Odia News Portal

ଜାତୀୟ ପାରା ବ୍ୟାଡ଼ମିନଟନ ପାଇଁ ଖେଳାଳି ଚୟନ

ଭୁବନେଶ୍ୱର : ଆସନ୍ତା ମାର୍ଚ୍ଚ ମାସ ୧୯ ତାରିଖରୁ ଭୁବନେଶ୍ୱର ଠାରେ ଅନୁଷ୍ଠିତ ହେବାକୁ ଯାଉଥିବା ଜାତୀୟ ପାରା ବ୍ୟାଡ଼ମିନଟନ ପାଇଁ ଓଡ଼ିଶା ପାରା ବ୍ୟାଡ଼ମିନଟନ ଆସୋସିଏସନ ତରଫରୁ ରାଜ୍ୟ କୁ ପ୍ରତିନିଧିତ୍ୱ କରିବା ପାଇଁ ଖେଳାଳି ଚୟନ ମାର୍ଚ୍ଚ ମାସ ୮ ତାରିଖରେ ଉଡାନ ବ୍ୟାଡ଼ମିନଟନ…

ହାତରେ ଚୁଡି ପିନ୍ଧିଲେ ଦୂର ହୁଏ ଏସବୁ ରୋଗ

ବିବାହିତ ମହିଳାମାନେ ଚୁଡ଼ି ପିନ୍ଧିବା ବିଧି ରହିଛି। ଚୁଡ଼ି ପିନ୍ଧିଲେ ସ୍ବାମୀଙ୍କ ଆୟୁଷ ବଢ଼ିବା ସହିତ ଘରେ ସୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ ବୋଲି କୁହାଯାଇଥାଏ। ମାତ୍ର ଏହାର କିଛି ବୈଜ୍ଞାନିକ କାରଣ ମଧ୍ୟ ରହିଛି। ଜାଣନ୍ତୁ ଏ ସମ୍ପର୍କରେଟ୍ଟ ଶ୍ୱାସରୋଗ: ଚୁଡ଼ି ପିନ୍ଧିଲେ ଶ୍ୱାସରୋଗ…

ଟ୍ରକକୁ ଲକ୍ଷେରୁ ଅଧିକ ଟଙ୍କାର ଫାଇନ୍‌

ରାୟଗଡ଼ା: ରାୟଗଡ଼ାରେ କାଠ ବୋଝେଇ ଟ୍ରକକୁ ଲକ୍ଷେରୁ ଅଧିକ ଟଙ୍କାର ଫାଇନ୍‌ । ୧ ଲକ୍ଷ ୧୦ହଜାର ୮୦୦ଟଙ୍କା ଜରିମାନା କଟିଛି । ଟ୍ରକ ପରିମିଟ୍‌ ନଥିବା ଓ ଟ୍ୟାକ୍ସ ଦେଉନଥିବାରୁ ଜରିମାନା ପଡ଼ିଛି । ଆନ୍ଧ୍ରପ୍ରଦେଶରୁ ରାୟଗଡା ଆସିଥିଲା ଟ୍ରକ । ଚେକିଂ ବେଳେ ଧରାପଡ଼ିଥିଲା । ରାୟଗଡା ଆରଟିଓ…

ବକ୍ସ ଅଫିସ୍‌ ହୁଲସ୍ତୁଲ କରିବ ସଲମାନ ଖାନ୍‌ଙ୍କ ‘ରାଧେ-ୟୁଅର ମୋଷ୍ଟ ଓ୍ଵାଣ୍ଟେଡ୍‌ ଭାଇ’

ୟଶ୍‌ରାଜ ଫିଲ୍ମସ ଶନିବାର ସଲମାନ ଖାନଙ୍କ ଅପ୍‌କମିଙ୍ଗ୍‌ ଫିଲ୍ମ ‘ରାଧେ-ୟୁଅର ମୋଷ୍ଟ ଓ୍ଵାଣ୍ଟେଡ୍‌ ଭାଇ’ର ରିଲିଜ୍‌ ଡେଟ୍‌ ଘୋଷଣା କରିଛି। ଏହି ଫିଲ୍ମ ଚଳିତବର୍ଷ ଇଦ୍‌ ଅର୍ଥାତ୍‌ ଆସନ୍ତା ମେ’ ୨୨ରେ ରିଲିଜ୍‌ ହେବ। ଏହାସହିତ ୟଶ୍‌ରାଜ ବ୍ୟାନର ଫିଲ୍ମର ଦୁଇଟି ପୋଷ୍ଟରର ଫାଷ୍ଟ ଲୁକ୍‌ ମଧ୍ୟ…

୪ଶହ ଗ୍ରାମ ବ୍ରାଉନସୁଗାର ଜବତ, ୩ ଗିରଫ

ଜଳେଶ୍ୱର: ବାଲେଶ୍ୱର ଜଳେଶ୍ୱର ଥାନା ଶାସନବାର୍ଡ ଗାଁରୁ ବ୍ରାଉନସୁଗାର ଜବତ । ୪ଶହ ଗ୍ରାମ ବ୍ରାଉନସୁଗାର ଜବତ ସହ ୩ ଜଣଙ୍କୁ ଗିରଫ କରିଛି ପୋଲିସ । ସେମାନଙ୍କ ନିକଟରୁ ୪ଟି ମୋବାଇଲ, ଗୋଟିଏ ସ୍କୁଟି ଓ ନଗଦ ୧୭ ହଜାର ଟଙ୍କା ଜବତ ହୋଇଛି ।

