Odia News Portal

ଆଜି ୪୦୦ରୁ ଅଧିକ ଟ୍ରେନ୍ ବାତିଲ୍

ନୂଆଦିଲ୍ଲୀ() ଭାରତୀୟ ରେଳ ଏକ ବଡ଼ ଝଟ୍‌କା ଦେଇଛି । ଭାରତୀୟ ରେଳବାଇ (ଇଣ୍ଡିଆନ୍ ରେଲୱେ) ପକ୍ଷରୁ ବୁଧବାର ବାତିଲ୍ ହୋଇଥିବା ଟ୍ରେନ୍‌ର ତାଲିକା ପ୍ରକାଶ ପାଇଛି । ରେଳ ବିଭାଗ ଅନୁଯାୟୀ, ମାର୍ଚ୍ଚ ୧୧ତାରିଖରେ ୪୦୦ରୁ ଅଧିକ ଟ୍ରେନ୍ ବାତିଲ୍ କରାଯାଇଛି । ଭାରତୀୟ ରେଳବାଇ ଦ୍ୱାରା ଜାରି…

ଆଜିଠୁ ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ବଜେଟ୍‌ ଅଧିବେଶନ

ଭୁବନେଶ୍ବର: ଆଜିଠୁ ଆରମ୍ଭ ହେବ ବଜେଟ୍‌ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ। ଆରମ୍ଭରୁ ବିରୋଧୀଙ୍କ ହାତରେ, ୟେସ ବ୍ୟାଙ୍କରେ ଶ୍ରୀମନ୍ଦିରର ୫୪୫ କୋଟି ରଖିବା ପ୍ରସଙ୍ଗ। ଏହାକୁ ନେଇ ଉଠିବ ପଡିବ ବିଧାନସଭା। ବିରୋଧୀ ଦଳର ରଣନୀତିରୁ ଏମିତି ଆଭାସ ମିଳିଛି। ଶ୍ରୀମନ୍ଦିର ପ୍ରଶାସନ କେଉଁ ପରିସ୍ଥିତିରେ…

ଆଜି ଆପଣଙ୍କ ରାଶି କଣ କହୁଛି ଆସନ୍ତୁ ଜାଣିବା

ମେଷ ଆଜି ରବି ଓ ବୁଧଙ୍କ କୋଣଭାବ ପ୍ରତି ପୂର୍ଣ୍ଣଦୃଷ୍ଟି ଯୋଗୁଁ ଆପଣଙ୍କ ନିଷ୍ପତି ସର୍ବଜନଗ୍ରାହ୍ୟ ହେବ । ଘର,ପରିବାର,ଯାନବାହାନ,ସଭାସମିତି ତଥା ଅନୁଷ୍ଟାନିକ କାମରେ ସଫଳତା ପାଇବେ। ପାପଦୃଷ୍ଟ ମଙ୍ଗଳ ହେତୁ ସ୍ବାସ୍ଥ୍ୟ ପ୍ରତି ସଚେତନ ରହିବା ଜରୁରୀ । ଶିଳ୍ପ, ବାଣିଜ୍ୟ,ବ୍ୟବସାୟ…

ବାଦାମବାଡ଼ି ବସଷ୍ଟାଣ୍ଡ ପରିଦର୍ଶନ କଲେ 5ଟି ସଚିବ

କଟକ: କଟକରେ 5ଟି ସଚିବ । ସହରର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଛନ୍ତି ଭି.କାର୍ତ୍ତିକେୟ ପାଣ୍ଡିଆନ । ଭୋର ପ୍ରାୟ ୫ଟା ସମୟରେ ବାଦାମବାଡ଼ି ବସଷ୍ଟାଣ୍ଡ ବୁଲିଥିଲେ । ବାଦାମବାଡ଼ିକୁ ଉନ୍ନତମାନର ବସଷ୍ଟାଣ୍ଡରେ ପରିଣତ କରିବାକୁ ଆବଶ୍ୟକ ଭିତ୍ତିଭୂମିର ସମୀକ୍ଷା କରିଛନ୍ତି । ଏହା ପରେ ଅନୁଗୁଳ…

ବାଦାମବାଡି ବସ୍‌ ଷ୍ଟାଣ୍ଡ ପରିଦର୍ଶନ କଲେ ୫-ଟି ସଚିବ

କଟକ: କଟକରେ ୫-ଟି ସଚିବ ଭି. କେ ପାଣ୍ଡିଆନ୍‌ । ଭୋରରୁ ଅଚାନକ କଟକ ବାଦାମବାଡି ବସ୍‌ ଷ୍ଟାଣ୍ଡ ପରିଦର୍ଶନ କରିଥିଲେ । ବସ୍‌ ଷ୍ଟାଣ୍ଡର ଉନ୍ନତିକରଣ ପାଇଁ ସ୍ଥିତିର ସମୀକ୍ଷା କରିଛନ୍ତି ପାଣ୍ଡିଆନ । ଏହା ପରେ ବାଦାମବାଡି ସେସୁ କାର୍ଯ୍ୟାଳୟ, ଏସ୍‌ସିବି ସମ୍ପ୍ରସାରଣ ପାଇଁ ରାଣୀହାଟ ଯୋବ୍ରା…

