Odia News Portal

ବଲିଉଡକୁ ଫେରୁଛନ୍ତି ଥ୍ରୀଲର, ହରର ଏବଂ ସେକ୍ସ ଡୋଜ ଦେଉଥିବା ନିର୍ଦ୍ଦେଶକ

ଭାରତୀୟ ଦର୍ଶକଙ୍କୁ ଥ୍ରୀଲର, ହରର ଏବଂ ସେକ୍ସ ଡୋଜ ଦେଉଥିବା ନିର୍ଦ୍ଦେଶକ ରାମଗୋପାଳ ବର୍ମା ପୁଣିଥରେ ବଲିଉଡକୁ କମ୍‌ବ୍ୟାକ କରିବାକୁ ଯାଉଛନ୍ତି। ମାର୍ଶଲ ଆର୍ଟ ଉପରେ ଏକ ଫିଲ୍ମ ନିର୍ମାଣ କରିବାକୁ ଯାଉଛନ୍ତି ରାମଗୋପାଳ ବର୍ମା। ଫିଲ୍ମର ନାମ ରହିଛି ‘ଏଣ୍ଟର ଦ ଗର୍ଲ ଡ୍ରାଗନ’। ଯେଉଁଥିରେ ରାମ…

ମିସନ ଶକ୍ତି ଲାଗି ସ୍ୱତନ୍ତ୍ର ବିଭାଗ ଗଠନ ହେବ

ଭୁବନେଶ୍ୱର()  ଅନ୍ତର୍ଜାତୀ ମହିଳା ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ ରାଜ୍ୟରେ ମିସନ ଶକ୍ତି ଏକ ସ୍ୱତନ୍ତ୍ର ବିଭାଗ ହେବ । ଏହା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାଙ୍କ ପାଇଁ କାମ କରିବ । ରାଜ୍ୟର ୭୦ଲକ୍ଷରୁ ଅଧିକ ମହିଳା ଏସଏଚଜିରେ ସାମିଲ…

କର ଫାଉଣ୍ଡେସନ୍ ତରଫରୁ “ଆନ୍ତର୍ଜାତୀୟ ମହିଳା ଦିବସ” ଉପଲକ୍ଷେ ସଚେତନତା କାର୍ଯ୍ୟକ୍ରମ

ଭୁବନେଶ୍ୱର : ସ୍ୱେଚ୍ଛାସେବୀ ସାମାଜିକ ସଂଗଠନ କର ଫାଉଣ୍ଡେସନ୍ ଓ “ମୋ ସାଇକେଲ୍‌”ର ମିଳିତ ଆନୁକୂଲ୍ୟରେ ଆନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ମହିଳା ସଶକ୍ତିକରଣ ଉଦ୍ଦେଶ୍ୟରେ ଏକ ସାଇକ୍ଲୋଥନ୍ ଭୁବନେଶ୍ୱରସ୍ଥିତ ଶିଶୁଭବନ ଛକରୁ ମାଷ୍ଟରକ୍ୟାିନ୍ ଛକ ପର୍ଯ୍ୟନ୍ତ ଆୟୋଜିତ ହୋଇଥିଲା । ସମାଜର…

ଶ୍ରୀମନ୍ଦିର ଟଙ୍କା ସୁରକ୍ଷିତ ଅଛି : ଅର୍ଥସଚିବ

ଭୁବନେଶ୍ୱର() ଶ୍ରୀମନ୍ଦିର ଟଙ୍କା ସୁରକ୍ଷିତ ଅଛି ଏନେଇ ସୂଚନା ଦେଇଛନ୍ତି ଅର୍ଥସଚିବ ଅଶୋକ ମିନା । ଅର୍ଥସଚିବ କହିଛନ୍ତି, ଜଗନ୍ନାଥଙ୍କ ଟଙ୍କା ନେଇ ଶ୍ରୀମନ୍ଦିର ପ୍ରଶାସନ ଆରବିଆଇ ସହିତ କଥା ହୋଇଛି । ସେ ନିଜେ ମଧ୍ୟ ଆରବିଆଇ ସହିତ କଥା ହୋଇଛନ୍ତି ଓ ଚିଠି ଲେଖିଛନ୍ତି । ସବୁ ଜମାକାରୀଙ୍କ…

ପ୍ରଥମ ଥର ଆରମ୍ଭ ହେବ ‘ଇ-ହୋଲି’

ଭୁବନେଶ୍ୱର() ଆଉ ଗୋଟିଏ ଦିନ ପରେ ହୋଲି । ରଙ୍ଗର ପର୍ବ ହୋଲି । ପ୍ରତ୍ୟକ ବର୍ଷ ହୋଲିରେ ରାଜ୍ୟ ଠାରୁ ଆରମ୍ଭ କରି ପୁରା ବିଶ୍ୱରେ ବହୁତ ଧୁମଧାମରେ ହୋଲି ପାଳନ ହୋଇଥାଏ । ହେଲେ ଚଳିତ ବର୍ଷ କରୋନା ସଂକ୍ରମଣ ଭୟରେ ହୋଲି ପାଳନ ପ୍ରସ୍ତୁତି ମାନ୍ଦା ପଡି ଯାଇଛି। ଚୀନରୁ ଆରମ୍ଭ ହୋଇଥିବା…

