Odia News Portal

ଶ୍ରୀମନ୍ଦିର ପରିସରରେ ପାନ ଛେପ ଦେଖି ରାଗିଲେ ପାଣ୍ଡିଆନ

ପୁରୀ () ଆଜି ମହାପ୍ରଭୁଙ୍କ ଦର୍ଶନ ପାଇଁ ପୁରୀ ଯାଇଥିଲେ ୫-ଟି ସଚିବ ଭି.କେ. ପାଣ୍ଡିଆନ । ହେଲେ ଶ୍ରୀମନ୍ଦିର ଭିତରେ ଅସ୍ୱଚ୍ଛ ଦେଖି ରାଗି ଯାଇଥିଲେ ୫-ଟି ସଚିବ । ମହାପ୍ରଭୁଙ୍କ ଦର୍ଶନ ପାଇଁ ଯାଉଥିବା ବେଳେ ପାଣ୍ଡିଆନ ଶ୍ରୀମନ୍ଦିର ଘଣ୍ଟିଦ୍ବାର ନିକଟରେ ପାନ ଛେପ ପଡ଼ିଥିବା ଦେଖିଥିଲେ।…

ଆଜି ଆପଣଙ୍କ ରାଶି କଣ କହୁଛି ଆସନ୍ତୁ ଜାଣିବା

ମେଷ କେତୁଙ୍କ ନକ୍ଷତ୍ରରେ ରହି କେତୁ ଯୁକ୍ତ କାରଣରୁ ସାଧାରଣ କଥାରେ ବେଶି ବିବ୍ରତ ହେବା ନିଜ ପାଇଁ କ୍ଷତିର କାରଣ ହୋଇପାରେ। ଶନି ଦୃଷ୍ଟିରେ ଚନ୍ଦ୍ର ରହିଥିବାରୁ ସାମାଜିକ ସ୍ତରରେ ଅନ୍ୟମନସ୍କ ଓ ଭୁଲ୍‌ ବୁଝାମଣା ଯୋଗୁ ଅନ୍ୟମାନଙ୍କୁ ସନ୍ଦେହ ଚକ୍ଷୁରେ ଦେଖିପାରନ୍ତି। କର୍ମକ୍ଷେତ୍ରରେ…

କଳ୍ପନାଙ୍କ ପରିଚୟ କେମିତି ପାଇଲା ଛତିଶଗଡ ପୋଲିସ

ଛତିଶଗଡ() ଜଣେ ରାଜନେତା କିପରି ନରହନ୍ତା ସାଜିପାରେ ସେ ସମ୍ପପର୍କରେ ଗିରଫ ହୋଇଥିବା ଝାରସୁଗୁଡାର ପୂର୍ବତନ ବିଧାୟକ ଅନୁପ ସାଏଙ୍କର ପୋଲିସ ଆଗରେ ବୟାନରୁ ସ୍ପଷ୍ଟ ହୋଇଯାଇଛି । ନିଜେ ଅନୁପ ଆତତାୟୀ ସାଜି ନିଜର ପ୍ରେମିକା ଓ ତାର ୧୪ ବର୍ଷର ନାବାଳିକା ଝିଅକୁ ଅତି ଅମାନୁଷିକ ଭାବରେ ହତ୍ୟା…

ଏଣିକି ବିଧାନସଭାରେ ଉପସ୍ଥିତ ରହିବେ ଅଫିସର

ଭୁବନେଶ୍ୱର()  ଏଣିକି ବିଧାନସଭାରେ ଉପସ୍ଥିତ ରହିବେ ଅଫିସର । ଏନେଇ ଆଜି ନିଦେ୍ର୍ଧଶ ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ଅଫିସରମାନେ ଗୃହ କାର୍ଯ୍ୟ ବେଳେ ତାଙ୍କ ବିଭାଗର ଆଲୋଚନା ବେଳେ ଉପସ୍ଥିତ ରହିବେ । ସମ୍ପୃକ୍ତ ଅଫିସରମାନେ ସେମାନଙ୍କ ଗ୍ୟାଲେରୀରେ ବସିବେ । ଆଉ ଆବଶ୍ୟକ…

ସ୍କୁଲ ଭ୍ୟାନକୁ ଲାଗିଲା ୧୭,୫୦୦ଟଙ୍କାର ଫାଇନ୍

ଭଦ୍ରକ() ସ୍କୁଲ ପିଲାଙ୍କୁ ନେଇ ଯାଉଥିବା ଟାଟା ମ୍ୟାଜିକକୁ ଗାଡିକୁ ବଡ଼ ଧରଣର ଫାଇନ ଲାଗିଛି କ୍ଷ ଟାଟା ମ୍ୟାଜିକ ଗାଡିକୁ ୧୭,୫୦୦ଟଙ୍କା ଫାଇନ୍ ଲଗାଇଛି ଭଦ୍ରକ ଜଞଙ । ଭଦ୍ରକ ଗ୍ରାମାଂଚଳ ଥାନା ନିକଟରେ ପରିବହନ ବିଭାଗ ପକ୍ଷରୁ ଗାଡ଼ି ଯାଂଚ ବେଳେ ଧରାପଡ଼ିଥିଲା ଏହି ସ୍କୁଲ ଭ୍ୟାନ । ଯାଞ୍ଚ…

