ରଙ୍କ ଆଙ୍ଗୁଳି ଛିଣ୍ଡିବା ସହ ମୁହଁରେ ଆଘାତ ଲାଗିଥିବା ସୂଚନା ମିଳିଛି । ଗୁରୁତର ଅବସ୍ଥାରେ ତିନି ଜଣଙ୍କୁ ଏମକେସିଜି…

ବିଏମସି ଗାଡିକୁ ୩୨ହଜାର ତଣ୍ଡ

ଭୁବନେଶ୍ୱର() ଭୁବନେଶ୍ୱର ମହାନଗର ନିଗମ ଗାଡିକୁ ଜରିମାନା । ୨ଟି ଅଳିଆ ବୁହା ଡମ୍ପରକୁ ୩୨ ହଜାର ୫୦୦ ଜରିମାନା ହୋଇଛି । ଗୋଟିଏ ଗାଡିକୁ ୨୨ ହଜାର ଓ ଅନ୍ୟଟିକୁ ୧୦.୫୦୦ ଫାଇନ ହୋଇଛି । ପରମିଟ,ପଲ୍ୟୁସନ ଓ ବୀମା ପାଇଁ ଗୋଟିଏ ଗାଡିକୁ ୨୨ ହଜାର ଜରିମାନା ହୋଇଥିବା ବେଳେ ଅନ୍ୟଟିକୁ ପଲ୍ୟୁସନ ଓ…