Odia News Portal

ନୃତ୍ୟ ଓ ସଙ୍ଗୀତ କ୍ଷେତ୍ରରେ ଅବଦାନ ପାଇଁ ସାଲୁ ଜିନ୍ଦଲଙ୍କୁ ଉର୍ବଶୀ ପୁରସ୍କାର

ଭୁବନେଶ୍ୱର() ଭାରତୀୟ ନୃତ୍ୟ ଓ ସଙ୍ଗୀତ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବିଶିଷ୍ଟ କୁଚ୍ଚିପୁଡି ନୃତ୍ୟାଙ୍ଗନା ତଥା ଜେଏସପିଏଲ ଫାଉଣ୍ଡେସନର ଅଧ୍ୟକ୍ଷା ଶ୍ରୀମତୀ ସାଲୁ ଜିନ୍ଦଲଙ୍କୁ ସମ୍ମାନଜନକ ଉର୍ବଶୀ ପୁରସ୍କାରରେ ସମ୍ମାନୀତ  କରାଯାଇଛି । ପ୍ରସିଦ୍ଧ ସଙ୍ଗୀତଜ୍ଞ ପ୍ରଦ୍ମଶ୍ରୀ ପ୍ରଫୁଲ…

ନମସ୍କାରର ପ୍ରକୃତ ଅର୍ଥ

ମୁମ୍ବାଇ () ‘ନମସ୍କାର’ର ସଠିକ୍ ଅର୍ଥକୁ ନେଇ ଏକ ଟୁଇଟ କରିଛନ୍ତି ଅଭିନେତା ଅମିତାଭ ବଚ୍ଚନ । ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ବିଗ୍ ବି ଏହି ଟୁଇଟ୍ରେ ଲେଖିଛନ୍ତି, ନମସ୍କାର କେବଳ ଆମର ସଭ୍ୟତାର ପ୍ରତୀକ, ପ୍ରଥା ବା ପରମ୍ପରା ନୁହେଁ। ଏହା ହେଉଛି ଆମର ଆଦର୍ଶ ଓ…

ପ୍ରାକୃତିକ ବିପର୍ଯ୍ୟୟ ପାଇଁ ରାଜ୍ୟରେ ଅଭିବୃଦ୍ଧି ହାର କମିଛି

ଭୁବନେଶ୍ୱର()  ରାଜ୍ୟରେ ଅଭିବୃଦ୍ଧି ହାର କମିଲା । । ବଜେଟ ପୂର୍ବରୁ ଉପସ୍ଥାପନ ହେଲା ଅର୍ଥନୈତିକ ସର୍ଭେ ରିପୋର୍ଟ । ଚଳିତ ବର୍ଷ ଅଭିବୃଦ୍ଧି ହାର ୬.୧୬% ରହିବା ଆକଳନ ହୋଇଛି । ଗତବର୍ଷ ରାଜ୍ୟରେ ଆର୍ଥିକ ଅଭିବୃଦ୍ଧି ହାର ୭.୯୦% କରିଥିଲା । ବାତ୍ୟା ଯୋଗୁଁ କୃଷି ଉପôାଦନ କମିଥିବାରୁ…

ଏଣିକି ମହିଳା ଅଧିକାରୀଙ୍କୁ ସ୍ଥାୟୀ ପଦପଦବୀ

ନୂଆଦିଲ୍ଲୀ () ମହିଳା ଅଧିକାରୀଙ୍କୁ ଏଣିକି ସ୍ଥାୟୀ ପଦପଦବୀ ମିଳିବ।ଆଜି ଏନେଇ ଐତିହାସିକ ରାୟ ପ୍ରଦାନ କରିଛନ୍ତି ସୁପି୍ରମକୋର୍ଟ । ପୁରୁଷଙ୍କ ଭଳି ସେନାରେ ମହିଳାଙ୍କ ନିଯୁକ୍ତି ପାଇଁ ମଧ୍ୟ ସମାନ ନୀତି ଅବଲମ୍ବନ କରାଯିବ। ସେନା ବାହିନୀରେ ସର୍ବଦା ସମାନତା ରହିବା ଦରକାର ବୋଲି ମଧ୍ୟ କୋର୍ଟ…

ଓୟୁଏଟି ଭିତିଭୂମୀର ବିକାଶ ନେଇ ଅଧିକାରୀଙ୍କ ସହ ୫-ଟି ସଚିବଙ୍କ ଆଲୋଚନା

ଭୁବନେଶ୍ୱର() ଓଡିଶା କୃଷି ଓ ବୈଷୟିକ ବିଶ୍ୱ ବିଦ୍ୟାଳୟକୁ ଅଚାନକ ଗସ୍ତ କରିଛନ୍ତି ଫାଇଭ-ଟି ସଚିବ ଭି. କାର୍ତିକେୟାନ ପାଣ୍ଡିଆନ୍ । ପ୍ରାତଃ ଭ୍ରମଣରେ ଯିବା ସମୟରେ ପହଂଚି ଯାଇଥିଲେ ଫାଇଭ-ଟି ସଚିବ । ଓୟୁଏଟି ଭିତରେ ବୁଲିବା ପରେ ଭିତିଭୂମୀର ବିକାଶ ନେଇ ଅଧିକାରୀଙ୍କ ସହ ଅଧିକ ଆଲୋଚନା…

