ରାଜ୍ୟର ଏହି ସପିଂ ମଲକୁ ୫୦ ହଜାର ଫାଇନ୍
ସମ୍ବଲପୁର() ସମ୍ବଲପୁର ସ୍ଥିତ ଆନନ୍ଦ ସୁପର ବଜାର ବିରୋଧରେ ୫୦ ହଜାର ଟଙ୍କାର ଜରିମାନା କରିଛି ପ୍ରଶାସନ । ସୋମବାର ସଂଧ୍ୟାରେ ଏହି ମଲର ଖୋଲା ଥିବାରୁ ଏହି ଫାଇନ୍ କରାଯାଇଛି । ପୂର୍ବରୁ କରୋନା ପାଇଁ ମଲ୍ ବନ୍ଦ କରିବାକୁ ନିର୍ଦ୍ଦେଶ ରହିଥିଲା । କରୋନାକୁ ସତର୍କତା ପଦକ୍ଷେପ ମୂଳକ ସ୍କୁଲ,…