ଆଜି ମା ବିରଜାଙ୍କ ଝୁଲଣ ଯାତ୍ରା

ଯାଜପୁର ଟାଉନ : ଆଜି ପବିତ୍ର ଦୋଳ ପୂର୍ଣ୍ଣମୀ ।ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ଝୁଲଣ ଯାତ୍ରା । ମାଙ୍କ ବିଜେପ୍ରତିମା ଦୋଳମଣ୍ଡପ କୁ ଆସିବା ପରେ ସ୍ୱତନ୍ତ୍ର ରୀତିନୀତି ଅନୁଶାରେ ପୂଜାର୍ଚ୍ଚନା କରାଯାଇଛି । ଏହି ଅବସରରେ ମା ବିରଜାଙ୍କ ନିକଟରେ ସେବକ ଜ୍ୟୋତ୍ୟିଷଙ୍କ ଦ୍ୱାରା ନୂତନ…

ଆଜି ଆପଣଙ୍କ ରାଶି କଣ କହୁଛି ଆସନ୍ତୁ ଜାଣିବା

ମେଷ ଆପଣଙ୍କ କାର୍ଯ୍ୟଦକ୍ଷତା କାରଣରୁ ସାମାଜିକ ସ୍ତରରେ ବନ୍ଧୁଙ୍କ ମହଲରେ ପ୍ରଶଂସାର ପାତ୍ର ହେବେ। ପାରିବାରିକ ସ୍ତରରେ ସାଧାରଣ କଥାକୁ ନେଇ ଭାବାନ୍ତର ସୃଷ୍ଟି ହେବାର ସମ୍ଭାବନା ରହିଛି। ବ୍ୟବସାୟରେ ଉନ୍ନତି କରିବେ ଓ ଆଶାନୁରୂପ ଫଳ ପାଇବେ। ଦ୍ୱିଜା ନକ୍ଷତ୍ରର ଯାତ୍ରା,…

ଭିଜିଲାନ୍ସ ଜାଲରେ ନବରଙ୍ଗପୁର ଆର୍‌ଟିଓ

ନବରଙ୍ଗପୁର :  ଭିଜିଲାନ୍ସ ଜାଲରେ ନବରଙ୍ଗପୁର RTO । ଆୟବହିଃର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ RTO ଗିରଫ ହୋଇଛନ୍ତି। ଗିରଫ ଆର୍‌ଟିଓ ହେଲେ ଗଣେଶ କଅଁର । ଗିରଫ ପରେ ଗଣେଶ କଅଁରଙ୍କୁ କୋର୍ଟ ଚାଲାଣ କରାଯାଇଛି। ଭିଜିଲାନ୍ସର ୬ଜଣିଆ ଟିମ୍‌ ୬ ସ୍ଥାନରେ ଚଢାଉ କରିଥିଲେ। ଜୟପୁର ଭିଜିଲାନ୍ସ…

ଜଗନ୍ନାଥ ମନ୍ଦିରକୁ ନେଇ ରାଜନୀତି କରିବା ବିଜୟଙ୍କ ପୁରୁଣା ଅଭ୍ୟାସ

ଭୁବନେଶ୍ୱର : ଜଗନ୍ନାଥ ମନ୍ଦିର ସହ ଜଡିତ ପ୍ରସଙ୍ଗକୁ ନେଇ ରାଜନୀତି କରିବା ବିଜେପି ନେତା ବିଜୟ ମହାପାତ୍ରଙ୍କର ପୁରୁଣା ଅଭ୍ୟାସ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ସୁବାସ ସିଂହ । ୟେସ ବ୍ୟାଙ୍କ୍‍ରେ ଶ୍ରୀମନ୍ଦିର ଅର୍ଥ ଜମା ନେଇ ବିଜୟ ଦେଇଥିବା ମନ୍ତବ୍ୟର ଜବାବ ଦେଇ ଶ୍ରୀ ସିଂହ କହିଛନ୍ତି…

ସିଲ୍‌ ହେଲା ଷ୍ଟାର ଧର୍ମେନ୍ଦ୍ରଙ୍କ ନୂଆ ଢାବା ‘ହି ମ୍ୟାନ’

ଧର୍ମେନ୍ଦ୍ର ଗତ କିଛି ଦିନ ପୂର୍ବରୁ କରନାଲରେ ନିଜର ଏକ ନୂଆ ଢାବା ‘ହି ମ୍ୟାନ’ (He Man) ଉଦ୍‌ଘାଟନ କରିଥିଲେ। ସୂଚନା ମୁତାବକ ବର୍ତ୍ତମାନ ଏହି ଢାବାକୁ ସିଲ୍‌ କରିଦିଆଯାଇଛି। ଅବୈଧ ନିର୍ମାଣ କରାଯାଇଥିବାରୁ ନଗର ନିଗମ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି। ରିପୋର୍ଟ ଅନୁଯାୟୀ ନଗର ନିଗମ…