Odia News Portal

୯ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର() ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଆଜିଠାରୁ ରାଜ୍ୟରେ କୋହଲା ପାଗ ହେବ। ଏଥିପାଇଁ ଆଜି ୯ ଜିଲ୍ଲାରେ ହାଲୁକା ବର୍ଷା ହେବର ସମ୍ଭାବନା ରହିଛି । ଏହି ଜିଲ୍ଲା ଗୁଡିକ ହେଲା ସୁନ୍ଦରଗଡ଼, ଝାରସୁଗୁଡ଼ା, ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର, ଭଦ୍ରକ, ରାୟଗଡ଼ା,…

ଆଜିଠୁ ଯୁକ୍ତ ୨ ପରୀକ୍ଷା ଆରମ୍ଭ

ଭୁବନେଶ୍ୱର : ଆଜିଠୁ ଯୁକ୍ତ ୨ ପରୀକ୍ଷା । ପ୍ରଥମ ଦିନରେ ବିଜ୍ଞାନ ବିଭାଗର ଛାତ୍ରଛାତ୍ରୀମାନେ ଓଡ଼ିଆ ବିଷୟରେ ପରୀକ୍ଷା ଦେବେ । ଦିନ ୧୦ରୁ ୧ଟା ପର୍ଯ୍ୟନ୍ତ ଚାଲିବ ପରୀକ୍ଷା । ଚଳିତ ବର୍ଷ ୩ ଲକ୍ଷ ୫୦ହଜାର ୮୦୦ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। କଳାରେ ୨ଲକ୍ଷ ୨୦ହଜାର ୪୩୭, ବିଜ୍ଞାନରେ ୯୭ ହଜାର…

ବିଜେଡ଼ିକୁ ବିରୋଧ, ଦୋଛକିରେ ବିଜେପି ନେତା

ଭୁବନେଶ୍ୱର : ନବୀନ ନିବାସରେ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ମଧ୍ୟାହ୍ନଭୋଜନ ଖାଇବାପରେ ଏବେ ରାଜ୍ୟ ବିଜେପି ନେତାମାନେ ଦୋଛକିରେ । ଏହାପରେ ସେମାନେ ଆଉ ମୁଖ୍ୟମନ୍ତ୍ରୀ କିମ୍ବା ନବନୀଙ୍କ ନେତୃତ୍ୱରେ ଚାଲୁଥିବା ସରକାରକୁ ସମାଲୋଚନା କରିବେ କି ନାହିଁ ସେହି ଚିନ୍ତାରେ ଅଛନ୍ତି ।…

ଆଜି ଆପଣଙ୍କ ରାଶି କଣ କହୁଛି ଆସନ୍ତୁ ଜାଣିବା

ମେଷ ଚତୁର୍ଥସ୍ଥାନକୁ ଶନିଦୃଷ୍ଟି ଯୋଗୁ ପାରିବାରିକ ସ୍ତରରେ ଅନ୍ୟ କାହାର କଥା ଶୁଣି ବ୍ୟସ୍ତ ହୁଅନ୍ତୁ ନାହିଁ। ବନ୍ଧୁଙ୍କ ଦୁଃଖଦ ପରିସ୍ଥିତି ପାଇଁ ମନ ଛଟପଟ ହୋଇପାରେ। ସତର୍କତା ଅଭାବରୁ ହାତ ମୁଠାରୁ ସୁଯୋଗ ଖସିଯିବାର ଆଶଙ୍କା ରହିଛ। କେତେକ କ୍ଷେତ୍ରରେ ହାତରୁ ଖାଇ ପର ପାଇଁ ଖଟିବେ…

ସାମିଲ ହେଲା ଆଉ ୫ଟି ବିଭାଗ

ଭୁବନେଶ୍ୱର : ମୋ ସରକାରରେ ସାମିଲ ହୋଇଛି ଆଉ ୫ଟି ବିଭାଗ । ଆଜି ଯେଉଁ ବିଭାଗ ଗୁଡ଼ିକ ଏଥିରେ ସାମିଲ ହୋଇଛି, ସେଗୁଡ଼ିକ ହେଲା ସାମାଜିକ ସୁରକ୍ଷା ଏବଂ ଶସକ୍ତିକରଣ, ଜଳ ସଂପଦ, ହସ୍ତତନ୍ତ ଓ ବୟନ ଶିଳ୍ପ, ମତ୍ସ୍ୟ ଓ ପଶୁ ସଂପଦ ଏବଂ ସମବାୟ ବିଭାଗ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ…

