Odia News Portal

ବେଆଇନ ପାର୍କିଂ କଲେ ଡବଲ ଫାଇନ

ଭୁବନେଶ୍ୱର() ରାସ୍ତାରେ ବେଆଇନ ଗାଡି ପାର୍କିଂ କଲେ ଏଣିକି ଡବଲ ଫାଇନ । ବେଆଇନ ପାର୍କିଂ ସହ ଗାଡି ଉଠାଯିବ ବାବଦ ଟୋଲଂ ଚାର୍ଜ ବି ଗଣିବେ ଗାଡି ଚାଳକ । ଆଜିଠାରୁ ନିୟମ ଲାଗୁ ହେବା ନେଇ କମିଶନରେଟ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ସୂଚନା ଅନୁସାରେ,ରାଜଭବନ ଛକଠାରୁ କଳାରାହାଙ୍ଗ ଛକ…

ୟେସ୍ ବ୍ୟାଙ୍କରେ ଅଛି ମହାପ୍ରଭୁଙ୍କ ୫୪୫ କୋଟି ଟଙ୍କା

ଭୁବନେଶ୍ୱର() ୟେସ୍ ବ୍ୟାଙ୍କରେ ମହାପ୍ରଭୁ ଶ୍ରଜଗନ୍ନାଥଙ୍କ ୫୪୫ କୋଟି ଟଙ୍କା ରହିଛି ।ଏନେଇ ଆଜି ଧାନସଭାରେ ଆଇନ୍ ମନ୍ତ୍ରୀ ପ୍ରତାପ ଜେନାଙ୍କ ଲିଖିତ ଉତ୍ତ ଦେଇଛନ୍ତି । ମନ୍ତ୍ରି ଦେଇଥିବା ସୂଚନା ଅନୁସାରେ, ମହାପ୍ରଭୁ ଶ୍ରଜଗନ୍ନାଥଙ୍କର ମୋଟ ପାଣ୍ଠିର ପରିମାଣ ୬୨୬ କୋଟି ୪୪ ଲକ୍ଷ ୭୮…

ଭାରତ-ଆମେରିକା ମଧ୍ୟରେ ୩ ଚୁକ୍ତି

ନୂଆଦିଲ୍ଲୀ() ଭାରତ- ଆମେରିକା ମଧ୍ୟରେ ୩ଟି ଚୁକ୍ତି ସ୍ୱାକ୍ଷରିତ ହୋଇଛି । ମାନସିକ ସ୍ୱାସ୍ଥ୍ୟ ନେଇ ଉଭୟ ଦେଶ ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ ହୋଇଛି । ସୁରକ୍ଷିତ ମେଡିକାଲ ପ୍ରଡକ୍ଟ ନେଇ ଉଭୟ ଦେଶ ମଧ୍ୟରେ ଚୁକ୍ତି ହୋଇଥିବା ବେଳେ ତୈଳ କାରବାରରେ ସହଯୋଗ ନେଇ ଉଭୟ ଦେଶ ମଧ୍ୟରେ ଚୁକ୍ତି…

ଆଞ୍ଚଳିକ ବିକାଶ କେନ୍ଦ୍ରର ନୂତନ ପଦାଧିକାରୀଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ବର : ନୟାପଲ୍ଲୀ ୱାର୍ଡ଼ ନଂ- ୩୯ ଅଧିନରେ ଥିବା ନୂଆସାହି ଆଞ୍ଚଳିକ ବିକାଶ କେନ୍ଦ୍ରର ନୂତନ ପଦାଧିକାରୀ ମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହି ସମ୍ବର୍ଦ୍ଧନା ଉସ୍‌ôବରେ ଅତିଥିଭାବେ ବରିଷ୍ଠ ନାଗରିକ ରାହାସ ବିହାରି ପାଣି, ଶ୍ୟାମସୁନ୍ଦର ସାହୁ, ନିରଞ୍‌ନ ସିଂହ,ବାଣୀ କୁମାର…

୪୪ ହଜାର ଟପିଲା ସୁନା ଦର

ନୂଆଦିଲ୍ଲୀ() କରୋନା ପ୍ରଭାବରେ ଦେଶରେ ସୁନାର ଦର ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ଦିଲ୍ଲୀ ଖୁଚୁରା ବଜାରରେ ୧୦ଗ୍ରାମ ପିଛା ୪୪୬୦୦ଟଙ୍କାକୁ ବୃଦ୍ଧି ପାଇଛି । ଷ୍ଟକ ବଜାରରୁ ଭଲ ରିଟର୍ଣ୍ଣ ମିଳିବା ଆଶା କମୁଥିବାରୁ ସୁନାର ଦାମ ବୃଦ୍ଧି ପାଇବାରେ ଲାଗିଛି । ବିଶ୍ୱରେ ଯେତେବେଳେ ବିପଦ ସୃଷ୍ଟି…