କେରଳରେ ବଢିଲା କରୋନା ପଜିଟିଭ ସଂଖ୍ୟା

କେରଳ() କେରଳରେ କରୋନା ପଜିଟିଭ ରୋଗୀଙ୍କ ସଂଖ୍ୟା ବୃଦ୍ଧି ହୋଇଛି । କେରଳରେ ଆଉ ୫ଜଣ କରୋନା ପଜିଟିଭ ରୋଗୀ ଚିହ୍ନଟ ହୋଇଛନ୍ତି । ଏନେଇ କେରଳର ସ୍ୱାସ୍ଥ୍ୟମନ୍ତ୍ରୀ କେ.କେ. ଶୈଳଜା ସୂଚନା ଦେଇଛନ୍ତି । ସୂଚନା ଅନୁସାରେ, କେରଳର ୩ଜଣ ପଜିଟିଭ ରୋଗୀ ଇଟାଲୀରୁ ଫେରିଥିଲେ । ସେମାନଙ୍କ…

କାହିଁକି ମାର୍ଚ୍ଚ ୮ରେ ମହିଳା ଦିବସ ପାଳନ କରାଯାଏ ଜାଣନ୍ତୁ

ସ୍ୱାଧିକାର ନ୍ୟୁଜ()  ମାର୍ଚ୍ଚ ୮ ତାରିଖକୁ ଅନ୍ତର୍ଜାତୀୟ ମହିଳା ଦିବସ ଭାବେ ପାଳନ କରାଯାଏ। ତେବେ ଆପଣ ଜାଣିଛନ୍ତି କି ଏହି ଦିବସ କାହିଁକି ପାଳନ କରାଯାଏ? ବାସ୍ତବରେ ଅନ୍ତର୍ଜାତୀୟ ମହିଳା ଦିବସ ଏକ ଶ୍ରମିକ ଆନ୍ଦୋଳନରୁ ସୃଷ୍ଟି ହୋଇଛି। ୧୯୦୮ ମସିହାରେ ଏହା ପ୍ରଥମେ ଆରମ୍ଭ ହୋଇଥିଲା।…

ପ୍ରସିଦ୍ଧ ଅଭିନେତାଙ୍କ ରେଷ୍ଟୁରାଣ୍ଟ ସିଲ୍

ମୁମ୍ବାଇ () ଅଡୁଆରେ ଚର୍ଚ୍ଚିତ ଅଭିନେତା ଧର୍ମେନ୍ଦ୍ର । ଧର୍ମେନ୍ଦ୍ରଙ୍କ ରେଷ୍ଟୁରାଣ୍ଟ ସିଲ୍ କରାଯାଇଛି । ହରିୟାଣ କରନାଲ୍ ନଗର ନିଗମ ପକ୍ଷରୁ ରେଷ୍ଟୁରାଣ୍ଟକୁ ସିଲା କରାଯାଇଛି । ରେଷ୍ଟୁରାଣ୍ଟରେ ନିର୍ମାଣଗତ ତ୍ରୁଟି ଥିବାରୁ ସିଲ୍ କରାଯାଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ,…

୬ ଜିଲ୍ଲା ସତର୍କ ରୁହ

ଭୁବନେଶ୍ୱର() ଆଜି ରାଜ୍ୟର କିଛି ଜିଲ୍ଲାରେ ଝଡ଼ ତୋଫାନ, ବର୍ଷା ଓ ବଜ୍ରପାତ ହେବାର ସମ୍ଭାବନା ରହିଛି। ଏଥିପାଇଁ ୬ ଜିଲ୍ଲାକୁ ସତର୍କ ଜାରି କରିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଏହି ଜିଲ୍ଲାଗୁଡିକ ହେଲା ଯାଜପୁର, କେନ୍ଦୁଝର,ଜଗତସିଂହପୁର,କେନ୍ଦ୍ରପଡା,ଭଦ୍ରକ,ବାଲେଶ୍ୱର ।ଏହିସବୁ ଜିଲ୍ଲାରେ…

ଏଣିକି କୌଣସି ଏଟିଏମରୁ ବି ଟଙ୍କା ଉଠାଇ ପାରିବେ ୟେସ୍ ବ୍ୟାଙ୍କ ଜମାକାରୀ

ଭୁବନେଶ୍ୱର() ୟେସ୍ ବ୍ୟାଙ୍କ ଗ୍ରାହକଙ୍କ ପାଇଁ ଖୁସି ଖବର । ଏଣିକି କୌଣସି ଏଟିଏମରୁ ବି ଟଙ୍କା ଉଠାଇ ପାରିବେ ୟେସ୍ ବ୍ୟାଙ୍କ ଜମାକାରୀ । ଆର୍ଥୀକ ସଂକଟ ଦେଇ ଗତି କରୁଥିବା ୟେସ୍ ବ୍ୟାଙ୍କ ଏହା ପୂର୍ବରୁ ଏହି ସୁବିଧା ନିଜ ଜମାକାରୀଙ୍କ ନିକଟରୁ କାଢ଼ି ନେଇଥିଲେ । ୟେସ୍ ବ୍ୟାଙ୍କରେ ସଂକଟ…