ପୁଣି ଶସ୍ତା ହେଲା ରୂପା, ଆସନ୍ତୁ ଜାଣିବା କେତେ ରହିଛି ଦର
ନୂଆଦିଲ୍ଲୀ : ବଜାରରେ ଚାହିଦା ଏବଂ ଲାଭରେ ହ୍ରାସ ଘଟିବା ପରେ ଦେଶରେ ସୁନା ଦର ରେକର୍ଡ ହ୍ରାସ ଘଟିଛି। ଶୁକ୍ରବାର ଏମସିଏକ୍ସ ସୁନାର ଦର ୦.୪ ପ୍ରତିଶତ ତଳକୁ ଖସି ୧୦ ଗ୍ରାମ ପିଛା ୪୪, ୨୩୮ ଟଙ୍କାର ସ୍ତରରେ ପହଞ୍ଚିଛି। ଯାହା ୪୪, ୯୬୧ ଟଙ୍କାର ରେକର୍ଡ ସ୍ତରରେ ପହଞ୍ଚିଥିଲା। ଯାହା ଏବେ ୭୦୦…