ସ୍କୁଲ ଭ୍ୟାନରେ ନିଆଁ, ଜଳିଗଲେ ୪ ଶିଶୁ

ପଞ୍ଜାବ() ସ୍କୁଲ ଭ୍ୟାନରେ ନିଆଁ ଲାଗି ଜଳିଗଲେ ୪ ଶିଶୁ । ଏହି ଛାତିଥରା ଘଟଣା ଘଟିଛି ପଞ୍ଜାବର ସଙ୍ଗରୁର ଜିଲ୍ଲା ଲୋଙ୍ଗୋୱାଲ ସହରରେ । ସ୍କୁଲରୁ ଫେରୁଥିବା ସମୟରେ ଭ୍ୟାନରେ ଲାଗିଥିଲା କାଳରୂପୀ ନିଆଁ । କେହି କିଛି ବୁଝିବା ପୂର୍ବରୁ ନିଆଁରେ ଜଳିଯାଇଛନ୍ତି ୪ ଜଣ ଶିଶୁ । ବସରେ ମୋଟ୍ ୧୨ ଜଣ…

ପ୍ରେମ ଦିବସରେ ଶିକ୍ଷକ କରାଇଲେ ଶପଥ, କରିବେ ନାହି ପ୍ରେମ କି ପ୍ରେମ ବିବାହ

ମହାରାଷ୍ଟ୍ର() ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଯେଉଁଠାରେ ଭାଲେଣ୍ଟାଇନ୍ସ ଡେ’ ଅବସରରେ ପିଲାମାନଙ୍କୁ ଶିକ୍ଷକ ପ୍ରେମ କରିବାକୁ ବାରଣ କରିଥିବା ବେଳେ ପ୍ରେମ ବିବାହ ନ କରିବାକୁ ଶପଥ ଦେଇଛନ୍ତି। ଏହାସହ ଯେଉଁ ପୁଅ ଯୌତୁକ ମାଗୁଥିବ ସେଭଳି ପୁଅଙ୍କୁ ମଧ୍ୟ ବିବାହ ନ କରିବାକୁ ଶପଥ କରାଯାଇଛି।…

ଭାରତର ଏହି ମୁଖ୍ୟମନ୍ତ୍ରୀଙ୍କୁ ମିଳିଥାଏ ସବୁଠାରୁ ଅଧିକ ଦରମା

ଭୁବନେଶ୍ୱର() କୌଣସି ବି ରାଜ୍ୟର ମୁଖ୍ୟମନ୍ତ୍ରୀ ର ବେତନ ସେହି ରାଜ୍ୟର ବିଧାନସଭା ଧାର୍ୟ କରିଥାଏ। କେନ୍ଦ୍ର ସହ ଏହାର କୌଣସି ସମ୍ପର୍କ ନଥାଏ। ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀ ଙ୍କ ବେତନ ସମାନ ନଥାଏ, ସମସ୍ତଙ୍କ ଅଲଗା ଅଲଗା ହୋଇଥାଏ। ତେବେ ଆଜି ଆମେ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ମଖସିକ ଦରମା…

ଏହି ଫିଲ୍ମ ଦେଖି ରାଗିଗଲେ ମୁଖ୍ୟମନ୍ତ୍ରୀ

ମୁମ୍ବାଇ() ଚର୍ଚ୍ଚାରେ ଫିଲ୍ମ ‘ମଲଙ୍ଗ’ । ଗତ ଶୁକ୍ରବାର ଫିଲ୍ମଟି ରିଲିଜ ହୋଇଥିବା ବେଳେ ଆଜି ପର୍ଯ୍ୟନ୍ତ ୪୦ କୋଟି ଆୟ କରିଛି ଏହି ଫିଲ୍ମଟି । ଆଦିତ୍ୟ ରାୟ କପୁର ଓ ଦିଶା ପଟାନୀଙ୍କୁ ନେଇ ନିର୍ମାଣ ହୋଇଥିବା ଏହି ଥ୍ରୀଲର୍ ଫିଲ୍ମରେ ଗୋଆର ପାର୍ଟି କଲଚର୍ ଓ ରେବ୍ ପାର୍ଟିକୁ ଦେଖାଇବାକୁ…

ମହିଳା କମିଶନରେ ୧୦୩ ମିଥ୍ୟା ବିବାହ ପ୍ରତିଶ୍ରୁତି ମାମଲା

ଭୁବନେଶ୍ୱର() ରାଜ୍ୟରେ ମହିଳା ମାନଙ୍କ ଉପରେ ହେଉଥିବା ଅତ୍ୟାଚାର ସମ୍ପର୍କୀୟ ୧୦୧୩୦ଟି ମହଦମା ମହିଳା କମିଶନଙ୍କ ନିକଟରେ ବିଚାର ପାଇଁ ପଡିରହିଛି ବୋଲି ଆଜି ବିଧାନସଭାରେ ବିଭାଗୀୟ ମନ୍ତ୍ରୀ ଟୁକୁନି ସାହୁ ସୂଚନା ଦେଇଛନ୍ତି । ବିଜେଡିି ବିଧାୟକ ଉମାକାନ୍ତ ମାମନ୍ତରାୟଙ୍କ ପ୍ରଶ୍ନର ଉତ୍ତର ଦେଇ…