ରାଷ୍ଟ୍ରପତି ଭବନରେ ଟ୍ରମ୍ପଙ୍କୁ ଭବ୍ୟ ସ୍ୱାଗତ

ନୂଆଦିଲ୍ଲୀ()  ଆଜି ଦିଲ୍ଳୀ ରାଷ୍ଟ୍ରପତି ଭବନରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି ।ଟ୍ରମ୍ପଙ୍କୁ ଗାର୍ଡ ଅଫ ଅନର ଦିଆଯିବା ପରେ ଭାରତ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଟ୍ରମ୍ପଙ୍କୁ ସ୍ୱାଗତ କରିଛନ୍ତି । ଟ୍ରମ୍ପଙ୍କ ସହ ଆସିଥିବା ପତ୍ନୀ ମେଲାନିଆ, ଝିଅ…

୧୮ଟି ଜିଲ୍ଲାରେ ଅଧିକ ବର୍ଷା , ସତର୍କ ରହିବାକୁ ପରାମର୍ଶ

ଭୁବନେଶ୍ୱର() ୧୮ଟି ଜିଲ୍ଲାରେ ଅଧିକ ବର୍ଷା ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ସୁନ୍ଦରଗଡ,ଝାରସୁଗୁଡା, ସମ୍ବଲପୁର, ବରଗଡ, ଦେବଗଡ, କେନ୍ଦୁଝର, ମୟୂରଭଞ୍ଜ, ବୌଦ୍ଧ, ଅନୁଗୁଳ, ଢ଼େଙ୍କାନାଳ, ବାଲେଶ୍ୱର, ଭଦ୍ରକ, ଯାଜପୁର,…

ରାଜ୍ୟସଭା ନିର୍ବାଚନ ପାଇଁ ବାଜିଲା ବିଗୁଲ

ନୂଆଦିଲ୍ଳୀ()  ରାଜ୍ୟସଭା ନିର୍ବାଚନ ପାଇଁ ବାଜିଲା ବିଗୁଲ । ମାର୍ଚ୍ଚ ୨୬ରେ ରାଜ୍ୟସଭା ନିର୍ବାଚନ ହେବ । ମାର୍ଚ୍ଚ ୬ରେ ଏନେଇ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇବାକୁ ଥିବା ବେଳେ ମାର୍ଚ୍ଚ ୧୩ରେ ନାମାଙ୍କନ ଦାଖଲର ଶେଷ ଦିନ ହେବ । ସେହିପରି ମାର୍ଚ୍ଚ ୧୮ରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର…

୧୩ ମୃତ ବିଦେଶୀ ପକ୍ଷୀ ଜବତ, ୩ ଗିରଫ

ଟାଙ୍ଗୀ: ଥମୁନି ପକ୍ଷୀ ଶୀକାର। ଜବତ ହେଲା ୧୩ବିଦେଶୀ ପକ୍ଷୀ। ପକ୍ଷୀ ଶୀକାର ଅଭିଯୋଗରେ ୩ଜଣ ଶିକାରୀଙ୍କୁ ଗିରଫ କରିଛି ଟାଙ୍ଗୀ ବନ୍ୟପ୍ରାଣୀ ବିଭାଗ। ବରୁଣପଡା ନିକଟ ଫିଟି ଖମ୍ବ ନିକଟରୁ ପକ୍ଷୀ ଶୀକାର କରାଯାଉଥିବା ଖବର ପାଇ ଚଢାଉ କରାଯାଇଥିଲା। ସେମାନଙ୍କ ନିକଟରୁ ମୃତ ପକ୍ଷୀ ସହ ଶୀକାର…

ସ୍ୱାମୀଙ୍କୁ ବର୍ଥ ଡେ’ କିସ୍‌ ଦେଇ, ବିପାଶା ସେୟାର କଲେ ରୋମାଣ୍ଟିକ ଫଟୋ

ଅଭିନେତ୍ରୀ ବିପାଶା ବସୁ ଏବେ ସ୍ୱାମୀ କରଣ ସିଂହ ଗ୍ରୋଭରଙ୍କ ସହ ମାଳଦ୍ୱୀପରେ ଛୁଟି କାଟୁଛନ୍ତି। ମାଳଦ୍ୱୀପରେ ଏହି ଲଭ ବାର୍ଡ ଖୁବ୍‌ ମସ୍ତି କରୁଥିବା ଦେଖାଯାଇଛି। ମାଳଦ୍ୱୀପରେ ରୋମାନ୍ସ କରୁଥିବା ବେଳର ଫଟୋକୁ ନିକଟରେ ବିପାଶା ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଫଟୋରେ ଉଭୟେ ପତି ପତ୍ନୀ…