Odia News Portal

ଆରମ୍ଭ ହେଲା ପକ୍କାଘର ଯୋଗ୍ୟତା କାର୍ଡ ବଣ୍ଟନ

ଭୁବନେଶ୍ୱର() ବିଜୁ ଜୟନ୍ତି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗ୍ରାମାଂଚଳରେ ପକ୍କା ଘର ନଥିବା ୨୦ ଲକ୍ଷ ପରିବାରଙ୍କୁ ପକ୍କାଘର ଯୋଗାଇ ଦେବା ପାଇଁ ‘ ପକ୍କା ଘର ଯୋଗ୍ୟତା କାର୍ଡ ଅଧିକାର ପତ୍ର’ ପ୍ରଦାନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ପଂଚାୟତରାଜ ଓ ପାନୀୟ ଜଳ ବିଭାଗ…

ପତ୍ନୀଙ୍କ ଫଟୋ ଶେୟାର କରି ଏମିତି କଥା ଲେଖିଲେ ଅମିତାଭ

ମୁମ୍ବାଇ() ସୋସିଆଲ ମିଡିଆରେ ନିଜ ପତ୍ନୀଙ୍କ ଫଟୋ ଛାଡି ଚର୍ଚ୍ଚାରେ ମହାନାୟକ ଅମିତାଭ ବଚ୍ଚନ । ସେ ଇନଷ୍ଟାଗ୍ରାମରେ ତାଙ୍କ ପତ୍ନୀ ଜୟାଙ୍କର ଏକ ପୁରୁଣା ଫଟୋ ଶେୟାର କରିଥିବା ଦେଖାଯାଇଛି। ଏହା ବେଙ୍ଗଲି ଫିଲ୍ମ ଡକ୍ଟର ବାବୁ ସମୟର। ଏହି ଫଟୋଟି ଶେୟର କରିବା ସହ ଅମିତାଭ ଲେଖିଛନ୍ତି, ଏହି…

କରୋନାକୁ ଭୟକରି ବନ୍ଦ କଲେ ଶୁଟିଂ

ମୁମ୍ବାଇ() ସାରା ଦେଶରେ ଏବେ କରୋନା ଭାଇରସର ଭୟ। ଦବଙ୍ଗ ଖାନ୍ ବି କରୋନା ଭାଇରସ୍ ଭୟରେ ଆତଙ୍କିତ ହୋଇପଡ଼ିଛନ୍ତି। ସଲମାନଙ୍କ ଫିଲ୍ମ ‘ରାଧେ’ର କିଛି ଅଂଶ ଥାଇଲାଣ୍ଡରେ ଶୁଟିଂ ହେବାର ଥିଲା। ହେଲେ କରୋନା ଭାଇରସର ଭୟ ଯୋଗୁ ଏହି ଶୁଟିଂ ଉପରେ ରୋକ ଲଗାଇ ଦିଆଯାଇଛି। ଅବଶ୍ୟ ଏ ନେଇ ସଲମାନ କି…

ନିଲମ୍ବିତ ହେଲେ ୭ ସାଂସଦ

ନୂଆଦିଲ୍ଲୀ() ଚଳିତ ଲୋକସଭାର ବେଜଟ୍ ଅଧିବେଶନରୁ ନିଲମ୍ବିତ ହୋଇଛନ୍ତି କଂଗ୍ରେସ ସାଂସଦ । ନିଲମ୍ବିତ କରିଛନ୍ତି ବାଚସ୍ପତି ଓମ ବିର୍ଲା । ନିଲମ୍ବିତ ୭ ସାଂସଦ ହେଉଛନ୍ତି- ଗୌରବ ଗୋଗୋଇ, ଗୁରଜିତ ସିଂ, ଟିନ୍ ପ୍ରାଥପନ୍, ଡିନ୍ କୁରିଅକୋଶ, ଆର ଅନ୍ନିତାନ୍, ମାଣିକମ୍ ଟାଗୋର, ବେନି ବେହାନନ୍ ।…

ନିର୍ଭୟା ଦୋଷୀଙ୍କୁ ୨୦ରେ ଫାଶୀ

ନୂଆଦିଲ୍ଲୀ() ନିର୍ଭୟା ଅଭିଯୁକ୍ତଙ୍କୁ ମାର୍ଚ୍ଚ ୨୦ ତାରିଖ ସକାଳ ୫.୩୦ଟାରେ ଫାଶୀ ଖୁଣ୍ଟରେ ଝୁଲାଇ ଦିଆଯିବ । ନୂଆ ଡେଥ୍ ୱାରେଣ୍ଟ ଜାରି କଲେ ଦିଲ୍ଲୀର ପଟିଆଲା ହାଉସ୍ କୋର୍ଟ । ପଟିଆଲା ହାଉସ କୋର୍ଟ ପକ୍ଷରୁ ଗୁରୁବାର ଦୋଷୀଙ୍କ ଫାଶୀ ଲାଗି ଚତୁର୍ଥ ଥର ପାଇଁ ଡେଥ୍ ଓ୍ବାରେଣ୍ଟ ଜାରି…