କ୍ୟାବିନେଟରେ ଉଚ୍ଚଶିକ୍ଷା ବିଭାଗର ପ୍ରସ୍ତାବକୁ ମଂଜୁରୀ

ଭୁବନେଶ୍ୱର() ଆଜି ୫ ପ୍ରସ୍ତାବକୁ କ୍ୟାବିନେଟରେ  ମୋହର ବାଜିଛି ।  ସକାଳ ୯ଟା ୪୫ ମିନିଟରେ  ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ କ୍ୟାବିନେଟ୍ ବୈଠକରେ ଏହି ନିଷ୍ପତି ହୋଇଛି ।  ସାଧାରଣ ପ୍ରଶାସନ, ଏସସି/ଏସଟି, ପୁର୍ତ୍ତ ଓ ଉଚ୍ଚଶିକ୍ଷା ବିଭାଗର ପ୍ରସ୍ତାବକୁ ମଂଜୁରୀ ମିଳିଛି ।…

୬୦ ପ୍ରତିଶତ ବିଲ୍ ପୈଠ କଲେ ମିଳୁଛି ଛାଡ଼

ଭୁବନେଶ୍ୱର() ବକେୟା ବିଲ୍କୁ ନେଇ ସାଉଥକୋ ଓ ନେସ୍କୋ ପକ୍ଷରୁ ବିଦ୍ୟୁତ୍ କାଟ୍ ପ୍ରକ୍ରିୟା ଆରମ୍ଭ ହୋଇଛି। ଗତକାଲିଠାରୁ ଏହି ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଆଜି ମଧ୍ୟ ଏହା ଜାରି ରହିବ। ଗତକାଲି ବ୍ରହ୍ମପୁରରେ ୨୨ଟି ଟିମ୍ ଗଠନ କରାଯାଇ ବିଭିନ୍ନ ଅଞ୍ଚଳରୁ ବକେୟା ଥିବା ଉପଭୋକ୍ତାଙ୍କ…

ସୋସିଆଲ ମିଡିଆରେ ଚର୍ଚ୍ଚା, ଯୁବତୀଙ୍କ ହଟ୍ ସେଲ୍ଫି ପୋଷ୍ଟ୍ କରି

ଜେରୁଜେଲମ :  ସାରା ବିଶ୍ୱରେ ଏକ ଶକ୍ତିଶାଳୀ ଓ  ସମୃଦ୍ଧ ସେନା ଭାବେ ପରିଚିତ ଇସ୍ରାଏଲ ସେନା ଏପରି ଏକ କାମ କରିଛି, ଯାହାକୁ ନେଇ ଅନେକ ସମାଲୋଚନାର ଶରବ୍ୟ ହେବାକୁ ପଡିଛି। ସେନା ଏକ ହଟ୍ ସେଳ୍ପି ସୋସିଆଲ ମିଡିଆରେ ପୋଷ୍ଟ କରିଛି। ଏହାପରେ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି। ଆଜି…

ରସିକିଆ ଯବାନଙ୍କୁ ଚପଲରେ ପିଟିଲେ ଯୁବତୀ

ଭୁବନେଶ୍ୱର : ଯୁବତୀଙ୍କୁ ଅଶ୍ଳୀଳ ଇଙ୍ଗିତ କରିବା ମହଙ୍ଗା ପଡ଼ିଛି ଜଣେ ଯବାନଙ୍କୁ । ରବିବାର ଅପରାହ୍ନରେ କଳ୍ପନା ଛକରେ ଏହି ରସିକିଆ ଯବାନ ଜଣଙ୍କ ନିର୍ଧୁମ ଛେଚା ଖାଇଛନ୍ତି । ସଂପୃକ୍ତ ଯବାନଙ୍କୁ କ୍ୟାପିଟାଲ ଥାନା ପୁଲିସ ଲୋକଙ୍କ କବଳରୁ ଉଦ୍ଧାର କରି ଥାନାରେ ଅଟକ ରଖିଛି । ତାଙ୍କ ନାମ…

ସରିଲା ଯାତ୍ରା ଲଢ଼େଇ, ପୁଣି ଅପେକ୍ଷା ଆର ବର୍ଷକୁ

ଭୁବନେଶ୍ୱର : ରବିବାର ଶେଷ ହୋଇଛି ଖଣ୍ଡଗିରି ଯାତ୍ରା ଲଢ଼େଇ । ଆସନ୍ତାକାଲିଠୁ ମଞ୍ଚ ଅନ୍ଧାର । ପୁଣି ଅପେକ୍ଷା ଆର ବର୍ଷକୁ । ଆଜି ଶେଷ ରାତିରେ ସବୁ ପାର୍ଟିରେ ଖଚାଖଚ୍‌ ଭିଡ଼ ଦେଖିବାକୁ ମିଳିଛି । ଗତ ୫ ତାରିଖରୁ ଦୀର୍ଘ ୧୨ ରାତି ଧରି ୧୨ ନାମକରା ଅପେରା ପାର୍ଟିଙ୍କ ମଧ୍ୟରେ ଚାଲିଥିଲା…