Odia News Portal

ଆଜି ଆପଣଙ୍କ ରାଶି କଣ କହୁଛି ଆସନ୍ତୁ ଜାଣିବା

ମେଷ ଆଜି ଆଧ୍ୟାତ୍ମିକ ଗ୍ରହ ଶନିଙ୍କ ସହ ଚନ୍ଦ୍ରଙ୍କ ସଂଯୋଗ ଆପଣଙ୍କୁ ଧାର୍ମିକ ଭାବନାରେ ନିମଜ୍ଜିତ କରାଇବ। ପାରିବାରିକ ଜୀବନରେ ସହନଶୀଳତା ଏବଂ ମନକୁ ସୁହାଇଲା ଭଳି କଥାକହି ପରିବେଶକୁ ହାଲୁକା କରିବେ। ଆଲୋଚନାକାଳରେ ମନକଥାକୁ ମନ ଭିତରେ ଚାପି ରଖି ବନ୍ଧୁଙ୍କ ସହ କଥା ହେବାକୁ…

ଇୋନେସିଆରେ ହେବ ବିଜୁ ଗ୍ୟାଲେରୀ

ଭୁବନେଶ୍ୱର : ଇୋନେସିଆରେ ଏକ ବିଜୁ ଗ୍ୟାଲେରୀ କରାଯିବା ସହିତ ବିଜୁଙ୍କ ଜୀବନିକୁ ନେଇ କ୍ଷୁଦ୍ର ପୁସ୍ତକ ପ୍ରକାଶ କରାଯିବ ବୋଲି ଓଡିଶାକୁ ଇୋନେସିଆରୁ ତିନି ଦିନିଆ ଗସ୍ତରେ ଆସିଥିବା ପଦ୍ମଶ୍ରୀ ଅଗୁଷ ଇନ୍ଦ୍ର ଉଦାୟନ ପ୍ରକାଶ କରିଛନ୍ତି । ଦୀର୍ଘ ୨୦ ବର୍ଷ ଧରି ଗାନ୍ଧିଜୀଙ୍କ ବାର୍ତ୍ତାକୁ…

ସାଲୁଟ୍‌ ମାରି ଶେଷ ସମ୍ମାନ ଜଣାଇଲେ ଝିଅ

ଜୟପୁର : ବାପାଙ୍କୁ ଶେଷ ସମ୍ମାନ । ତ୍ରିରଙ୍ଗାରେ ସଜେଇ ହୋଇଥିବା ବାପାଙ୍କ ପାର୍ଥିବ ଶରୀରକୁ ସାଲୁଟ୍‌ ମାରି ଶେଷ ସମ୍ମାନ ଜଣାଇଲେ ଝିଅ । ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଜୟପୁରରେ । ଗୁଜୁରାଟ ସୀମାନ୍ତରେ ବିଏସ୍‌ଏଫ୍‌ ୧୫୪ ବାଟାଲିୟନ୍‌ରେ କାର୍ଯ୍ୟରତ ଥିଲେ ଯବାନ କୃଷ୍ଣଚନ୍ଦ୍ର ସାହୁ ।…

କାର ଓ ବାଇକ ଭଳି ଟ୍ରେନ ରେ କେତେ ସିସିର ଇଞ୍ଜିନ ଥାଏ, ଜାଣନ୍ତୁ

କାର ଏବଂ ବାଇକ ରେ ୮୦ ରୁ ୫୦୦ ସିସି ପର୍ୟ୍ୟନ୍ତ ଇଞ୍ଜିନ ଥାଏ । ରୋୟାଲ ଏଂଫିଲଡ଼ ବାଇକ ରେ ୫୦୦ ରୁ ଅଧିକ ସିସି ର ମଧ୍ୟ ଇଞ୍ଜିନ ବ୍ୟବହାର ହଉଛି । କେବେ ଭାବିଛନ୍ତି ଟ୍ରେନ ରେ କେତେ ସିସି ର ଇଞ୍ଜିନ ବ୍ୟବହାର ହୁଏ? ଆସନ୍ତୁ ଜାଣିବା ଏହି ବିଷୟରେ  ..... ଛୋଟ ଇଞ୍ଜିନ ବ୍ୟବହାର…

ପୃଥକ ପୃଥକ ଦୁର୍ଘଟଣା ଘଟି ଚାଲିଗଲା ୨୬ ଜଣଙ୍କ ଜୀବନ

ଚେନ୍ନାଇ: ତାମିଲନାଡୁରେ ପୃଥକ  ପୃଥକ ଦୁର୍ଘଟଣା ଘଟି ଚାଲିଯାଇଛି ୨୬ ଜଣଙ୍କର ଜୀବନ। ପୋଲିସର କହିବା ମୁତାବକ ଗୁରବାର ଦିନ ଏକ ଯାତ୍ରୀବାହୀ ବସକୁ ଏକ ଟ୍ରକ ଧକ୍କା ଦେବା ଫଳରେ ୨୦ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଛି ।  ବସଟି ବେଙ୍ଗାଲୁରୁରୁ ଏର୍ଣ୍ଣାକୁଲମ ଯିବା ବାଟରେ ତ୍ରୀପୁରା ଜିଲ୍ଲାର…