ଫଟୋରେ ଫଟୋରେ ନବୀନଙ୍କ ୨୦ ବର୍ଷର ଜୟଯାତ୍ରା

ଭୁବନେଶ୍ୱର() ନବୀନ ପଟ୍ଟନାୟକ କ୍ରମାଗତ ଭାବେ ଓଡିଶାର ମୁଖ୍ୟମନ୍ତ୍ରୀ ଭାବେ ରହିବାକୁ ଆଜି ୨୦ବର୍ଷ ପୂର୍ଣ୍ଣ ହୋଇଛି । ତାଙ୍କର ଦୀର୍ଘ ୨୩ ବର୍ଷର ରାଜନୈତିକ ଜୀବନରେ ନବୀନ ମାତ୍ର ୩ବର୍ଷ ସାଂସଦ ଓ କେନ୍ଦ୍ରମନ୍ତ୍ରୀ ହେବା ପରେ ଆଜିକୁ ୨୦ ବର୍ଷ ହେଲା କ୍ରମାଗତ ଓଡିଶା ମୁଖ୍ୟମନ୍ତ୍ରୀ…

ଶ୍ରେଷ୍ଠ ବିଶ୍ବବିଦ୍ୟାଳୟ ତାଲିକାରେ ସୋଆ

ନୂଆଦିଲ୍ଲୀ () ଦେଶରେ ଶ୍ରେଷ୍ଠ ବିଶ୍ବବିଦ୍ୟାଳୟ ତାଲିକାରେ ସୋଆ ।ସୋଆ ଦେଶର ଶ୍ରେଷ୍ଠ ୧୦ ଇଞ୍ଜିନିୟରିଂ କଲେଜ ମଧ୍ୟରେ ରହିଛି । ମାନବ ସମ୍ବଳ ବିକାଶ ବିଭାଗ (MHRD) ପକ୍ଷରୁ ପ୍ରସ୍ତୁତ ଏହି ତାଲିକାରେ ସୋଆ ଇଞ୍ଜିନିୟରିଂ ବର୍ଗରେ ୯ମ ସ୍ଥାନରେ ଥିବା ବେଳେ ସାମଗ୍ରୀକ ଭାବେ ସୋଆ…

ଏସସିବିରେ ମିଳିବ ବିଶ୍ୱସ୍ତରୀୟ ଚିକିତ୍ସା: ମୁଖ୍ୟମନ୍ତ୍ରୀ

କଟକ() ଆଜି ପ୍ରବାଦ ପୁରୁଷ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ୧୦୪ ତମ ଜୟନ୍ତୀ । ଆଜିର ଦିନକୁ ରାଜ୍ୟସ୍ତରୀୟ ପଂଚାୟତିରାଜ ଦିବସ ରୂପେ ପାଳନ କରାଯାଉଛି । ଜନ୍ମ ଜୟନ୍ତୀରେ କଟକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ସମାବେଶରେ ଯୋଗ ଦେଇ ଉଦବୋଧନ ଦେଇଛନ୍ତି । ଏହି ଅବସରରେ…

ଆଜି ବି ପ୍ରବଳ ବର୍ଷିବ

ଭୁବନେଶ୍ୱର()  ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ବଳ୍ପରୁ ମଧ୍ୟମଧରଣର ବର୍ଷା ଲାଗିରହିଛି।କେଉଁଠି ବର୍ଷା ସହ ପବନ ବାଡ଼େଇଛି ତ ଆଉ କେଉଁଠି ଘର ଦ୍ବାର ଭାଙ୍ଗିଛି। ଭୁବନେଶ୍ବର ସମେତ ରାଜ୍ୟର କେତେକ ଅଞ୍ଚଳରେ କ୍ଷୟକ୍ଷତି ହୋଇଥିବାର ଖବର ବି ଆସିଛି। ଆଗକୁ ଆହୁରି ଅଧିକ ଝଡ଼ବର୍ଷା ହେବାକୁ ଥିବାରୁ…

ହିମାଳୟ ପକ୍ଷରୁ ମହିଳାଙ୍କ ପାଇଁ ସ୍କିନକେୟାର୍ ଟିପ୍ସ

ଭୁବନେଶ୍ୱର: ନୂଆ କରି ମାତୃତ୍ୱ ଲାଭ କରିଥିବା ମହିଳାମାନଙ୍କ ପାଇଁ ଶୀତ ଦିନରେ ନିଜ ତ୍ୱଚାର ଉପଯୁକ୍ତ ଯତ୍ନ ନେବା ଖୁବ୍ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । କାରଣ ଏହି ସମୟରେ ତ୍ୱଚାର ନମନୀୟତା କମ୍ ହେବା ଦ୍ୱାରା ଏହା ଅତ୍ୟଧିକ ଶୁଷ୍କ ଓ ତେଜହୀନ ହୋଇଯାଏ । ହିମାଳୟା ଡ୍ରଗ୍ କମ୍ପାନୀର ଆୟୁର୍ବେଦ…