ଏହି ଫିଲ୍ମରେ ଏକାଠି ଆସିବେ ପ୍ରଭାସ ଓ ଦୀପିକା

ଚେନ୍ନାଇ: ‘ବାହୁବଳୀ’ ଫେମ୍ ସାଉଥ୍‌ ସୁପରଷ୍ଟାର ପ୍ରଭାସଙ୍କ ଫ୍ୟାନ୍‌ମାନଙ୍କ ପାଇଁ ଖୁସି ଖବର। ଆଗକୁ ତାଙ୍କର ଏକ ବଡ଼ ଫିଲ୍ମ ଆସିବାକୁ ଯାଉଛି। ଏହି ଫିଲ୍ମରେ ସେ ଜଣେ ସୁପର ହିରୋ ଭୂମିକାରେ ନଜର ଆସିବେ। ଆଉ ଏଥିରେ ତାଙ୍କ ସହିତ ବଲିଉଡ୍‌ର ଅନ୍ୟତମ ସଫଳ ନାୟିକା ଦୀପିକା ପାଦୁକୋନ ଅଭିନୟ…

SCB ଲାଗି ୧୦ ପରାମର୍ଶଦାତା ନିଯୁକ୍ତ

ଭୁବନେଶ୍ୱର : ଏସସିବି ମେଡିକାଲ କଲେଜର ବିଶ୍ୱସ୍ତରୀୟ ରୂପାନ୍ତରଣ ପାଇଁ ଜାତୀୟ ତଥା ଆନ୍ତର୍ଜାତୀୟ ଡାକ୍ତର ତଥା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କୁ ନେଇ ଏକ ଉଚ୍ଚସ୍ତରୀୟ ପରାମର୍ଶଦାତା କମିଟି ନିଯୁକ୍ତ କଲେ ମୁଖ୍ୟମନ୍ତ୍ରୀ  । ଏହି କମିଟିରେ ମୋଟ ୧୦ଜଣ ବିଶେଷଜ୍ଞ ସ୍ଥାନ ପାଇଥିବା ବେଳେ ସେମାନଙ୍କ…

ସ୍ବରା ଭାସ୍କରଙ୍କୁ ପଡିଲା ମହଙ୍ଗା, କୋର୍ଟରେ ପିଟିସନ୍ ଦାଖଲ

ନୂଆଦିଲ୍ଲୀ : ବଲିଉଡ୍ ଅଭିନେତ୍ରୀ ସ୍ବରା ଭାସ୍କର ସାମାଜିକ ପ୍ରସଙ୍ଗ ଉପରେ ନିଜ ରାୟ ଦେବାରେ କେବେହେଲେ ପଛକୁ ହଟିନାହାନ୍ତି । କେତେକ ସମୟରେ ସେ ଏଥିପାଇଁ ବିବାଦରେ ମଧ୍ୟ ଫସିଛନ୍ତି । ଏଥର ଅଭିନେତ୍ରୀ ସ୍ବରା ଭାସ୍କରଙ୍କ ମୁସ୍କିଲ ଆହୁରି ବଢିଯାଇଛି । ସ୍ବରା ଭାସ୍କରଙ୍କ ବିରୋଧରେ ଲୋକଙ୍କୁ…

ଦିଲ୍ଲୀ ଦଙ୍ଗା ଘଟଣା : ଘର ଜଳି ଯାଇଥିବା ଯବାନ୍‌ଙ୍କୁ ନବୀନ ଦେଲେ ୧୦ ଲକ୍ଷ ଟଙ୍କା

ଭୁବନେଶ୍ୱର : ଦିଲ୍ଲୀ ଦଙ୍ଗାରେ ଅନେକ ଲୋକ କ୍ଷତିଗ୍ରସ୍ତ ହୋଇଛନ୍ତି । ପାଖାପାଖି ୫୦ ଜଣଙ୍କର ଏଥିରେ ମୃତ୍ୟୁ ଘଟିଲାଣି । ଏହାକୁ ନେଇ ସାରା ଦେଶରେ ଉଦବେଗ ପ୍ରକାଶ ପାଇଛି । ଏମିତିକି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି । ତେବେ ଏହି ଦଙ୍ଗାରେ ଘର ଜଳି…

ଗୋରୁ ସହ ପିକ୍‌ଅପ୍‌ ଭ୍ୟାନ୍‌ ଜବତ, ଡ୍ରାଇଭର ଫେରାର

ଯାଜପୁରରୁ ୧୭ ଗୋରୁ ସହ ପିକ୍‌ଅପ୍‌ ଭ୍ୟାନ୍‌ ଜବତ । ଧର୍ମଶାଳା ୧୬ ନମ୍ବର ଜାତୀୟ ରାଜପଥ ବାରବାଟୀ ଛକ ନିକଟରେ ଏକ ପିକ୍‌ଅପ୍‌ ଭ୍ୟାନ୍‌କୁ ଧରିଥିଲେ ସ୍ଥାନୀୟ ଲୋକେ । ଘଟଣାସ୍ଥଳରୁ ଡ୍ରାଇଭର ଫେରାର ହୋଇ ଯାଇଥିବା ବେଳେ ଗୋରୁ ମାଲିକ ସ୍ଥାନୀୟ ଲୋକଙ୍କ ହାତରେ ଧରା ପଡ଼ିଛନ୍ତି । ପୋଲିସ…