ରାତି ପାହିଲେ ଜାଗରଯାତ୍ରା, ଚଳଚଞ୍ଚଳ ଏକାମ୍ର କ୍ଷେତ୍ର

ଭୁବନେଶ୍ବର : ରାତି ପାହିଲେ ଜାଗର । ମହାଶିବରାତ୍ରି ପାଇଁ ଚଳଚଞ୍ଚଳ ଏକାମ୍ର କ୍ଷେତ୍ର । ଆସନ୍ତାକାଲି ରାତି ୧୦ଟାରେ ଲିଙ୍ଗରାଜ ମନ୍ଦିରରେ ଉଠିବ ମହାଦୀପ । ନୀତି ନିର୍ଘଣ୍ଟକୁ ଶୃଙ୍ଖଳିତ କରିବା ପାଇଁ ସେବାୟତଙ୍କ ସହ ଆଲୋଚନା କରିଛନ୍ତି ମନ୍ଦିର ପ୍ରଶାସନ । ଆସନ୍ତାକାଲି ଭୋର ୩ଟାରେ ଦ୍ୱାର…

ଆସନ୍ତୁ ଜାଣିବା କେବେ ଚାଲିବ ଶ୍ରୀରାମାୟଣ ଏକ୍ସପ୍ରେସ୍‌

ନୂଆଦିଲ୍ଲୀ : ମହାକାଳ ଏକ୍ସପ୍ରେସ୍‌ ପରେ ଏବେ ଶ୍ରୀ ରାମାୟଣ ଏକ୍ସପ୍ରେସ ଟ୍ରେନ ପୁଣିଥରେ ଚାଲିବା ପାଇଁ ପ୍ରସ୍ତୁତ ହୋଇଛି। ଆଇଆରସିଟିସି(IRCTC)ର ଏହି ଟୁରିଷ୍ଟ ଟ୍ରେନ ଆସନ୍ତା ମାର୍ଚ୍ଚ ୨୮ ତାରିଖରୁ ଚାଲିବ। ଏହି ସିଜିନ୍‌ରେ ଚାଲିବାକୁ ଥିବା ଶ୍ରୀ ରାମାୟଣ ଏକ୍ସପ୍ରେସ ଟ୍ରେନରେ ଅନେକ…

ଓୟୁଏଟି ପାଇଁ ନୂଆ ଛାତ୍ରାବାସ ଓ ସ୍ପୋର୍ଟସ କମ୍ପଲେକ୍ସ

ଭୁବନେଶ୍ୱର() ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ(ଓୟୁଏଟି) ପରିସରରେ ୧୦୦୦ ଆସନ ବିଶିଷ୍ଟ ଛାତ୍ରବାସୀ ଏବଂ ସ୍ପୋର୍ଟସ କମ୍ପଲେକ୍ସ ନିର୍ମାଣ କରାଯିବ । ଏଥି ସହିତ ଯେଉଁ ଛାତ୍ରବାସ ଗୁଡିକ ବିପଦ ସଙ୍କୁଳ ଅବସ୍ଥାରେ ରହିଛି ସେଗୁଡିକ ଭାଙ୍ଗି ଦେବା ସହ ଭଲ ସ୍ଥିତିରେ ଥିବା ଛାତ୍ରବାସ ଗୁଡିକର…

ତେଲୁଗୁ ଇଣ୍ଡଷ୍ଟ୍ରୀରେ ଡେବ୍ୟୁ କରିବେ ଏହି ଅଭିନେତ୍ରୀ

ସାଉଥ୍‌ ଫିଲ୍ମରେ ଡେବ୍ୟୁ କରିବେ ବଲିଉଡ୍‌ ଅଭିନେତ୍ରୀ ଅନନ୍ୟା ପାଣ୍ଡେ। ସେ ନିର୍ଦ୍ଦେଶକ ପୁରୀ ଜଗନ୍ନାଧଙ୍କ ଫିଲ୍ମରେ ଅଭିନେତା ବିଜୟ ଦେବରକୋଣ୍ଡାଙ୍କ ସହ ନଜର ଆସିବେ। ଏଥିରେ ଅନନ୍ୟା ଲିଡ୍‌ ରୋଡ୍‌ରେ ଅଭିନୟ କରିବେ। ଫିଲ୍ମର ନାଁ ‘ଫାଇଟର’। ଏହି ମୁଭି ହିନ୍ଦୀ ଏବଂ ତେଲୁଗୁ ଭାଷାରେ ତିଆରି…

କିଟ୍ କ୍ୟାମ୍ପସ୍‌ରେ ଖେଲୋ ଇଣ୍ଡିଆର ଟ୍ରଫି ଉନ୍ମୋଚିତ

ଭୁବନେଶ୍ୱର : ସ୍ଥାନୀୟ କିଟ୍ କ୍ୟାମ୍ପସ୍‌ରେ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରିଡାର ଟ୍ରଫି ଔପଚାରିକ ଭାବେ ଉନ୍ମୋଚିତ ହୋଇଛି । ୟୁନିଭର୍ସିଟି ଅଫ୍ ମହୀଶୂର ଓ ଲକ୍ଷ୍ମୀ ବାଇ ନ୍ୟାସ୍‌ନାଲ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଫିଜିକାଲ ଏଜୁକେସନ ଗ୍ୱାଲିୟର୍‌ର ଛାତ୍ରଛାତ୍ରୀମାନେ ବହୁ ଆଡମ୍ବର ମଧ୍ୟରେ…