ରିଲିଜ୍‌ ହେଲା ଫିଲ୍ମ ‘ସୂର୍ଯ୍ୟବଂଶୀ’ର ଟ୍ରେଲର

ରିଲିଜ୍‌ ହେଲା ଫିଲ୍ମ ସୂର୍ଯ୍ୟବଂଶୀର ଟ୍ରେଲର। ଦେଶ ଭକ୍ତି ଉପରେ ଆଧାରିତ ସୂର୍ଯ୍ୟବଂଶୀର ଟ୍ରେଲର ୪ ମିନିଟ୍‌ ପାଇଁ ସମ୍ପୂର୍ଣ୍ଣ ସତ୍ୟତା ପ୍ରକାଶ କରିଛି। ଅକ୍ଷର କୁମାର ଏବଂ କ୍ୟାଟ୍ରିନା କୈଫ୍‌ଙ୍କ ମୋଷ୍ଟ ଓ୍ଵାଣ୍ଟେଡ ଫିଲ୍ମ ‘ସୂର୍ଯ୍ୟବଂଶୀ’ର ଟ୍ରେଲର ରିଲିଜ୍‌ ହୋଇସାରିଛି। ଏହି ଫିଲ୍ମରେ…

କାର୍ଯ୍ୟଭାର ଗ୍ରହଣ କଲେ ଯୋଜନା ବୋର୍ଡ ଉପାଧ୍ୟକ୍ଷ

ଭୁବନେଶ୍ୱର : ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ସଞ୍ଜୟ କୁମାର ଦାସବର୍ମା ଆଜି ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଭାବେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ସୂଚନାଯୋଗ୍ୟ ଯେ ଗତକାଲି ଶ୍ରୀ ଦାସବର୍ମାଙ୍କୁ ରାଜ୍ୟ ଯୋଜନା ବୋର୍ଡର ଉପାଧ୍ୟକ୍ଷ ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…

ଆରଟିଓ ଅଫିସ୍‌ରୁ ଦଲାଲ ଗିରଫ

ଯାଜପୁର ଟାଉନ୍‌ : ସ୍ଥାନୀୟ ଆରଟିଓ ଅଫିସ୍‌ରୁ ଜଣେ ଦଲାଲକୁ ପୋଲିସ୍‌ ଗିରଫ କରିଛି । ଗିରଫ ଦଲାଲ ହେଉଛି ବିଂଝାରପୁର ଦିଆଟିକିରି ଗ୍ରାମର ନିର୍ମଳ ଚନ୍ଦ୍ର ତ୍ରିପାଠୀ। ସେ ଆଜି ଅଫିସ ପରିସରରେ ଥିବା ବେଳେ ଯାଜପୁର ପୋଲିସ ପହଂଚି ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ପରିବହନ…

କପଡ଼ା ବ୍ୟାଗ୍ ସଙ୍ଗେ ନିଅ, ପରିବେଶର ସାଥି ହୁଅ

ଭୁବନେଶ୍ୱର : ପରିବେଶବନ୍ଧୁ ସହର ଭାବେ ଭୁବନେଶ୍ୱରକୁ ଗଢି ତୋଳିବାରେ ନାଗରିକ, ସରକାରୀ ଏବଂ ବେସରକାରୀ ସଂସ୍ଥ୍‌ା, ବ୍ୟବସାୟିକ ସଙ୍ଗଠନ, କମ୍ପାନୀ ଇତ୍ୟାଦିଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ । ଏହି ଉଦ୍ଦେଶ୍ୟରେ ନାଗରିକ ସଂଯୋଗକୁ ଦୃଢ କରିବା ପାଇଁ  ଭୁବନେଶ୍ୱର ମହାନଗର ନିଗମ ବିଭିନ୍ନ ସମୟରେ…

୪୩ ହଜାର ତଣ୍ଡ ଗଣିଲେ ବାଇକ୍ ମାଲିକ

ସମ୍ବଲପୁର : ଟ୍ରାଫିକ ନିୟମ ଉଲଂଘନ କଲେ ନାବାଳକ ୪୩ ହଜାର ଟଙ୍କା ତଣ୍ଡ ଗଣିଲେ ବାଇକ ମାଲିକ। ନୂତନ ମୋଟର ଯାନ ଆଇନ ଆଧାରେ ନାବାଳକଙ୍କୁ ବାଇକ ଚଳାଇବାକୁ ଦେଇଥିବା ବ୍ୟକ୍ତିଙ୍କୁ ୪୩ ହଜାର ଟଙ୍କା ଜରିମାନା ଦେବାକୁ ପଡିଛି। ଏଥିରେ ନାବାଳକଙ୍କୁ ଗାଡ଼ି ଚଳାଇବାକୁ ଅନୁମତି ଦେଇଥିବାରୁ ୨୫ ହଜାର,…